ରାଜ୍ଯରେ ଓମିକ୍ରନ ବିସ୍ଫୋରଣ: ଚିହ୍ନଟ ହେଲେ ଆଉ ୨୪ ଓମିକ୍ରନ ପଜିଟିଭ୍

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ। ପୁଣି ଚିହ୍ନଟ ହୋଇଛନ୍ତି ଏକାଧିକ ସଂଖ୍ଯକ ଓମିକ୍ରନ ଆକ୍ରାନ୍ତ ।  ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି। ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା । ଏଥିସହ ଓଡିଶାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ନୂଆ ପଜିଟିଭ୍ ଚିହ୍ନଟ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା […]

ଭୁବନେଶ୍ବର: ରାଜ୍ଯରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ। ପୁଣି ଚିହ୍ନଟ ହୋଇଛନ୍ତି ଏକାଧିକ ସଂଖ୍ଯକ ଓମିକ୍ରନ ଆକ୍ରାନ୍ତ ।  ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି। ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା । ଏଥିସହ ଓଡିଶାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ନୂଆ ପଜିଟିଭ୍ ଚିହ୍ନଟ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍ ।

ଆହୁରି ପଢ଼ନ୍ତୁ: ବିଜେଡି ସାଂସଦଙ୍କ କଡ଼ା ସମାଲୋଚନା: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାରିତ କରିବାରେ କେନ୍ଦ୍ର ସରକାର ବିଫଳ

05 Jan 2022 By The Sakala

ରାଜ୍ଯରେ ଓମିକ୍ରନ ବିସ୍ଫୋରଣ: ଚିହ୍ନଟ ହେଲେ ଆଉ ୨୪ ଓମିକ୍ରନ ପଜିଟିଭ୍

ଭୁବନେଶ୍ବର: ରାଜ୍ଯରେ କାୟା ବିସ୍ତାର କରୁଛି କରୋନାର ନୂଆ ଭାରିଆଣ୍ଟ। ପୁଣି ଚିହ୍ନଟ ହୋଇଛନ୍ତି ଏକାଧିକ ସଂଖ୍ଯକ ଓମିକ୍ରନ ଆକ୍ରାନ୍ତ ।  ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ୨୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ବିଦେଶ ଲିଙ୍କ୍ ରହିଥିବା ଜଣାପଡ଼ିଛି। ବାକି ୧୯ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ସୂଚନା । ଏଥିସହ ଓଡିଶାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ନୂଆ ପଜିଟିଭ୍ ଚିହ୍ନଟ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦେଇଛି ଆଇଏଲଏସ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର