ଭୋଟ ଦେଉଛି ଓଡ଼ିଶା: ଦିନ ୩ଟା ସୁଦ୍ଧା ୫୨.୯୧% ମତଦାନ

The Sakala Picture
Published On

ଭୁବନେଶ୍ବର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତା ମତଦାନ କରି ସେମାନଙ୍କ ନେତା ବାଛୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ […]

ଭୁବନେଶ୍ବର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତା ମତଦାନ କରି ସେମାନଙ୍କ ନେତା ବାଛୁଛନ୍ତି। ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ଓଡ଼ିଶାରେ ୫୨.୯୧% ମତଦାନ ହୋଇଛି । ଛତ୍ରପୁର-୪୧.୬୮%, ଚିକିଟି-୫୦.୧୧% ଗଜପତି ୪୫.୨୯%, ଗଞ୍ଜାମ ୪୪.୩୯% କଳାହାଣ୍ଡି- ୫୭%, କୋରାପୁଟ- ୫୩.୨୭% ମାଲକାନଗିରି- ୫୩.୬୪%, ନବରଙ୍ଗପୁର- ୫୬.୭୬% ନୂଆପଡ଼ା- ୫୮.୨୫%, ରାୟଗଡ଼ା- ୫୩.୬୦% ମତଦାନ ହୋଇଥିବା ସୂଚନା ।

ଆହୁରି ପଢ଼ନ୍ତୁ: ସ୍ତ୍ରୀ ମୃତ୍ୟୁର ଦିନକ ପରେ ସାପ କାମୁଡ଼ାରେ ଚାଲିଗଲା ସ୍ୱାମୀଙ୍କ ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର