କରୋନାରେ ସଂକ୍ରମିତ ହୋଇ ୧୦ ମାଓବାଦୀ ମୃତ

The Sakala Picture
Published On

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ୧୦ ଜଣ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମାଓବାଦୀମାନେ କରୋନା ଆକ୍ରାନ୍ତ ହେବା ପରେ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୁକୁମା ଜିଲ୍ଲାର ଦରନାପାଲ ସହ କଣ୍ଟା ଅଞ୍ଚଳରୁ ଟିକା ସହ ମେଡ଼ିସିନ ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି। ପୂର୍ବରୁ ୫୦ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଦାନ୍ତେୱାଡା […]

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ୧୦ ଜଣ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମାଓବାଦୀମାନେ କରୋନା ଆକ୍ରାନ୍ତ ହେବା ପରେ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୁକୁମା ଜିଲ୍ଲାର ଦରନାପାଲ ସହ କଣ୍ଟା ଅଞ୍ଚଳରୁ ଟିକା ସହ ମେଡ଼ିସିନ ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ପୂର୍ବରୁ ୫୦ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଥିଲେ। ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତାଙ୍କ ସହ ଅନେକ ହାର୍ଡଖୋର ମାଓବାଦୀ ମଧ୍ୟ ରହିଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ କରିଥିଲେ ଏସପି ଅଭିଷେକ ପଲ୍ଲଭ। ହେଲେ ଏବେ ନକ୍ସଲ ମାନେ କରୋନା ରେ ପ୍ରାଣ ହରାଇବା ପରେ ନିରୀହ ଆଦିବାସୀ ଲୋକଙ୍କୁ ନେଇ ଚିନ୍ତା ବଢିଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ: ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

11 May 2021 By The Sakala

କରୋନାରେ ସଂକ୍ରମିତ ହୋଇ ୧୦ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ୧୦ ଜଣ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ମାଓବାଦୀମାନେ କରୋନା ଆକ୍ରାନ୍ତ ହେବା ପରେ ବସ୍ତର ଜଙ୍ଗଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ସୁକୁମା ଜିଲ୍ଲାର ଦରନାପାଲ ସହ କଣ୍ଟା ଅଞ୍ଚଳରୁ ଟିକା ସହ ମେଡ଼ିସିନ ମଧ୍ୟ ଲୁଟି ନେଇଛନ୍ତି। ଏ ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଛନ୍ତି।

ପୂର୍ବରୁ ୫୦ରୁ ଉର୍ଦ୍ଧ୍ବ ମାଓବାଦୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଥିଲେ। ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମାଓ ନେତ୍ରୀ ସୁଜାତାଙ୍କ ସହ ଅନେକ ହାର୍ଡଖୋର ମାଓବାଦୀ ମଧ୍ୟ ରହିଥିବା ଜଣାପଡିଛି ।

ତେବେ କରୋନା ସଂକ୍ରମଣ ହେବା ପରେ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ବାନ କରିଥିଲେ ଏସପି ଅଭିଷେକ ପଲ୍ଲଭ। ହେଲେ ଏବେ ନକ୍ସଲ ମାନେ କରୋନା ରେ ପ୍ରାଣ ହରାଇବା ପରେ ନିରୀହ ଆଦିବାସୀ ଲୋକଙ୍କୁ ନେଇ ଚିନ୍ତା ବଢିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର