ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨ ହଜାର ୨୬୯ ପଞ୍ଚାୟତ – ମନ୍ତ୍ରୀ ପ୍ରଦୀପ ଅମାତ

The Sakala Picture
Published On

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ । ସରକାରୀ ଅନୁଦାନ ବ୍ୟତୀତ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ କରି କରାଯାଉଛି ବିକାଶମୂଳକ କାର୍ଯ୍ଯ । ୨୦୧୯-୨୦ ଓ ୨୦୨୦-୨୧ରେ ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨୨୬୯ ଗ୍ରାମ ପଞ୍ଚାୟତ । ଏହି ସବୁ ପଞ୍ଚାୟତ ୨୦୧୯-୨୦ରେ ୪୨.୧୩ କୋଟି ଓ ୨୦୨୦-୨୧ରେ ୪୩.୧୪ କୋଟି ଅତିରିକ୍ତ ସମ୍ବଳ ସୃଷ୍ଟି କରୀ ଗ୍ରାମ ପଞ୍ଚାୟତ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବରେ ଖର୍ଚ୍ଚ କରାଯାଉଛି । ଏନେଇ […]

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ । ସରକାରୀ ଅନୁଦାନ ବ୍ୟତୀତ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ କରି କରାଯାଉଛି ବିକାଶମୂଳକ କାର୍ଯ୍ଯ । ୨୦୧୯-୨୦ ଓ ୨୦୨୦-୨୧ରେ ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨୨୬୯ ଗ୍ରାମ ପଞ୍ଚାୟତ । ଏହି ସବୁ ପଞ୍ଚାୟତ ୨୦୧୯-୨୦ରେ ୪୨.୧୩ କୋଟି ଓ ୨୦୨୦-୨୧ରେ ୪୩.୧୪ କୋଟି ଅତିରିକ୍ତ ସମ୍ବଳ ସୃଷ୍ଟି କରୀ ଗ୍ରାମ ପଞ୍ଚାୟତ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବରେ ଖର୍ଚ୍ଚ କରାଯାଉଛି । ଏନେଇ ଗୃହକୁ ଅବଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସେହିପରି, ୨୦୨୪ ଶେଷ ସୁଦ୍ଧା ପ୍ରତି ଜିଲ୍ଲା, ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଯେଉଁ ଉପାନ୍ତ ଅପହଞ୍ଚ ଗାଁକୁ ପାଣି ଯୋଗାଣରେ ସମସ୍ୟା ରହିଛି, ସେଠାରେ ଏକକ ଗ୍ରାମ ଯୋଜନାରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତ୍ତର ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଭ୍ରମାତ୍ମକ ମନ୍ତବ୍ୟ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ଭର୍ତ୍ତୃହରି: ବିଜେଡି

21 Mar 2023 By The Sakala

ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨ ହଜାର ୨୬୯ ପଞ୍ଚାୟତ – ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭା ବଜେଟ ଅଧିବେଶନ । ସରକାରୀ ଅନୁଦାନ ବ୍ୟତୀତ ଗ୍ରାମ ପଞ୍ଚାୟତରେ ଅତିରିକ୍ତ ସମ୍ବଳ ସଂଗ୍ରହ କରି କରାଯାଉଛି ବିକାଶମୂଳକ କାର୍ଯ୍ଯ । ୨୦୧୯-୨୦ ଓ ୨୦୨୦-୨୧ରେ ନିଜସ୍ବ ସମ୍ବଳ ସୃଷ୍ଟି କରିଛନ୍ତି ୨୨୬୯ ଗ୍ରାମ ପଞ୍ଚାୟତ । ଏହି ସବୁ ପଞ୍ଚାୟତ ୨୦୧୯-୨୦ରେ ୪୨.୧୩ କୋଟି ଓ ୨୦୨୦-୨୧ରେ ୪୩.୧୪ କୋଟି ଅତିରିକ୍ତ ସମ୍ବଳ ସୃଷ୍ଟି କରୀ ଗ୍ରାମ ପଞ୍ଚାୟତ ବୈଠକରେ ଅନୁମୋଦନ ପାଇଥିବା ପ୍ରସ୍ତାବରେ ଖର୍ଚ୍ଚ କରାଯାଉଛି । ଏନେଇ ଗୃହକୁ ଅବଗତ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ।

ସେହିପରି, ୨୦୨୪ ଶେଷ ସୁଦ୍ଧା ପ୍ରତି ଜିଲ୍ଲା, ପ୍ରତି ଗାଁକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଯେଉଁ ଉପାନ୍ତ ଅପହଞ୍ଚ ଗାଁକୁ ପାଣି ଯୋଗାଣରେ ସମସ୍ୟା ରହିଛି, ସେଠାରେ ଏକକ ଗ୍ରାମ ଯୋଜନାରେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଗୃହରେ ଉତ୍ତର ରଖିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର