ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ତେବେ ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା […]

ଭୁବନେଶ୍ୱର: ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ତେବେ ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ପ୍ରାକୃତିକ ପ୍ରତିବନ୍ଧକ ଥିବା ପଡ଼ା ଗାଁକୁ ବି ରାଜସ୍ୱ ଗାଁ ମାନ୍ୟତା ମିଳିବ । ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ନୂଆ ଗାଁ ଦାବି ହୋଇଆସୁଥିଲା । ଜିଲ୍ଲାସ୍ତରରେ ପ୍ରାୟ ୩ ହଜାର ୫ଶହରୁ ଅଧିକ ପ୍ରସ୍ତାବ ବିଚାର ଅପେକ୍ଷାରେ ପଡ଼ି ରହିଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

28 Jul 2021 By The Sakala

ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା, ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଡ଼ା ଗ୍ରାମ ପାଇବ ରାଜସ୍ୱ ଗ୍ରାମର ମାନ୍ୟତା । ରାଜ୍ୟର ପ୍ରାୟ ୪ହଜାର ପଡ଼ା ଗାଁ ପାଇବ ରାଜସ୍ୱ ଗାଁର ମାନ୍ୟତା । ଏ ସମ୍ପର୍କିତ ଗାଇଡଲାଇନକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୂଳ ଗ୍ରାମରୁ ୫୦୦ ମିଟର ଦୂରରେ ଥିବା ୨୫୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ମିଳିବ ରାଜସ୍ୱ ଗାଁର ମାନ୍ୟତା । ତେବେ ମୂଳ ଗାଁଠାରୁ ୫ଶହ ମିଟରରୁ କମ ଦୂରତା ବିଶିଷ୍ଟ ପଡ଼ା ଗାଁର ଜନସଂଖ୍ୟା ୩ଶହରୁ ଅଧିକ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ମିଳିବ ।

ସେହିଭଳି ପ୍ରାକୃତିକ ପ୍ରତିବନ୍ଧକରେ ମୂଳ ଗାଁ ଠାରୁ ବିଚ୍ଛିନ୍ନ ହୋଇଥିବା ପଡ଼ା ଗାଁର ଜନସଂଖ୍ୟା ୨୫୦ରୁ କମ ହୋଇଥିଲେ ମଧ୍ୟ ରାଜସ୍ବ ଗାଁର ମାନ୍ୟତା ଦିଆଯିବ । ତେବେ ଗୋଚର ଓ ଗୋଷ୍ଠୀଗତ ଜମି ଉପରେ ରହିବ ଉଭୟ ଗାଁର ଅଧିକାର । ପ୍ରାକୃତିକ ପ୍ରତିବନ୍ଧକ ଥିବା ପଡ଼ା ଗାଁକୁ ବି ରାଜସ୍ୱ ଗାଁ ମାନ୍ୟତା ମିଳିବ । ବିଭିନ୍ନ ସମୟରେ ବିଧାନସଭାରେ ମଧ୍ୟ ନୂଆ ଗାଁ ଦାବି ହୋଇଆସୁଥିଲା । ଜିଲ୍ଲାସ୍ତରରେ ପ୍ରାୟ ୩ ହଜାର ୫ଶହରୁ ଅଧିକ ପ୍ରସ୍ତାବ ବିଚାର ଅପେକ୍ଷାରେ ପଡ଼ି ରହିଥିଲା ।

https://www.thesakala.in/latest-odisha-news/4-thousand-hamlets-as-revenue-viilage/article-4175
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର