ରାଜଧାନୀରେ ପାଟଶାଢୀ ପିନ୍ଧି ମାରାଥନରେ ଦୌଡିଲେ ୫ ହଜାର ମହିଳା

The Sakala Picture
Published On

ଭୁବନେଶ୍ବର: ପାଟଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ୫ ହଜାର ମହିଳା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଓ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ‘ପାଟଥନ’ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର କରିବା ମଧ୍ୟ […]

ଭୁବନେଶ୍ବର: ପାଟଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ୫ ହଜାର ମହିଳା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଓ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ‘ପାଟଥନ’ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର କରିବା ମଧ୍ୟ ଏହି ପାଟାଥନର ଉଦେଶ୍ୟ ରହିଛି ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ‘ପାଟଥନ’ ଆୟୋଜନ କରାଯାଇଛି ।‌

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

28 Jan 2024 By The Sakala

ରାଜଧାନୀରେ ପାଟଶାଢୀ ପିନ୍ଧି ମାରାଥନରେ ଦୌଡିଲେ ୫ ହଜାର ମହିଳା

ଭୁବନେଶ୍ବର: ପାଟଶାଢ଼ୀ ପିନ୍ଧି ମାରାଥନରେ ଦୌଡ଼ିଲେ ୫ ହଜାର ମହିଳା । ‘ସମସ୍ତଙ୍କ ପାଇଁ ଶିକ୍ଷା’ ଓ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ‘ପାଟଥନ’ ଆୟୋଜନ କରିଛି କିଟ୍ । ଏଥିରେ କିଟ୍ ଓ କିସର ୫ ହଜାର ମହିଳା କର୍ମଚାରୀ ଦୌଡ଼ରେ ସାମିଲ ହୋଇଥିଲେ । ଓଡ଼ିଶାର ଶାଢୀ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଶାର ଶାଢୀ ବୁଣାକାର ମାନଙ୍କୁ ସମ୍ମାନ ତଥା ଏହାର ବହୁଳ ପ୍ରଚାର ପ୍ରସାର କରିବା ମଧ୍ୟ ଏହି ପାଟାଥନର ଉଦେଶ୍ୟ ରହିଛି ।

ଶିଖରଚଣ୍ଡୀ ମନ୍ଦିର ଛକରୁ କିଟ୍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ । ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନରେ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲ୍ଲା ତଥା ଭାରତର ବିଭିନ୍ନ ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଓଡ଼ିଶାର ୫୫ଟି ସ୍ଥାନରେ ଏହି ମାରାଥନ ଆୟୋଜନ ହୋଇଛି । ଭୁବନେଶ୍ୱରରେ ସ୍ବତନ୍ତ୍ର ଭାବେ ନିଆରା ଢଙ୍ଗରେ ‘ପାଟଥନ’ ଆୟୋଜନ କରାଯାଇଛି ।‌

https://www.thesakala.in/latest-odisha-news/5-thousand-women-ran-in-the-marathon-wearing-pata-saree/article-29465
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର