ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ, ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

The Sakala Picture
Published On

ନୟାଗଡ଼: ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ପ୍ରତିକୂଳ ପାଗ ସତ୍ୱେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ […]

ନୟାଗଡ଼: ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ପ୍ରତିକୂଳ ପାଗ ସତ୍ୱେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଆସନ୍ତା ୨୭ ତାରିଖ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଅଭିଯୋଗ ପତ୍ରର ମସାଧାନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସପ୍ତାହକ ଭିତରେ ଟଙ୍କା ଅନୁମୋଦନ କରିବେ । ଅନୁଦାନ ରାଶିର ସୁବିନିଯୋଗ କରିବାକୁ 5T ସଚିବ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଭଲକାମ କଲେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଟଙ୍କା ମଞ୍ଜୁର କରାଯିବ । ଆପଣଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସେ ପରେ ଫୋନ କରି ଅପଡେଟ୍ ନେବ । ଏହି ଅବସରରେ ମିଶନ ଶକ୍ତି ଓ ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ଓ ଲୋକ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ଭାପୁର ପରେ ଖଣ୍ଡପଡ଼ାରେ ପହଞ୍ଚି ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ଅଗଷ୍ଟ ୧୬ରେ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ ଅବସର ଗ୍ରହଣକୁ ସରକାରଙ୍କ ଅନୁମତି, ଅଗଷ୍ଟ ୭ରେ ନୂଆ ଡିଜିପି ଚୟନ ପାଇଁ ବୈଠକ

20 Jul 2023 By The Sakala

ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ, ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ନୟାଗଡ଼: ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ପ୍ରତିକୂଳ ପାଗ ସତ୍ୱେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।

ଆସନ୍ତା ୨୭ ତାରିଖ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଅଭିଯୋଗ ପତ୍ରର ମସାଧାନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସପ୍ତାହକ ଭିତରେ ଟଙ୍କା ଅନୁମୋଦନ କରିବେ । ଅନୁଦାନ ରାଶିର ସୁବିନିଯୋଗ କରିବାକୁ 5T ସଚିବ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଭଲକାମ କଲେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଟଙ୍କା ମଞ୍ଜୁର କରାଯିବ । ଆପଣଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସେ ପରେ ଫୋନ କରି ଅପଡେଟ୍ ନେବ । ଏହି ଅବସରରେ ମିଶନ ଶକ୍ତି ଓ ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ଓ ଲୋକ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ଭାପୁର ପରେ ଖଣ୍ଡପଡ଼ାରେ ପହଞ୍ଚି ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର