କଳାହାଣ୍ଡିରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି 5T ସଚିବ, ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର

The Sakala Picture
Published On

କଳାହାଣ୍ଡି: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲାରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି ୫ଟି ସଚିବ । ଉତକେଲାରେ ବେଲଖଣ୍ଡି ଶିବ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି 5T ସଚିବ । ମହାଦେବଙ୍କୁ ଦର୍ଶନ ପରେ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର । ୧୫ ଦିନରେ ପ୍ଲାନ ପ୍ରସ୍ତୁତ କରି ଦାଖଲ କଲେ […]

କଳାହାଣ୍ଡି: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲାରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି ୫ଟି ସଚିବ । ଉତକେଲାରେ ବେଲଖଣ୍ଡି ଶିବ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି 5T ସଚିବ । ମହାଦେବଙ୍କୁ ଦର୍ଶନ ପରେ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର । ୧୫ ଦିନରେ ପ୍ଲାନ ପ୍ରସ୍ତୁତ କରି ଦାଖଲ କଲେ ଖୁବଶୀଘ୍ର ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବେଲଖଣ୍ଡି ମନ୍ଦିରର ଉନ୍ନତି ପାଇଁ ଯାହା ଦରକାର, ମୁଖ୍ୟମନ୍ତ୍ରୀ ସବୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି 5T ସଚିବ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ସହ ହାତ ମିଳାଇବାକୁ ସମସ୍ତେ ଉତ୍ସାହିତ ଥିଲେ ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ରାଜଧାନୀ; ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

କଳାହାଣ୍ଡିରେ ଲୋକଙ୍କ ଭଲପାଇବା ଦେଖି ବେଶ୍‌ ଖୁସି ଥିବା କହିଲେ 5T ସଚିବ । ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ଲୋକଙ୍କ ସହ କଥା ହୋଇ ସିଧା ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିବା ପରେ ଖୁସି ଜାହିର କରିଥିଲେ ସାଧାରଣ ଲୋକ । ଏହାସହ ମିଶନ ଶକ୍ତି ମାଆମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ଉନ୍ନତି ପାଇଁ ସହଯୋଗ ସବୁବେଳେ ରହିବ ବୋଲି କହିଛନ୍ତି । ଭଲ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । ଏହାସହ ଲୋକଙ୍କ ଦାବିପତ୍ର ଗ୍ରହଣ କରିଛନ୍ତି 5T ସଚିବ ।

ଆହୁରି ପଢ଼ନ୍ତୁ: ହୀରାକୁଦରେ ବଢୁଛି ଜଳସ୍ତର, ମୋଟ ୧୦ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

19 May 2023 By The Sakala

କଳାହାଣ୍ଡିରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି 5T ସଚିବ, ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର

କଳାହାଣ୍ଡି: ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । କଳାହାଣ୍ଡି ଜିଲ୍ଲାରେ ବିକାଶର ମାରାଥନ ସମୀକ୍ଷା କରୁଛନ୍ତି ୫ଟି ସଚିବ । ଉତକେଲାରେ ବେଲଖଣ୍ଡି ଶିବ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି 5T ସଚିବ । ମହାଦେବଙ୍କୁ ଦର୍ଶନ ପରେ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଖୁବଶୀଘ୍ର ନୂଆ ରୂପ ପାଇବ ବେଲଖଣ୍ଡି ଶିବ ମନ୍ଦିର । ୧୫ ଦିନରେ ପ୍ଲାନ ପ୍ରସ୍ତୁତ କରି ଦାଖଲ କଲେ ଖୁବଶୀଘ୍ର ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବେଲଖଣ୍ଡି ମନ୍ଦିରର ଉନ୍ନତି ପାଇଁ ଯାହା ଦରକାର, ମୁଖ୍ୟମନ୍ତ୍ରୀ ସବୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି 5T ସଚିବ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ସହ ହାତ ମିଳାଇବାକୁ ସମସ୍ତେ ଉତ୍ସାହିତ ଥିଲେ ।

କଳାହାଣ୍ଡିରେ ଲୋକଙ୍କ ଭଲପାଇବା ଦେଖି ବେଶ୍‌ ଖୁସି ଥିବା କହିଲେ 5T ସଚିବ । ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ଲୋକଙ୍କ ସହ କଥା ହୋଇ ସିଧା ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିବା ପରେ ଖୁସି ଜାହିର କରିଥିଲେ ସାଧାରଣ ଲୋକ । ଏହାସହ ମିଶନ ଶକ୍ତି ମାଆମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ଉନ୍ନତି ପାଇଁ ସହଯୋଗ ସବୁବେଳେ ରହିବ ବୋଲି କହିଛନ୍ତି । ଭଲ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । ଏହାସହ ଲୋକଙ୍କ ଦାବିପତ୍ର ଗ୍ରହଣ କରିଛନ୍ତି 5T ସଚିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର