ସମ୍ଭାବ୍ଯ ବାତ୍ଯା ‘ଗୁଲାବ’ ପାଇଁ ବାତିଲ ହେଲା ୨୮ ଟ୍ରେନ, ବଦଳିଲା ୫ ଟ୍ରେନ୍‌ର ଗତିପଥ

The Sakala Picture
Published On

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ’  ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ୨୮ଟି ଟ୍ରେନ୍ ବାତିଲ କରିଥିବା ବେଳେ ଆଉ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖ ଦିନ ଟ୍ରେନ୍ ବାତିଲ ରହିବ । ହସ୍ତଗତ ସୂଚନା ଅନୁସାରେ; ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର, ଭୁବନେଶ୍ବର-ସିକନ୍ଦରାବାଦ, ଭୁବନେଶ୍ବର-ତିରୁପତୀ, ଭୁବନେଶ୍ବର-ଗୁଣୁପୁର-ଭୁବନେଶ୍ୱର, ପୁରୀ – ଚେନ୍ନାଇ-ପୁରୀ,ଗୁଣୁପୁର- ବିଶାଖାପାଟଣା-ଗୁଣୁପୁର, ଭୁବନେଶ୍ବର -ପଲାସା – ଭୁବନେଶ୍ବର, ବିଶାଖାପାଟଣା-ଟାଟା- ବିଶାଖାପାଟଣା, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା, ସମ୍ବଲପୁର – ନାଭେଦ – ସମ୍ବଲପୁର, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ରାୟଗଡ଼ା-ଗୁଣ୍ଡୁର, ବେଙ୍ଗାଲୁରୁ-ଭୁବନେଶ୍ଵର ପ୍ରଶାନ୍ତି […]

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ’  ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ୨୮ଟି ଟ୍ରେନ୍ ବାତିଲ କରିଥିବା ବେଳେ ଆଉ ୫ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି। ଆସନ୍ତା ୨୬ ଓ ୨୭ ତାରିଖ ଦିନ ଟ୍ରେନ୍ ବାତିଲ ରହିବ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ହସ୍ତଗତ ସୂଚନା ଅନୁସାରେ; ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର, ଭୁବନେଶ୍ବର-ସିକନ୍ଦରାବାଦ, ଭୁବନେଶ୍ବର-ତିରୁପତୀ, ଭୁବନେଶ୍ବର-ଗୁଣୁପୁର-ଭୁବନେଶ୍ୱର, ପୁରୀ – ଚେନ୍ନାଇ-ପୁରୀ,ଗୁଣୁପୁର- ବିଶାଖାପାଟଣା-ଗୁଣୁପୁର, ଭୁବନେଶ୍ବର -ପଲାସା – ଭୁବନେଶ୍ବର, ବିଶାଖାପାଟଣା-ଟାଟା- ବିଶାଖାପାଟଣା, ବିଶାଖାପାଟଣା-କୋର୍ବା-ବିଶାଖାପାଟଣା, ସମ୍ବଲପୁର – ନାଭେଦ – ସମ୍ବଲପୁର, ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା, ରାୟଗଡ଼ା-ଗୁଣ୍ଡୁର, ବେଙ୍ଗାଲୁରୁ-ଭୁବନେଶ୍ଵର ପ୍ରଶାନ୍ତି ଏକ୍ସପ୍ରେସ୍, ଯଶୋବନ୍ତପୁର ଭୁବନେଶ୍ବର ଆଦି ଟ୍ରେନ୍ ବାତିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ସେହିପରି ପୁରୀ-ଓଖା, ହାୱଡ଼ା-ଯଶୋବନ୍ତପୁର, ହାୱଡ଼ା-ଭାସ୍କୋଡ଼ାଗାମା, ପୁରୀ-ତିରୁପତି, ହାୱଡ଼ା-ଚେନ୍ନାଇ, ନ୍ୟୁ ତିନସୁକିଆ-ବେଙ୍ଗାଲୁରୁ ଆଦି ଟ୍ରେନ୍‌ର ସମୟ ଏବଂ ଗତିପଥ ପରିବର୍ତ୍ତନ କରାଯାଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର