ରବିବାର ରାଶିଫଳ (୧୯-୧୨-୨୦୨୧)

The Sakala Picture
Published On

ମେଷ: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ | ସାଂସାରିକ ଉତ୍ତମ ବୁଝାମଣା ରହିବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । କଳା, ବିଜ୍ଞାନ, ଶିକ୍ଷା, ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି | ବୃଷ: ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ସମ୍ମାନ ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ […]

ମେଷ: କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ | ସାଂସାରିକ ଉତ୍ତମ ବୁଝାମଣା ରହିବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । କଳା, ବିଜ୍ଞାନ, ଶିକ୍ଷା, ବାଣିଜ୍ୟରେ ଆଶାନୁରୂପ ଫଳ ପାଇବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି |

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ ( ୧୬-୦୪-୨୦୨୬ )

ବୃଷ: ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ ଚାକିରିରେ ଦାୟିତ୍ବବୋଧ ରହିବ। ମହିଳାମାନେ ସମ୍ମାନ ପାଇବେ। ପରିବହନ, ଶିଳ୍ପ ଓ ବାଣିଜ୍ୟରେ ସଫଳତା ମିଳିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ |

ଆହୁରି ପଢ଼ନ୍ତୁ: Monday Horoscope: ସୋମବାର ରାଶିଫଳ ( ୨୦-୦୪-୨୦୨୬ )

ମିଥୁନ : ଦିନଟି ହର୍ମୋଲ୍ଲାସରେ କଟିବ। ଚାକିରିରେ ପ୍ରଶଂସିତ ହେବେ। ମହିଳାମାନେ ଯଶ କୀର୍ତ୍ତି ପାଇବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସୁଫଳ ମିଳିବ। ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ- ଗୋଲଡ଼େନ୍ |

ଆହୁରି ପଢ଼ନ୍ତୁ: Tuesday Horoscope: ମଙ୍ଗଳବାର ରାଶିଫଳ ( ୨୧-୦୪-୨୦୨୬ )

କର୍କଟ: କର୍ମକ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି। ରାଜନୀତିରେ ବିରୋଧୀ ପ୍ରଭାବିତ କରିପାରନ୍ତି । ମହିଳାମାନେ ଅସ୍ଥିର ରହିବେ । ଶିଳ୍ପ ଓ ବାଣିଜ୍ୟ ମାନ୍ଦା ରହିବ । ଶିକ୍ଷାର୍ଥୀ ଆଳସ୍ୟ ହେବେ । ଶୁଭ ଅଙ୍କ- ୯, ଶୁଭ ରଙ୍ଗ- କମଳା ।

ସିଂହ : ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମାପନ ହୋଇପାରେ। ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ନୂତନ ନିଯୁକ୍ତି ପାଇପାରନ୍ତି । ବାଣିଜ୍ୟରେ ଉତ୍ତମ ଆୟ ହେବ। ଶିକ୍ଷାର୍ଥୀ ଯଶ ପାଇବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ |

କନ୍ୟା: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ରାଜନୀତିରେ ସକ୍ରିୟ ରହିବେ। ଚାକିରିରେ ମାନ ମର୍ଯ୍ୟାଦା ବୃଦ୍ଧି ହେବେ। ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବେ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍।

ତୁଳା: ଅନୁଶାସନ ଭିତରେ ରହିବେ। ଚାକିରିରେ ସମ୍ମାନ ବଢ଼ିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବେ। କଳା, ବିଜ୍ଞାନ ବାଣିଜ୍ୟରେ ସଫଳତା ପାଇବେ ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ ଶୁଭ ଅଙ୍କ-୮, ଶୁଭ ରଙ୍ଗ- କଳା

ବିଛା: କର୍ମକ୍ଷେତ୍ରରେ ସମସ୍ୟା ଘେରରେ ରହିବେ। ରାଜନୀତିରେ ବିରୋଧୀ ପ୍ରଭାବିତ କରିବେ। ଚାକିରିରେ ଶତ୍ରୁ ରହିବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଅସଫଳ ହେବେ ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍

ଧନୁ: ବିଭିନ୍ନ ମାର୍ଗରେ ଅର୍ଥାଗମ ହେବ ଉଭେୟେ ପ୍ରେମ ସାଂସାରିକ ମଧୁର ସମ୍ପର୍କ ରହିବ ମହିଳାମାନେ ଆଦରଣୀୟ ହେବେ। ବାଣିଜ୍ୟରେ ମନମୁତାବକ ପାଇବେ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ ଶୁଭ ଅଙ୍କ-୮, ଶୁଭ ରଙ୍ଗ- ବାଇଗଣୀ

ମକର: କର୍ମକ୍ଷେତ୍ରରେ ସମ୍ମାନ ପାଇବେ ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ଚାକିରିରେ ନିଷ୍ଠାପର ରହିବେ। ଶିଳ୍ପ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଦୃଢ଼ମନା ରହିବେ ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ

କୁମ୍ଭ: ବହୁ ଚେଷ୍ଟା କରି ସୁଫଳ ପାଇବେ ସନ୍ତାନ ସନ୍ତତିମାନେ ଉନ୍ନତି କରିବେ ରାଜନୀତିରେ ପ୍ରସିଦ୍ଧି ବୃଦ୍ଧିପାଇବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ ଶୁଭ ଅଙ୍କ-୬, ଶଭ ରଙ୍ଗ- ସିଲଭର୍

ମୀନ: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ ରାଜନୀତିରେ ପ୍ରତିଦ୍ବନ୍ଦିତା ରହିବ। ଚାକିରିରେ ସମସ୍ୟା ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ ଶିକ୍ଷାର୍ଥୀ ଅସ୍ଥିର ରହିବେ ଶୁଭ ଶୁଭ ରଙ୍ଗ- ସିଲଭର୍।

19 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp