ବୁଧବାର ରାଶିଫଳ (୧୨-୦୭-୨୦୨୩)

The Sakala Picture
Published On

ମେଷ: ସମସ୍ତ କାର୍ଯ୍ୟରେ ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆଜି ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନ ସୁଖମୟ ରହିବ। ବୃଷ : ଅଚାନକ ଖୁସି ଖବର ପାଇବେ। ମନ ପ୍ରସନ୍ନ ରହିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହ ଭେଟ ହେବ। ଆୟ ଅନୁସାରେ ବ୍ୟୟ କରନ୍ତୁ। ମିଥୁନ: ହସଖୁସିରେ ଦିନ ବିତିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କ ଠାରୁ ପ୍ରଶଂସା […]

ମେଷ: ସମସ୍ତ କାର୍ଯ୍ୟରେ ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଆଜି ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୈବାହିକ ଜୀବନ ସୁଖମୟ ରହିବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୨୨-୦୭-୨୦୨୬)

ବୃଷ : ଅଚାନକ ଖୁସି ଖବର ପାଇବେ। ମନ ପ୍ରସନ୍ନ ରହିବ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ବନ୍ଧୁମାନଙ୍କ ସହ ଭେଟ ହେବ। ଆୟ ଅନୁସାରେ ବ୍ୟୟ କରନ୍ତୁ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୨୪-୦୭-୨୦୨୬ )

ମିଥୁନ: ହସଖୁସିରେ ଦିନ ବିତିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥଙ୍କ ଠାରୁ ପ୍ରଶଂସା ପାଇବେ। ଯୋଜନା ମୁତାବକ କାମ କରିବେ। ଛାତ୍ରଛାତ୍ରୀ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ହାସଲ କରିବେ। ଉଧାର ଦେଇପାରନ୍ତି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୨୫-୦୭-୨୦୨୬)

କର୍କଟ: ଦିନ ଆରମ୍ଭରୁ ଖୁସି ଖବର ପାଇବେ। ପତି-ପତ୍ନୀଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ଆଜି ଯେଉଁ କାର୍ଯ୍ୟରେ ମନ ବଳାଇବେ ସେଥିରେ ସଫଳ ହେବେ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ।

ସିଂହ: ପରିଶ୍ରମ ଅନୁସାରେ ଫଳ ମିଳିବ। ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ଯେକୌଣସି ପରିସ୍ଥିତିରେ ବିଚଳିତ ହୁଅନ୍ତୁନି। ଆୟ ଅନୁସାରେ ବ୍ୟୟ କରନ୍ତୁ।

କନ୍ୟା: ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ପାଇଁ ବରଦାନ ସଦୃଶ ହେବ। ବିଦ୍ୟାର୍ଥୀମାନେ ନିଜ କ୍ୟାରିୟରକୁ ଅଧିକ ଗୁରୁତ୍ବ ଦେବେ। ବ୍ୟକ୍ତିଗତ ମାମଲାକୁ ନେଇ ଚିନ୍ତାରେ ରହିବେ। ମାନସିକ ସୁଖଶାନ୍ତି ମିଳିବ।

ତୁଳା: ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଚାକିରିରେ ସଫଳ ହେବେ। ନୂତନ ବିଚାରଧାରା ଅନୁସାରେ କାର୍ଯ୍ୟକୁ ଆଗକୁ ବଢ଼ାଇବେ। ମାନସିକ ସୁଖଶାନ୍ତି ମିଳିବ।

ବିଛା : ବ୍ୟବସାୟରେ ନିବେଶ କରୁଥିଲେ ଧ୍ୟାନ ଦିଅନ୍ତୁ। ସନ୍ତାନମାନଙ୍କ ଉନ୍ନତିରେ ସନ୍ତୁଷ୍ଟ ଲାଭ କରିବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ପତି-ପତ୍ନୀଙ୍କ ମଧ୍ୟରେ ସୁ-ସମ୍ପର୍କ ରହିବ।

ଧନୁ : ପରିବାରଲୋକଙ୍କ ସହଯୋଗ କର୍ମକ୍ଷେତ୍ରରେ ପ୍ରଗତି କରିବାରେ ସହାୟକ ହେବ। ଅନ୍ୟମାନଙ୍କ ସହ ନିଜ ଯୋଜନା ବିଷୟରେ ସେୟାର କରନ୍ତୁନି। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ମକର : ବ୍ୟବସାୟରେ ହଠାତ୍‌ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆଜିର ସମୟ ଆପଣଙ୍କ ପାଇଁ ବହୁତ ଭଲ। ଜମିକିଣା- ବିକା କରିପାରନ୍ତି। ଅତିଥି ସତ୍କାର କରିବାର ସୁଯୋଗ ପାଇବେ।

କୁମ୍ଭ : ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ପରିବାର ଲୋକଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ସାମାଜିକ କାର୍ଯ୍ୟକ୍ରମରେ ସମୟ ବିତାଇବେ। ପରିଶ୍ରମର ଫଳ ମିଳିବ।

ମୀନ : ଜମିଜମା ମାମଲାର ଅନ୍ତ ଘଟିବ। ଅବିବାହିତମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟପ୍ରତି ଯତ୍ନଶୀଳ ହୁଅନ୍ତୁ। କର୍ମକ୍ଷେତ୍ରରେ ଉଚ୍ଚପଦ ବ୍ୟକ୍ତିଙ୍କଠାରୁ ପ୍ରଶଂସା ପାଇବେ।

12 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp