୧୦୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ତୋଟାପଡା ୩୦/୫(ସମିସ): ଗତ କାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ରାସଗୋବିନ୍ଦପୁର ପୁଲିସ ଜଣଙ୍କ ଠାରୁ ୧୦୦ ଲିଟର ଦେଶୀ ମଦ ଜବତ କରିଛି। ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ଥାନା ଅଧିକାରୀ ଲୋପାମୁଦ୍ରା ନାୟକ, ପଶ୍ଚିମବଙ୍ଗରୁ ଦେଶୀ ମଦ ଆଣି ବିକ୍ରି କରୁଥିବା ସମୟରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗ ନୟାଗ୍ରାମ୍ ଥାନା ଅର୍ନ୍ତଗତ ଧୁମସାହି ଗ୍ରାମର ମଙ୍ଗଲ୍ ସିଂଙ୍କ ପୁତ୍ର ଅନିଲ ।

30 May 2021
By The Sakala

https://www.thesakala.in/latest-odisha-news/100-liters-of-local-liquor-seized-one-arrested/article-2506