ନିଯୁକ୍ତି ପାଇଲେ ୨୯୧ ଲ୍ୟାବ ଆସିଷ୍ଟାଣ୍ଟ

The Sakala Picture
Published On

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ ନେଇଥିଲା। ଏନେଇ ରାଜ୍ୟର ଅନେକ ଆଶାୟୀ ଆବେଦନ କରିଥିଲେ ।  ପରବର୍ତ୍ତୀ ସମୟରେ ସାର୍ଟିଫିକେଟ ଭେରିଫିକେସନ୍ ପରେ ସେମାନଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ଷ୍ଟାଫ ସିଲେକସନ୍ ପକ୍ଷରୁ […]

ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶାଳୟରେ ନିଯୁକ୍ତି ପାଇଲେ ୨୯୧ ଆଶାୟୀ । ଲ୍ୟାବ ଆସିଷ୍ଟାଣ୍ଟ କମ୍ ଷ୍ଟୋର କିପର ପାଇଁ ୨୯୪ଟି ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨୦୧୮ରେ ଓଡ଼ିଶା ଷ୍ଟାଫ ସିଲେକସନ୍ କମିଶନ ଏଥପାଇଁ ମୁଖ୍ୟ ଲିଖିତ ପରୀକ୍ଷା ସହ ଇଣ୍ଟରଭ୍ୟୁ ନେଇଥିଲା। ଏନେଇ ରାଜ୍ୟର ଅନେକ ଆଶାୟୀ ଆବେଦନ କରିଥିଲେ ।  ପରବର୍ତ୍ତୀ ସମୟରେ ସାର୍ଟିଫିକେଟ ଭେରିଫିକେସନ୍ ପରେ ସେମାନଙ୍କୁ ନିଯୁକ୍ତି ମିଳିଛି। ଓଡ଼ିଶା ଷ୍ଟାଫ ସିଲେକସନ୍ ପକ୍ଷରୁ ସେମାନଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଓ ଶିକ୍ଷା ବିଭାଗ ବିଶେଷ ଦୃଷ୍ଟି ଆକର୍ଷଣ କରିଛନ୍ତି । ଲଗାତାର ଶିକ୍ଷକ ଓ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ୨୯୧ ଶିକ୍ଷକଙ୍କୁ ଲ୍ୟାବ ଆସିଷ୍ଟାଣ୍ଟ ଏବଂ ଷୋଟର କିପର ଭାବରେ ନିଯୁକ୍ତି ଦିଆଯାଇଛି  ।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର