ରବିବାର ରାଶିଫଳ ( ୧୩-୦୨-୨୦୨୨ )
ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଉନ୍ନତି ହେବେ । ଶିକ୍ଷାର୍ଥୀ ଅଧୟନପ୍ରିୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ମେରୁନ୍ । ବୃଷ: କର୍ମକ୍ଷେତ୍ରରେ ପ୍ରିୟତା ଅର୍ଜନ କରିବେ । ସାଂସାରିକ ଉତ୍ତମ ବଝାମଣା ରହିବ । ମହିଳାମାନେ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭଜନକ ରହିବେ […]
ମେଷ: ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ । ଚାକିରିରେ ସହଯୋଗ ମିଳିବ । ବାଣିଜ୍ୟରେ ଉନ୍ନତି ହେବେ । ଶିକ୍ଷାର୍ଥୀ ଅଧୟନପ୍ରିୟ ହେବେ । ଶୁଭ ଅଙ୍କ – ୯, ଶୁଭ ରଙ୍ଗ- ମେରୁନ୍ ।
ବୃଷ: କର୍ମକ୍ଷେତ୍ରରେ ପ୍ରିୟତା ଅର୍ଜନ କରିବେ । ସାଂସାରିକ ଉତ୍ତମ ବଝାମଣା ରହିବ । ମହିଳାମାନେ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଲାଭଜନକ ରହିବେ । ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ । ଶୁଭ ଅଙ୍କ ୫, ଶୁଭ ରଙ୍ଗ – ସବୁଜ ।
ମିଥୁନ ଦିନଟି ହସଖୁସିର ଆସର ଜମିପାରେ । ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ଆଦରଣୀୟା ହେବେ। ବାଣିଜ୍ୟ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ ।
କର୍କଟ: ପ୍ରତ୍ୟେକ କାର୍ଯ୍ୟରେ ବ୍ୟୟବହୁଳ ରହିବେ । ସାଂସାରିକ ଚିନ୍ତାରେ ରହିବେ । ରାଜନୀତିରେ ସମସ୍ୟା ଘେରରେ ରହିବେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶିକ୍ଷାର୍ଥୀ ଅସ୍ଥିର ମନା ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ- ଲାଲ୍ ।
ସିଂହ : ଦିନଟି ଆଶାନୁରୂପ ଫଳ ପାଇବେ । ମହିଳାମାନେ ଆତ୍ମନିର୍ଭଶୀଳ ହେବେ। ପ୍ରଶାସନିକ ଓ ରାଜନୀତିରେ ପ୍ରଭାବଶାଳୀ ରହିବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ ଉଚ୍ଚ ଶିକ୍ଷାପ୍ରତି ଆଗ୍ରହୀ ହେବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ- ସବୁଜ ।
କନ୍ୟା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ । ରାଜନୀତିରେ ନେତୃତ୍ବ ବୃଦ୍ଧି ହେବ। ମହିଳାମାନେ ରକ୍ଷଣଶୀଳ ହେବେ। ବାଣିଜ୍ୟରେ ଆୟ ଦ୍ବିଗୁଣିତ ହେବ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ- ସିଲଭର ।
ତୁଳା: ବହୁ ଚେଷ୍ଟା କରି ସଫଳ ହେବେ । ମହିଳାମାନେ ସଂସ୍କାରପ୍ରିୟ ହେବେ । ରାଜନୀତିରେ ସମ୍ମାନ ପାଇବେ। ଶିଳ୍ପ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର।
ବିଛା : କେତେକ ସମସ୍ୟାକୁ ନେଇ ବିଚଳିତ ରହିବେ । ରାଜନୀତିରେ ଶତ୍ରୁବୃଦ୍ଧି ହେବେ। ଚାକିରିରେ ଅସହଯୋଗ ଦେଖାଦେବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଚିନ୍ତାରେ ରହିବେ ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି ।
ଧନୁ : ଦିନଟି ହର୍ମୋଲ୍ଲାସରେ କଟିପାରେ । ଚାକିରିରେ ଧନସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ଖ୍ୟାତି ବଢ଼ିବ। ମହିଳାମାନେ ଯଶ ପାଇବେ । ବାଣିଜ୍ୟରେ ଭଲ ଆୟ ହେବ। ଶିକ୍ଷାର୍ଥୀ ନିଷ୍ଠାବାନ୍ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ- ଗୋଲାପି।
ମକର : ବହୁଚେଷ୍ଟା କରି ଆଗେଇ ଚାଲିବେ। ଚାକିରିରେ ଦାୟିତ୍ବବୋଧ ରହିବ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ । ଶିଳ୍ପ ଓ ବାଣିଜ୍ୟରେ ଲାଭବାନ ହେବେ । ଶିକ୍ଷାର୍ଥୀ ସଫଳତା ପାଇବେ । ଶୁଭ ଅଙ୍କ- ୫, ଶୁଭ ରଙ୍ଗ – ସବୁଜ ।
କୁମ୍ଭ: ଶୃଙ୍ଖଳିତ ଭାବରେ କାର୍ଯ୍ୟକରି ସଫଳ ହେବେ । ସନ୍ତାନସନ୍ତତିଙ୍କୁ ନେଇ ଗୌରବାନ୍ବିତ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ। ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍ ।
ମୀନ: କର୍ମକ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି। ଚାକିରିରେ ଚାପ ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ଦେଖାଦେବ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ । ଶୁଭ ଅଙ୍କ- ୮, ଶୁଭ ରଙ୍ଗ – ବାଇଗଣୀ ।