ରାଜ୍ଯରେ ୩ କୋଟି ଟପିଲା ଟିକାକରଣ: ସ୍ବାସ୍ଥ୍ଯ କର୍ମୀ ଓ ଜନସାଧାରଣଙ୍କୁ ଧନ୍ଯବାଦ ଜଣାଇଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମିଶାଇ ସର୍ବମୋଟ ୩୦୧୦୫୯୮୭ ଡୋଜ୍ ଟିକା ଦିଆଯାଇଛି। କେବଳ ମଙ୍ଗଳବାର ରାଜ୍ୟର ୧୩୪୪  କେନ୍ଦ୍ରରେ ୨୪୩୦୭୨ ଡୋଜ୍ ଟିକା ଦିଆଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ୨ କୋଟି ୧୯ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୨ ଲକ୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ୍ […]

ଭୁବନେଶ୍ୱର: କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମିଶାଇ ସର୍ବମୋଟ ୩୦୧୦୫୯୮୭ ଡୋଜ୍ ଟିକା ଦିଆଯାଇଛି। କେବଳ ମଙ୍ଗଳବାର ରାଜ୍ୟର ୧୩୪୪  କେନ୍ଦ୍ରରେ ୨୪୩୦୭୨ ଡୋଜ୍ ଟିକା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍‌ କିଷାନ ଟଙ୍କା

ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ୨ କୋଟି ୧୯ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୨ ଲକ୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ବୁଧବାର ଦିନ ୧୬୮୪ କେନ୍ଦ୍ରରେ ଟିକା ଦିଆଯିବ । ତେଣୁ ଦୈନିକ ଟିକାକରଣ ସାଢ଼େ ତିନି ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଟିକାଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ଏହା ବଡ଼ ବିଜୟ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

29 Sep 2021 By The Sakala

ରାଜ୍ଯରେ ୩ କୋଟି ଟପିଲା ଟିକାକରଣ: ସ୍ବାସ୍ଥ୍ଯ କର୍ମୀ ଓ ଜନସାଧାରଣଙ୍କୁ ଧନ୍ଯବାଦ ଜଣାଇଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ୱର: କୋଭିଡ଼ ଟିକା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ମଙ୍ଗଳବାର ସୁଦ୍ଧା ରାଜ୍ୟରେ ପ୍ରଥମ ଓ ଦ୍ବିତୀୟ ଡୋଜ୍ ମିଶାଇ ସର୍ବମୋଟ ୩୦୧୦୫୯୮୭ ଡୋଜ୍ ଟିକା ଦିଆଯାଇଛି। କେବଳ ମଙ୍ଗଳବାର ରାଜ୍ୟର ୧୩୪୪  କେନ୍ଦ୍ରରେ ୨୪୩୦୭୨ ଡୋଜ୍ ଟିକା ଦିଆଯାଇଛି।

ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ୨ କୋଟି ୧୯ ଲକ୍ଷ ଲୋକ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୮୨ ଲକ୍ଷରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ବୁଧବାର ଦିନ ୧୬୮୪ କେନ୍ଦ୍ରରେ ଟିକା ଦିଆଯିବ । ତେଣୁ ଦୈନିକ ଟିକାକରଣ ସାଢ଼େ ତିନି ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି।

ଟିକାଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ସ୍ଵାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇରେ ଏହା ବଡ଼ ବିଜୟ ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର