କଟକରୁ ୧ କେଜି ୧୫୯ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ଗିରଫ

The Sakala Picture
Published On

କଟକ: ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍କ ର ମିଳିତ ଚଢ଼ାଉରେ କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ଏହି ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି […]

କଟକ: ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍କ ର ମିଳିତ ଚଢ଼ାଉରେ କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ଏହି ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହେବାର ଥିଲା । ତାପୂର୍ବରୁ ଖବର ପାଇ ବ୍ରାଉନସୁଗର ବେପାରଙ୍କ ଉପରେ ଚଢ଼ାଉ କରିଦେଲା ପୋଲିସ । ଧଳାଜହର ବେପାରରେ ଆଉ କାହାର ସଂପୃକ୍ତି ଅଛି ଓ କେବେଠାରୁ ଏହି କାରବାର ଚାଲିଥିଲା ସେନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ଥିବାବେଳେ ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

09 Aug 2021 By The Sakala

କଟକରୁ ୧ କେଜି ୧୫୯ ଗ୍ରାମ୍ ବ୍ରାଉନସୁଗାର ଜବତ, ୬ ଗିରଫ

କଟକ: ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍କ ର ମିଳିତ ଚଢ଼ାଉରେ କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

ଜଳେଶ୍ୱର ଅଞ୍ଚଳରୁ ଆସିଥିଲା ଏହି ବ୍ରାଉନସୁଗର । ଏସବୁକୁ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ଚାଲାଣ ହେବାର ଥିଲା । ତାପୂର୍ବରୁ ଖବର ପାଇ ବ୍ରାଉନସୁଗର ବେପାରଙ୍କ ଉପରେ ଚଢ଼ାଉ କରିଦେଲା ପୋଲିସ । ଧଳାଜହର ବେପାରରେ ଆଉ କାହାର ସଂପୃକ୍ତି ଅଛି ଓ କେବେଠାରୁ ଏହି କାରବାର ଚାଲିଥିଲା ସେନେଇ ଅଧିକ ଖୋଳତାଡ ଜାରି ରଖିଛି ପୋଲିସ ।

ଗିରଫ ହୋଇଥିବା ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁର ଜିଲ୍ଲାର ଥିବାବେଳେ ଜଣେ ପୁରୀ ଓ ଜଣେ କଟକର । ଏମାନଙ୍କ ଭିତରୁ ଦୁଇ ଜଣ ପୂର୍ବରୁ ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର