ମନୋରଞ୍ଜନ

ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା
୬୬ ବର୍ଷ ବୟସରେ ସର୍ଟସ୍ ପିନ୍ଧି ଟ୍ରୋଲ୍ ହେଲେ ନୀନା ଗୁପ୍ତା, ହେଟର୍ସଙ୍କୁ ଦେଲେ କଡ଼ା ଜବାବ; ଜାଣନ୍ତୁ କେବେ ଆସିବ 'ପଞ୍ଚାୟତ ୫'?

ଗୁରୁବାର ରାଶିଫଳ (୦୨-୦୬-୨୦୨୨)

The Sakala Picture
Published On

ମେଷ: ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ନିଜ ପ୍ରଚେଷ୍ଟାରେ ସଂପୂର୍ଣ୍ଣ କରିବେ। ସନ୍ତାନସନ୍ତତି କ୍ୟାରିୟରେ ଉନ୍ନତି କରିବେ। ଧନଲାଭ ଯୋଗ ରହିଛି। ବୃଷ: ସମସ୍ୟାର ଅନ୍ତଃ ଘଟିପାରେ। ଭାଇଭଉଣୀଙ୍କଠାରୁ ସହଯୋଗ ପାଇବେ। ଦାୟିତ୍ବ ବଢ଼ିବାକୁ ଲାଗିବ। ଆର୍ଥିକସ୍ଥିତିରେ ଉନ୍ନତି କରିବେ। ପରିବାର ସହ ଅଧିକ ସମୟ ବିତାଇବେ। ମିଥୁନ: ଜୀବନରେ ନୂତନ ମୋଡ଼ ଆସିପାରେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ସମ୍ପର୍କ ସୁଦୃଢ଼ […]

ମେଷ: ଦିନଟି ଭଲରେ କଟିବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାର୍ଯ୍ୟକୁ ନିଜ ପ୍ରଚେଷ୍ଟାରେ ସଂପୂର୍ଣ୍ଣ କରିବେ। ସନ୍ତାନସନ୍ତତି କ୍ୟାରିୟରେ ଉନ୍ନତି କରିବେ। ଧନଲାଭ ଯୋଗ ରହିଛି।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୨୧-୦୫-୨୦୨୬)

ବୃଷ: ସମସ୍ୟାର ଅନ୍ତଃ ଘଟିପାରେ। ଭାଇଭଉଣୀଙ୍କଠାରୁ ସହଯୋଗ ପାଇବେ। ଦାୟିତ୍ବ ବଢ଼ିବାକୁ ଲାଗିବ। ଆର୍ଥିକସ୍ଥିତିରେ ଉନ୍ନତି କରିବେ। ପରିବାର ସହ ଅଧିକ ସମୟ ବିତାଇବେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଜୀବନରେ ନୂତନ ମୋଡ଼ ଆସିପାରେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶ ଗ୍ରହଣ କରି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୫-୦୫-୨୦୨୬ )

କର୍କଟ: ସାବଧାନତାର ସହ କାର୍ଯ୍ୟ କରନ୍ତୁ। ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ଦୀର୍ଘ ଦିନରୁ ଲାଗିରହିଥିବା ଅର୍ଥ ଅଭାବ ଦୂର ହେବ। ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।

ସିଂହ: ମନ କଥା ଅନ୍ୟ ଆଗରେ ପରିପ୍ରକାଶ କରନ୍ତୁ ନାହିଁ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟକୁ ଧ୍ୟାନର ସହ କରନ୍ତୁ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

କନ୍ୟା: ଉତ୍ସାହର ସହ କାର୍ଯ୍ୟ କରିବେ। ଅଚାନକ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ମଧୁର ହେବ। ନୃତ୍ୟ କ୍ଷେତ୍ରରେ ରୁଚି ବଢ଼ିବ। ସାଙ୍ଗସାଥୀଙ୍କ ସହ ମିଶି ସମସ୍ୟାର ସମାଧାନ କରିବେ।

ତୁଳା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। କର୍ମକ୍ଷେତ୍ରରେ ଆଗୁଆ ରହିବେ। ସନ୍ତାନସନ୍ତତି ଲେଖାପଢ଼ାରେ ମନୋନିବେଶ କରିବେ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ବିଛା: ଜୀବନରେ ପରିବର୍ତ୍ତନ ଆସିବ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଗୁରୁଜନଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ।

ଧନୁ: ଜୀବନରେ ନୂତନ ମୋଡ଼ ଆସିପାରେ। ବ୍ୟବସାୟରେ ଲାଭବାନ ହେବେ। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ନୂତନ ବସ୍ତୁ କ୍ରୟ କରିପାରନ୍ତି। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ମକର: ଅସୁସ୍ଥ ମନେ କରିବେ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ। କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ବ୍ୟବସାୟରେ ବିଶେଷ ଲାଭ ହେବ ନାହିଁ।

କୁମ୍ଭ: ନିଜ ପ୍ରତିଭାର ପରିଚୟ ଦେଇ ଲୋକପ୍ରିୟତା ହାସଲ କରିବେ। ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭବାନ୍‌ ହେବେ। ଗୁରୁଜନଙ୍କ ସାହାଯ୍ୟ ପାଇବେ।

ମୀନ: ନିଜ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ। ସାଙ୍ଗସାଥୀଙ୍କଠାରୁ ସହଯୋଗ ପାଇବେ। ଭ୍ରମଣଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। କ୍ୟାରିୟରେ ଉନ୍ନତି ଦେଖାଦେବ।

02 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp