ବାରିପଦାରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କୁ ଦେଲେ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର

The Sakala Picture
Published On

ମୟୁରଭଞ୍ଜ: ବାରିପଦାରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ୫ଟି ଅଧ୍ୟକ୍ଷ। ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମ କରାଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଇଛନ୍ତି । ପାଠପଢ଼ା ସାଙ୍ଗେ କୋ-କରିକୁଲାର ଆକ୍ଟିଭିଟି ରହିବା ଦରକାର । ଆତ୍ମବିଶ୍ବାସ ରଖିଲେ ଜୀବନରେ […]

ମୟୁରଭଞ୍ଜ: ବାରିପଦାରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଥିବାବେଳେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ୫ଟି ଅଧ୍ୟକ୍ଷ। ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମ କରାଯିବ । ଏହାସହ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଇଛନ୍ତି । ପାଠପଢ଼ା ସାଙ୍ଗେ କୋ-କରିକୁଲାର ଆକ୍ଟିଭିଟି ରହିବା ଦରକାର । ଆତ୍ମବିଶ୍ବାସ ରଖିଲେ ଜୀବନରେ ବହୁତ ଆଗକୁ ଯିବ । ହାଇସ୍କୁଲ ପରେ ଏବେ ସବୁ ସ୍କୁଲକୁ ୫ଟି କରାଯାଉଛି । ସୁସ୍ଥ ରହିବା ପାଇଁ ଯୋଗ, ବ୍ୟାୟାମ ଓ ସାଇକେଲିଂ କରିବାକୁ ପରାମର୍ଶ ଦେଇଛନ୍ତି । ଫିଜିକାଲ ଫିଟନେସ ରହିଲେ କଠିନ ପରିଶ୍ରମ କରିପାରିବେ । ସୁସ୍ଥ ମସ୍ତିସ୍କ ପାଇଁ ୧୦ରୁ ୧୫ ମିନିଟ୍ ମେଡିଟେସନ କରିବାକୁ ପରାମର୍ଶ । ଜୀବନରେ ଆତ୍ମବିଶ୍ବାସ ବଢ଼ାଉଥିବା ବନ୍ଧୁ ବାଛିବାକୁ ପରାମର୍ଶ । ପିତା, ମାତା, ଗୁରୁଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି ୫ଟି ଅଧ୍ୟକ୍ଷ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

ଏହା ପରେ ସେ ବାରିପଦାର ଛଉ ପଡ଼ିଆ ଠାରେ ପହଞ୍ଚିଥିଲେ। ଏହି ଆୟୋଜିତ ହୋଇଥିବା ସାଧାରଣ ଅଭିଯୋଗ ଶୁଣାଣୀରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସେଥିପାଇଁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର