ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

The Sakala Picture
Published On

ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିରିଂ ଥାନା ଅଧୀନ ଡାଳିମା ଛକରେ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ୨୨୦ନଂ ଜାତୀୟ ରାଜପଥ ଅବରୋଧ ହୋଇଛି।ଫଳରେ ଯାତାୟତ ଠପ୍ ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି । ସୂଚନା ଅନୁସାରେ, ଟ୍ରକଟି ଲୁହାପଥର ବୋଝେଇ କରି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । […]

ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିରିଂ ଥାନା ଅଧୀନ ଡାଳିମା ଛକରେ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ୨୨୦ନଂ ଜାତୀୟ ରାଜପଥ ଅବରୋଧ ହୋଇଛି।ଫଳରେ ଯାତାୟତ ଠପ୍ ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ସୂଚନା ଅନୁସାରେ, ଟ୍ରକଟି ଲୁହାପଥର ବୋଝେଇ କରି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଓଭରଟେକ କରିବାକୁ ଯାଇ ଟ୍ରକ ଜଣେ ସ୍କୁଟିକୁ ଧକ୍କା ଦେବା ସହିତ ଅନ୍ୟ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଦୁଇ ଜଣ ମୃତକ ଡାଳିମାର ତରଣୀ ବିହାରୀ ଓ ସିପୁ ବିହାରୀ ।  ପରିଚୟ ମିଳିଥିବା ୨ମୃତକ କକା ପୁତୁରା ବୋଲି ଜଣାପଡିଛି । ତେବେ ମୃତ ସ୍କୁଟି ଆରୋହୀ ଜଣକର ପରିଚୟ ମିଳି ନ ଥିଲା ବେଳେ ଝାଡ଼ଖଣ୍ଡରେ ତାଙ୍କ ଘର ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

04 Jun 2021 By The Sakala

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ତିରିଂ ଥାନା ଅଧୀନ ଡାଳିମା ଛକରେ ଟ୍ରକ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉତ୍ତେଜନା ପାଇଁ ୨୨୦ନଂ ଜାତୀୟ ରାଜପଥ ଅବରୋଧ ହୋଇଛି।ଫଳରେ ଯାତାୟତ ଠପ୍ ହୋଇଯାଇଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ ପାଇଁ ଚେଷ୍ଟା ଜାରି ରଖିଛି ।

ସୂଚନା ଅନୁସାରେ, ଟ୍ରକଟି ଲୁହାପଥର ବୋଝେଇ କରି ଯାଉଥିବା ବେଳେ ଘଟିଥିଲା ଦୁର୍ଘଟଣା । ଓଭରଟେକ କରିବାକୁ ଯାଇ ଟ୍ରକ ଜଣେ ସ୍କୁଟିକୁ ଧକ୍କା ଦେବା ସହିତ ଅନ୍ୟ ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଦୁଇ ଜଣ ମୃତକ ଡାଳିମାର ତରଣୀ ବିହାରୀ ଓ ସିପୁ ବିହାରୀ ।  ପରିଚୟ ମିଳିଥିବା ୨ମୃତକ କକା ପୁତୁରା ବୋଲି ଜଣାପଡିଛି । ତେବେ ମୃତ ସ୍କୁଟି ଆରୋହୀ ଜଣକର ପରିଚୟ ମିଳି ନ ଥିଲା ବେଳେ ଝାଡ଼ଖଣ୍ଡରେ ତାଙ୍କ ଘର ବୋଲି ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର