୫-ଟି ସଚିବଙ୍କ ଯାଜପୁର ଗସ୍ତର ୩ୟ ଦିନ: ମା’ ବିରଜାଙ୍କ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରଣ ନେଇ କଲେ ଆଲୋଚନା

The Sakala Picture
Published On

ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ। ସେବାୟତ ଓ ସାଧାରଣ ଲୋକଙ୍କ ସହିତ […]

ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ। ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ ଫାଇଭ-ଟି ସଚିବ । ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥଇଲେ। ମହିଳାଙ୍କ ଦ୍ବାରା ପରିଚାଳିତ କାଫେରେ ଜଳଖିଆ କରିଥିଲେ ଭିକେ ପାଣ୍ଡିଆନ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

01 Sep 2023 By The Sakala

୫-ଟି ସଚିବଙ୍କ ଯାଜପୁର ଗସ୍ତର ୩ୟ ଦିନ: ମା’ ବିରଜାଙ୍କ ଦର୍ଶନ କରିବା ସହ ମନ୍ଦିର ରୂପାନ୍ତରଣ ନେଇ କଲେ ଆଲୋଚନା

ଯାଜପୁର: ଯାଜପୁର ଇତିହାସ ପୃଷ୍ଠାରେ ଲେଖାହେବ ବିକାଶର ନୂଆ ଅଧ୍ୟାୟ। ଜିଲ୍ଲାର ରୂପାନ୍ତରଣ ସହ ସାମଗ୍ରିକ ଭାବେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁରରେ ବିକାଶର ସମୀକ୍ଷା କରୁଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ। ଜିଲ୍ଲା ଗସ୍ତର ତୃତୀୟ ଦିନରେ ସକାଳୁ ସକାଳୁ ମାଆ ବିରଜାଙ୍କୁ ଦର୍ଶନ କରିଛନ୍ତି ୫-ଟି ସଚିବ । ବିରଜା ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହିତ ମନ୍ଦିରର ରୂପାନ୍ତରଣ ନେଇ ଆଲୋଚନା କରିଥିଲେ। ସେବାୟତ ଓ ସାଧାରଣ ଲୋକଙ୍କ ସହିତ କଥା ହୋଇଥିଲେ ଫାଇଭ-ଟି ସଚିବ । ପରେ ମିଶନ ଶକ୍ତି କାଫେରେ ପହଞ୍ଚି ମାଆମାନଙ୍କ ସହିତ ଆଲୋଚନା କରିଥଇଲେ। ମହିଳାଙ୍କ ଦ୍ବାରା ପରିଚାଳିତ କାଫେରେ ଜଳଖିଆ କରିଥିଲେ ଭିକେ ପାଣ୍ଡିଆନ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର