ରାସ୍ତା ଉପରେ କାର ରଖୁଥିଲେ ସାବଧାନ; ଟ୍ବିନସିଟିରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ, ୪ ଗିରଫ

The Sakala Picture
Published On

ଭୁବନେଶ୍ୱର: ତାମିଲନାଡୁର ତ୍ରିଚି ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ୪ ସଦସ୍ୟଙ୍କୁ କାବୁ କଲା ପୋଲିସ । ଏହି ଗ୍ୟାଙ୍ଗ ଗତ ଏକ ସପ୍ତାହ ହେଲା ଭୁବନେଶ୍ୱର ଓ କଟକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାର କାଚ ଭାଙ୍ଗି ଲୁଟ, ମୋ ବସରୁ ଲୁଟ ସହ ବିଭିନ୍ନ ଦୋକାନ, ବଜାରରୁ ଲୁଟ କରୁଥିଲେ ଏହି ଲୁଟେରା। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ […]

ଭୁବନେଶ୍ୱର: ତାମିଲନାଡୁର ତ୍ରିଚି ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ୪ ସଦସ୍ୟଙ୍କୁ କାବୁ କଲା ପୋଲିସ । ଏହି ଗ୍ୟାଙ୍ଗ ଗତ ଏକ ସପ୍ତାହ ହେଲା ଭୁବନେଶ୍ୱର ଓ କଟକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାର କାଚ ଭାଙ୍ଗି ଲୁଟ, ମୋ ବସରୁ ଲୁଟ ସହ ବିଭିନ୍ନ ଦୋକାନ, ବଜାରରୁ ଲୁଟ କରୁଥିଲେ ଏହି ଲୁଟେରା। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

କେବଳ ଟୁଇନ ସିଟି ନୁହେଁ, ରଥଯାତ୍ରା ବେଳେ ପୁରୀରେ କିଛି ଲୋକଙ୍କ ଠାରୁ ଲୁଟପାଟ କରିଥିଲେ । ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ଠାରୁ ୪ଟି ଲାପଟପ, ୨୫ଟି ମୋବାଇଲ ଜବତ କରାଯାଇଛି । ଜଣେ ଓଏଏସ୍ ଅଧିକାରୀ ଓ ଅନ୍ୟ ଜଣଙ୍କ ଠାରୁ ଲୁଟ ହୋଇଥିବା ଲାପଟପ ଓ ମନୀପର୍ସ ଫେରାଇଛି ପୋଲିସ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

18 Jul 2024 By The Sakala

ରାସ୍ତା ଉପରେ କାର ରଖୁଥିଲେ ସାବଧାନ; ଟ୍ବିନସିଟିରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ, ୪ ଗିରଫ

ଭୁବନେଶ୍ୱର: ତାମିଲନାଡୁର ତ୍ରିଚି ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ୪ ସଦସ୍ୟଙ୍କୁ କାବୁ କଲା ପୋଲିସ । ଏହି ଗ୍ୟାଙ୍ଗ ଗତ ଏକ ସପ୍ତାହ ହେଲା ଭୁବନେଶ୍ୱର ଓ କଟକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାର କାଚ ଭାଙ୍ଗି ଲୁଟ, ମୋ ବସରୁ ଲୁଟ ସହ ବିଭିନ୍ନ ଦୋକାନ, ବଜାରରୁ ଲୁଟ କରୁଥିଲେ ଏହି ଲୁଟେରା। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି ।

କେବଳ ଟୁଇନ ସିଟି ନୁହେଁ, ରଥଯାତ୍ରା ବେଳେ ପୁରୀରେ କିଛି ଲୋକଙ୍କ ଠାରୁ ଲୁଟପାଟ କରିଥିଲେ । ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ଠାରୁ ୪ଟି ଲାପଟପ, ୨୫ଟି ମୋବାଇଲ ଜବତ କରାଯାଇଛି । ଜଣେ ଓଏଏସ୍ ଅଧିକାରୀ ଓ ଅନ୍ୟ ଜଣଙ୍କ ଠାରୁ ଲୁଟ ହୋଇଥିବା ଲାପଟପ ଓ ମନୀପର୍ସ ଫେରାଇଛି ପୋଲିସ ।

ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର