ସ୍ପେଶାଲ ସ୍କ୍ୱାଡ୍ କବଜାରେ ସିମ୍‌କାର୍ଡ ସ୍ଵାପିଂ ଠକ: ୩ ଗିରଫ, ବହୁ ସିମ୍‌କାର୍ଡ ଜବତ

The Sakala Picture
Published On

ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି । […]

ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ରାକେଟର ଟାର୍ଗେଟରେ ଥିଲେ ସ୍ପେଶାଲ୍ ନମ୍ବର ବ୍ୟବହାରକାରୀ ଗ୍ରାହକ। ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ । ୟୁଜରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଫୋନକୁ ଓଟିପି ପଠାନ୍ତି ଓ ପରେ ସେହି ଓଟିପି ନେଇ ସାଇବର ଠକେଇ କରନ୍ତି। ତେବେ କମିସନରେଟ୍‌ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ୩ ଜଣ ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ସିମ୍‌କାର୍ଡ, ଆଧାର କାର୍ଡ ଓ ମୋବାଇଲ୍ ଜବତ କରିଛି ପୋଲିସ।

ଆହୁରି ପଢ଼ନ୍ତୁ: କାର୍ଯ୍ୟରେ ଅବହେଳା ଅଭିଯୋଗରେ ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ

18 Sep 2021 By The Sakala

ସ୍ପେଶାଲ ସ୍କ୍ୱାଡ୍ କବଜାରେ ସିମ୍‌କାର୍ଡ ସ୍ଵାପିଂ ଠକ: ୩ ଗିରଫ, ବହୁ ସିମ୍‌କାର୍ଡ ଜବତ

ଭୁବନେଶ୍ୱର: ଚୋରଘର ସବୁବେଳେ ଅନ୍ଧାର ନ ଥାଏ । ଦିନେ ନ ଦିନେ ନିଶ୍ଚୟ ଧରାପଡିବ । ଏହିଭଳି କିଛି ସାଇବର ଠକ ସିମ୍‌କାର୍ଡ ସ୍ଵାପିଂକରି ଠକୁଥିଲେ ଗ୍ରାହକଙ୍କୁ । ସ୍ପେଶାଲ ସ୍କ୍ୱାଡ୍ ଗିରଫ କରିଛି ଏଭଳି ୩ ଜଣ ଠକଙ୍କୁ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି ।

ରାକେଟର ଟାର୍ଗେଟରେ ଥିଲେ ସ୍ପେଶାଲ୍ ନମ୍ବର ବ୍ୟବହାରକାରୀ ଗ୍ରାହକ। ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ । ୟୁଜରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଫୋନକୁ ଓଟିପି ପଠାନ୍ତି ଓ ପରେ ସେହି ଓଟିପି ନେଇ ସାଇବର ଠକେଇ କରନ୍ତି। ତେବେ କମିସନରେଟ୍‌ ପୋଲିସର ସ୍ପେଶାଲ୍ ସ୍କ୍ଵାର୍ଡ ଏହି ରାକେଟ୍‌ର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ୩ ଜଣ ଠକଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ସିମ୍‌କାର୍ଡ, ଆଧାର କାର୍ଡ ଓ ମୋବାଇଲ୍ ଜବତ କରିଛି ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର