ମନୋରଞ୍ଜନ

'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'
ଶିବକାର୍ତ୍ତିକେୟନଙ୍କ 'ପରାଶକ୍ତି' ପାଇଁ ବକେୟା ୮ କୋଟି ଟଙ୍କା ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିର୍ଦ୍ଦେଶିକା ସୁଧା କୋଙ୍ଗାରା; ବିପଦରେ 'ଇଦୟମ୍ ମୁରଲୀ'ର ରିଲିଜ୍
'ଆୱାରାପନ୍ ୨' ଟିଜର ରିଲିଜ୍: ୧୯ ବର୍ଷ ପରେ ଶିବମ୍ ପଣ୍ଡିତ୍ ରୂପରେ ଫେରିଲେ ଇମ୍ରାନ୍ ହାସମୀ

ଯୁବତୀଙ୍କୁ ମାଡ ମାରି ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୨ ଗିରଫ

The Sakala Picture
Published On

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୁଲିସ ଯୁବତୀଙ୍କୁ ମାଡ ମାରି ଦୁର୍ଷ୍କମ ଉଦ୍ୟମ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ପିଡବ୍ଲ୍ୟୁଡି କଲୋନୀର ବୋଲି ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣ ଫେରାର ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଡବ୍ଲୁଡି କଲୋନୀରୁ ଗାଧୋଇ ସାରିି ସାଙ୍ଗ ମାନଙ୍କ ସହ ଯୁବତୀ ଜଣକ ଗତ ୬ ତାରିଖ ସଂନ୍ଧ୍ୟାରେ ଯାଉଥିବା ବେଳେ ୫ଜଣ ଯୁବକ […]

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୁଲିସ ଯୁବତୀଙ୍କୁ ମାଡ ମାରି ଦୁର୍ଷ୍କମ ଉଦ୍ୟମ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ପିଡବ୍ଲ୍ୟୁଡି କଲୋନୀର ବୋଲି ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣ ଫେରାର ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଡବ୍ଲୁଡି କଲୋନୀରୁ ଗାଧୋଇ ସାରିି ସାଙ୍ଗ ମାନଙ୍କ ସହ ଯୁବତୀ ଜଣକ ଗତ ୬ ତାରିଖ ସଂନ୍ଧ୍ୟାରେ ଯାଉଥିବା ବେଳେ ୫ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣକ ପ୍ରତିବାଦ କରିବା ସହ ପାଟି କରିବାକୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚିଥିଲେ। ଫଳରେ ସମସ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଶିବପଦର ପଞ୍ଚାୟତରେ ବେଦାନ୍ତ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୦୦ରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ମିଳିଲା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା

11 Jul 2021 By The Sakala

ଯୁବତୀଙ୍କୁ ମାଡ ମାରି ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ୨ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ପୁଲିସ ଯୁବତୀଙ୍କୁ ମାଡ ମାରି ଦୁର୍ଷ୍କମ ଉଦ୍ୟମ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ସେଥିମଧ୍ୟରୁ ଜଣେ ନାବାଳକ ଥିବାବେଳେ ଅନ୍ୟ ଜଣେ ପିଡବ୍ଲ୍ୟୁଡି କଲୋନୀର ବୋଲି ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୩ଜଣ ଫେରାର ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଡବ୍ଲୁଡି କଲୋନୀରୁ ଗାଧୋଇ ସାରିି ସାଙ୍ଗ ମାନଙ୍କ ସହ ଯୁବତୀ ଜଣକ ଗତ ୬ ତାରିଖ ସଂନ୍ଧ୍ୟାରେ ଯାଉଥିବା ବେଳେ ୫ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ମାଡ ମାରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଯୁବତୀ ଜଣକ ପ୍ରତିବାଦ କରିବା ସହ ପାଟି କରିବାକୁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଚିଥିଲେ। ଫଳରେ ସମସ୍ତ ଯୁବକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଯୁବତୀ ଜଣକ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର