ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ; ୨ ମୃତ, ଆଉ ୨ଜଣ ଏବେ ବି ନିଖୋଜ

The Sakala Picture
Published On

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ […]

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ କଟକର ଆର୍ଯ୍ୟନ ଏବଂ ଜାମସେଦପୁରର ଅଭିନାଶ। ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

11 Jul 2023 By The Sakala

ଗାଧୋଇବାବେଳେ କୁଆଖାଇରେ ବୁଡ଼ିଗଲେ ୪ ସାଙ୍ଗ; ୨ ମୃତ, ଆଉ ୨ଜଣ ଏବେ ବି ନିଖୋଜ

ବାଲିପାଟଣା: ଗାଧୋଇବା ହେଲା କାଳ । କୁଆଖାଇ ନଦୀରେ ବୁଡ଼ିଗଲେ ୪ ସାଙ୍ଗ । ନଦୀରେ ବୁଡ଼ି ୨ ଜଣ ମୃତ୍ୟୁବରଣ କରିଥିବାବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି । ବାଲିଅନ୍ତା ବ୍ଲକ ବଇଁଚୁଆ ପଞ୍ଚାୟତ ଧବଳହାର ନିକଟ କୁଆଖାଇ ନଦୀରେ ଘଟିଛି ଏହି ଅଘଟଣ । ଭୁବନେଶ୍ୱରରୁ ୮ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ୪ ଜଣ ବୁଡିଯାଇଥିଲେ । ସେମାନଙ୍କର ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ୨ ଜଣ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିଛି।

ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଲେ କଟକର ଆର୍ଯ୍ୟନ ଏବଂ ଜାମସେଦପୁରର ଅଭିନାଶ। ନିଖୋଜ ୨ ଜଣ ହେଲେ ବାଲେଶ୍ୱରର ରୋହିତ ଏବଂ ଅନ୍ୟ ଜଣେ କଟକର ପ୍ରତୀକ । ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ବାଲିଅନ୍ତା ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ଜାରି ରଖିଛି ।

https://www.thesakala.in/latest-odisha-news/4-friends-drowned-in-kuakhai-river-while-bathing/article-23401
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର