ଚାଷ ଜମିରେ କାମ କରୁଥିବା ସମୟରେ ବଜ୍ରପାତ, ୧ ମୃତ, ୩ ଗୁରୁତର

The Sakala Picture
Published On

ଆନନ୍ଦପୁର/କେନ୍ଦୁଝର : ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନ ରାଇପୁର ଗାଁରେ ରବିବାର ସକାଳ ୧୧.୩୦ ସମୟରେ ବଜ୍ରପାତରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଅନ୍ଯ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାଇ ,ଘଷିପୁରା ଥାନା ଅଞ୍ଚଳର ନାରଙ୍ଗପୁର ଗ୍ରାମର କିଛିଲୋକେ ରାଇପୁର ଠାରେ ନିଜନିଜ ଧାନ ବିଲରେ ତଳି ପକେଇବାକୁ ଯାଇଥିଲେ l ହଠାତ ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ […]

ଆନନ୍ଦପୁର/କେନ୍ଦୁଝର : ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନ ରାଇପୁର ଗାଁରେ ରବିବାର ସକାଳ ୧୧.୩୦ ସମୟରେ ବଜ୍ରପାତରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଅନ୍ଯ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାଇ ,ଘଷିପୁରା ଥାନା ଅଞ୍ଚଳର ନାରଙ୍ଗପୁର ଗ୍ରାମର କିଛିଲୋକେ ରାଇପୁର ଠାରେ ନିଜନିଜ ଧାନ ବିଲରେ ତଳି ପକେଇବାକୁ ଯାଇଥିଲେ l ହଠାତ ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ l ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁ ଚରଣ ସାହୁ ନାମକ ଚାଷୀଙ୍କର ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିବାବେଳେ ଅନ୍ଯ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଆହତ ମାନଙ୍କ ମଧ୍ୟରେ ରମେଶ ସାହୁ, କାର୍ତିକ ନାଏକ, ରଞ୍ଜନ ନାଏକ ଥିବା ଜଣାପଡିଛି। ସମସ୍ତେ ନିକଟସ୍ଥ ମେଡ଼ିକାଲରେ ଭର୍ତି ହୋଇଛନ୍ତି l ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: କ୍ୟାବିନେଟ୍ ବୈଠକରେ ୧୧ ପ୍ରସ୍ତାବ ଉପରେ ବାଜିଲା ମୋହର, ୩୪୦୦ କୋଟିର ଅଟଳ ବସଷ୍ଟାଣ୍ଡ ଯୋଜନାକୁ ମଞ୍ଜୁରୀ

27 Jun 2021 By The Sakala

ଚାଷ ଜମିରେ କାମ କରୁଥିବା ସମୟରେ ବଜ୍ରପାତ, ୧ ମୃତ, ୩ ଗୁରୁତର

ଆନନ୍ଦପୁର/କେନ୍ଦୁଝର : ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନ ରାଇପୁର ଗାଁରେ ରବିବାର ସକାଳ ୧୧.୩୦ ସମୟରେ ବଜ୍ରପାତରେ ଜଣଙ୍କର ମୃତ୍ଯୁ ଘଟିଥିବାବେଳେ ଅନ୍ଯ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ସୂଚନା ଅନୁଯାଇ ,ଘଷିପୁରା ଥାନା ଅଞ୍ଚଳର ନାରଙ୍ଗପୁର ଗ୍ରାମର କିଛିଲୋକେ ରାଇପୁର ଠାରେ ନିଜନିଜ ଧାନ ବିଲରେ ତଳି ପକେଇବାକୁ ଯାଇଥିଲେ l ହଠାତ ବର୍ଷା ହେବାରୁ ୪ଜଣ ଚାଷୀ ଏକା ସାଙ୍ଗରେ ସେଠାରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ l ଏହି ସମୟରେ ବଜ୍ରପାତ ଘଟିବାରୁ କାହ୍ନୁ ଚରଣ ସାହୁ ନାମକ ଚାଷୀଙ୍କର ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିବାବେଳେ ଅନ୍ଯ ୩ଜଣ ଗୁରୁତର ଆହତ ହୋଇଛନ୍ତି l ଆହତ ମାନଙ୍କ ମଧ୍ୟରେ ରମେଶ ସାହୁ, କାର୍ତିକ ନାଏକ, ରଞ୍ଜନ ନାଏକ ଥିବା ଜଣାପଡିଛି। ସମସ୍ତେ ନିକଟସ୍ଥ ମେଡ଼ିକାଲରେ ଭର୍ତି ହୋଇଛନ୍ତି l ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର