ଗୁରୁବାର ରାଶିଫଳ ( ୦୭ – ୦୭ – ୨୦୨୨ )

The Sakala Picture
Published On

ମେଷ: ଗୁରୁଜନଙ୍କଠାରୁ ନୈତିକ ଶିକ୍ଷା ଆହରଣ କରିବେ। ବ୍ୟବସାୟରେ ବିକାଶ ହେବ। ନିବେଶ କରିବା ପାଇଁ ଦିନଟି ଭଲ। କୌଣସି ବିଷୟ ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ନ ଜାଣି ଆଗକୁ ବଢ଼ନ୍ତୁ ନାହିଁ। ବୃଷ: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ତ ଚ୍ୟାଲେଞ୍ଜକୁ ଶାନ୍ତ ମନରେ ଗ୍ରହଣ କରିବେ। କ୍ୟାରିୟର ସଂପର୍କିତ ଶୁଭ ସୂଚନା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ମିଥୁନ: ନିବେଶ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂର ବନ୍ଧୁଙ୍କ ସହ ମିଳନ […]

ମେଷ: ଗୁରୁଜନଙ୍କଠାରୁ ନୈତିକ ଶିକ୍ଷା ଆହରଣ କରିବେ। ବ୍ୟବସାୟରେ ବିକାଶ ହେବ। ନିବେଶ କରିବା ପାଇଁ ଦିନଟି ଭଲ। କୌଣସି ବିଷୟ ସମ୍ବନ୍ଧରେ ସଂପୂର୍ଣ୍ଣ ତଥ୍ୟ ନ ଜାଣି ଆଗକୁ ବଢ଼ନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ୨୦୨୬ ଫେବୃଆରୀରୁ ବଦଳିବ ଏହି ୪ ରାଶିର ଭାଗ୍ୟ: ମିଳିବ ପ୍ରଚୁର ଧନ ଓ ସଫଳତା

ବୃଷ: ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। କର୍ମକ୍ଷେତ୍ରରେ ସମସ୍ତ ଚ୍ୟାଲେଞ୍ଜକୁ ଶାନ୍ତ ମନରେ ଗ୍ରହଣ କରିବେ। କ୍ୟାରିୟର ସଂପର୍କିତ ଶୁଭ ସୂଚନା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମିଥୁନ: ନିବେଶ କରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଦୂର ବନ୍ଧୁଙ୍କ ସହ ମିଳନ ହୋଇପାରେ। ଜୀବନସାଥୀଙ୍କ ବିନା ଏକୁଟିଆ ଅନୁଭବ କରିବେ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପରିବାରରେ ତିକ୍ତତା ଉପୁଜିପାରେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କର୍କଟ: ଅଟକି ରହିଥିବା ଅନେକ କାର୍ଯ୍ୟ ପୂରଣ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବେ। ବ୍ୟବସାୟୀମାନେ ଅକସ୍ମାତ୍‌ ଲାଭାନ୍ବିତ ହେବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ସିଂହ: ସାମାଜିକ ତଥା ଧାର୍ମିକ ସମାରୋହରେ ଯୋଗଦାନ ଦେବେ। ଆର୍ଥିକ ଅବସ୍ଥା ପାଇଁ କୌଣସି କାର୍ଯ୍ୟ ଅଧାରୁ ଅଟକି ଯାଇପାରେ। ନିଜର କର୍ମକ୍ଷେତ୍ରରେ ପ୍ରତିଭା ବିସ୍ତାର କରିବେ।

କନ୍ୟା: ଜୀବନସାଥୀଙ୍କ ପ୍ରତି ବିଶ୍ବାସ ବଢ଼ିବାକୁ ଲାଗିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାର ସହ ଅଧିକ ସମୟ କଟାଇବେ। ବ୍ୟବସାୟ ପ୍ରସାରିତ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ତୁଳା: କର୍ମକ୍ଷେତ୍ରରେ ନିଜର ସୃଜନଶୀଳତାର ପରିଚୟ ଦେବେ। ଆର୍ଥିକକ୍ଷେତ୍ରରେ ଅବନତି ଦେଖାଦେଇପାରେ। ଅନ୍ୟକୁ ସହଯୋଗ କରି ଆତ୍ମସନ୍ତୋଷ ପାଇବେ। ଅନ୍ୟ ମାମଲାରେ ମୁଣ୍ଡ ପୂରାନ୍ତୁ ନାହିଁ।

ବିଛା: କାର୍ଯ୍ୟଭାର ଅଧିକ ଥିବାରୁ ଥକ୍କା ଅନୁଭବ କରିବେ। ପୁରୁଣା ସମ୍ପତ୍ତି ବିକ୍ରୟ କରି ଅଧିକ ଲାଭାନ୍ବିତ ହେବେ। କ୍ୟାରିୟରରେ ଉନ୍ନତି ପାଇଁ ସଂପୂର୍ଣ୍ଣ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ ।

ଧନୁ: ଦିନଟି ମଧ୍ୟମ ଧରଣର ରହିବ। ନିଜ ମନମୁତାବକ ଅଧିକରୁ ଅଧିକ କାର୍ଯ୍ୟ କରିବେ। ବ୍ୟବସାୟରେ ନୂତନ ନିବେଶ କରିବେ। ପ୍ରିୟଜନଙ୍କ ପାଇଁ ଚିନ୍ତିତ ରହିବେ। ଭବିଷ୍ୟତ ପାଇଁ ଯୋଜନା କରିବେ।

ମକର: ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଦେଖାଦେବ। ଅସହାୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବେ।

କୁମ୍ଭ: ମନୋରଞ୍ଜନ କାର୍ଯ୍ୟରେ ଅଧିକ ସମୟ ଅତିବାହିତ କରନ୍ତୁ ନାହିଁ। ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପନ୍ଥା ଆପଣାଇବେ। ପାରିବାରିକ ସମ୍ବନ୍ଧରେ ତିକ୍ତତା ଦେଖାଦେଇପାରେ ।

ମୀନ: ଗୁରୁଜନଙ୍କ ସ୍ବାସ୍ଥ୍ୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟକୁ ସୁଚାର ରୂପେ ସମାପନ କରିବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ଦେଖାଦେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

07 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp