ସଟଡାଉନ ସମୟରେ ଘଣ୍ଟାଏ କୋହଳ- ଏସଆରସି
ଭୁବନେଶ୍ବର: ରାଜ୍ଯରେ ସହରାଞ୍ଚଳରେ ନାଇଟ କର୍ଫ୍ଯୁ ଜାରି ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନ ଆସନ୍ତା କାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଆଜି ରାତିର ନାଇଟ୍ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟଡାଉନ ଶନିବାରରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ଯନ୍ତ ଜାରି ରହିବ। ଏହି ସମୟରେ କେବଳ ଜରୁରୀସେବାକୁ ଅନୁମତି ମିଳିଥିଲା। ଏବେ ଏଥିରେ ସାମାନ୍ଯ ପରିବର୍ତ୍ତନ କରିଛନ୍ତି ଏସଆରସି ପ୍ରଦୀପ ଜେନା। […]
ଭୁବନେଶ୍ବର: ରାଜ୍ଯରେ ସହରାଞ୍ଚଳରେ ନାଇଟ କର୍ଫ୍ଯୁ ଜାରି ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନ ଆସନ୍ତା କାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଆଜି ରାତିର ନାଇଟ୍ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟଡାଉନ ଶନିବାରରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ଯନ୍ତ ଜାରି ରହିବ। ଏହି ସମୟରେ କେବଳ ଜରୁରୀସେବାକୁ ଅନୁମତି ମିଳିଥିଲା। ଏବେ ଏଥିରେ ସାମାନ୍ଯ ପରିବର୍ତ୍ତନ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଶନିବାର ଓ ରବିବାର ସଟଡାଉନ ସମୟରେ ଘଣ୍ଟାଏ ଲେଖାଏଁ କୋହଳ କରାଯାଇଛି। ସାଇକେଲିଂ, ଜଗିଂ ଓ ମର୍ଣ୍ଣିଂ ୱାର୍କ କରିପାରିବେ ଲୋକେ । ସକାଳ ୫ଟାରୁ ୬ଟା ଯାଏଁ କଟକଣା କୋହଳ ରହିବ ବୋଲି ଏସଆରସି କହିଛନ୍ତି।
ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ଯୁ ଶନିବାର ଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରବର୍ତ୍ତୀ ସମୟରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହନ୍ତ ସଟ୍ଡାଉନ୍ ଜାରି ରହିବ।
ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପ୍ରଶାସନର ବଡ଼ ପଦକ୍ଷେପ: 'ମହାପ୍ରସାଦ' ଓ 'ନୀଳଚକ୍ର' ସମେତ ୫ଟି ପବିତ୍ର ନାମକୁ ମିଳିଲା ଟ୍ରେଡମାର୍କ ଅନୁମୋଦନଅର୍ଥାତ୍: ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍ଡାଉନ୍ ବଳବତ୍ତର ରହିବ। pic.twitter.com/7SjBBRWn2N
ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ— I & PR Department, Odisha (@IPR_Odisha) April 23, 2021
ସଟଡାଉନ ସମୟରେ ଘଣ୍ଟାଏ କୋହଳ- ଏସଆରସି
ଭୁବନେଶ୍ବର: ରାଜ୍ଯରେ ସହରାଞ୍ଚଳରେ ନାଇଟ କର୍ଫ୍ଯୁ ଜାରି ରହିଥିବା ବେଳେ ସପ୍ତାହାନ୍ତ ସଟଡାଉନ ଆସନ୍ତା କାଲି ଅର୍ଥାତ ଶନିବାରରୁ ଆରମ୍ଭ ହେବାକୁ ଯାଉଛି। ଆଜି ରାତିର ନାଇଟ୍ କର୍ଫ୍ୟୁ ଶେଷ ହେବା ପରେ କାଲି ସକାଳୁ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଯିବ। ଏହି ସଟଡାଉନ ଶନିବାରରୁ ଆରମ୍ଭ ହୋଇ ସୋମବାର ସକାଳ ୫ଟା ପର୍ଯ୍ଯନ୍ତ ଜାରି ରହିବ। ଏହି ସମୟରେ କେବଳ ଜରୁରୀସେବାକୁ ଅନୁମତି ମିଳିଥିଲା। ଏବେ ଏଥିରେ ସାମାନ୍ଯ ପରିବର୍ତ୍ତନ କରିଛନ୍ତି ଏସଆରସି ପ୍ରଦୀପ ଜେନା। ଶନିବାର ଓ ରବିବାର ସଟଡାଉନ ସମୟରେ ଘଣ୍ଟାଏ ଲେଖାଏଁ କୋହଳ କରାଯାଇଛି। ସାଇକେଲିଂ, ଜଗିଂ ଓ ମର୍ଣ୍ଣିଂ ୱାର୍କ କରିପାରିବେ ଲୋକେ । ସକାଳ ୫ଟାରୁ ୬ଟା ଯାଏଁ କଟକଣା କୋହଳ ରହିବ ବୋଲି ଏସଆରସି କହିଛନ୍ତି।
ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ନାଇଟ୍ କର୍ଫ୍ଯୁ ଶନିବାର ଦିନ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଏହା ପରବର୍ତ୍ତୀ ସମୟରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ସପ୍ତାହନ୍ତ ସଟ୍ଡାଉନ୍ ଜାରି ରହିବ।
ଅର୍ଥାତ୍: ଶନିବାର ସକାଳ ଠାରୁ ରବିବାର ସମ୍ପୂର୍ଣ୍ଣ ଦିନ ଓ ରାତିରେ ସଟ୍ଡାଉନ୍ ବଳବତ୍ତର ରହିବ। pic.twitter.com/7SjBBRWn2N
— I & PR Department, Odisha (@IPR_Odisha) April 23, 2021