ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଶନିବାର ରାଶିଫଳ (୦୫-୦୮-୨୦୨୩)

The Sakala Picture
Published On

ମେଷ: ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବାଣିଜ୍ୟ ବେପାରରେ ଲାଭ ମିଳିବ। ଗୁରୁଜନଙ୍କ କଥା ମାନି ଚାଲନ୍ତୁ। ବୃଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବୁଝିବିଚାରି କାମ କରିବା ଉଚିତ। ସନ୍ତାନଙ୍କ ଉନ୍ନତି ନିମନ୍ତେ ଚିନ୍ତିତ ରହିବେ। ମହିଳାମାନେ ଈଶ୍ବରବିଶ୍ବାସୀ ହେବେ। ମିଥୁନ: ସାମାଜିକ କାର୍ଯ୍ୟକ୍ରମରେ ଦିନ ବିତିବ। ଲୋକସମ୍ମାନ ବୃଦ୍ଧି ପାଇବ। ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ବାସ୍ଥ୍ୟ […]

ମେଷ: ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଜୀବନସାଥୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବାଣିଜ୍ୟ ବେପାରରେ ଲାଭ ମିଳିବ। ଗୁରୁଜନଙ୍କ କଥା ମାନି ଚାଲନ୍ତୁ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ (୧୦-୦୬-୨୦୨୬)

ବୃଷ: ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ବୁଝିବିଚାରି କାମ କରିବା ଉଚିତ। ସନ୍ତାନଙ୍କ ଉନ୍ନତି ନିମନ୍ତେ ଚିନ୍ତିତ ରହିବେ। ମହିଳାମାନେ ଈଶ୍ବରବିଶ୍ବାସୀ ହେବେ।

ଆହୁରି ପଢ଼ନ୍ତୁ: Thursday Horoscope: ଗୁରୁବାର ରାଶିଫଳ (୧୧-୦୬-୨୦୨୬)

ମିଥୁନ: ସାମାଜିକ କାର୍ଯ୍ୟକ୍ରମରେ ଦିନ ବିତିବ। ଲୋକସମ୍ମାନ ବୃଦ୍ଧି ପାଇବ। ନକରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧÒକ ଯତ୍ନଶୀଳ ହୁଅନ୍ତୁ। ମାନସିକ ସ୍ଥିତି ସାମାନ୍ୟ ବିଗିଡ଼ିବ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୧୨-୦୬-୨୦୨୬ )

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଅନୁକୂଳ ସମୟ। ପିତାଙ୍କ ସହଯୋଗରେ କାର୍ଯ୍ୟରୁ ସଫଳ ହେବେ। ହଠାତ୍‌ ଦୂରସ୍ଥାନ ଯାତ୍ରା କରିପାରନ୍ତି। ପ୍ରେମ ବ୍ୟାପାରରେ ସଫଳତା ମିଳିବ।

ସିଂହ: ମହିଳାମାନେ ପିଲାମାନଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। କାନ, ନାକ, ଗଳା ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ରହିବ।

କନ୍ୟା: ଅଟକି ଥିବା କାର୍ଯ୍ୟ ପୂରା ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିବେ। ପ୍ରତିଯୋଗିତା ପରୀକ୍ଷାରେ ଛାତ୍ରଛାତ୍ରୀମାନେ କୃତିତ୍ବ ହାସଲ କରିବେ। ନୂତନ ଜମି କ୍ରୟ କରିପାରନ୍ତି। ଦାନ-ଧର୍ମ କରନ୍ତୁ।

ତୁଳା: ସକାରାତ୍ମକ ଭାବେ ଯୋଜନା ପ୍ରସ୍ତୁତ କରନ୍ତୁ। ମୁଣ୍ଡବିନ୍ଧା ଯନ୍ତ୍ରଣା ଅନୁଭବ କରିପାରନ୍ତି। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଈଶ୍ବରଙ୍କ ଆରାଧନା କରନ୍ତୁ।

ବିଛା: ଅଯଥା କଳି-ଝଗଡ଼ାରୁ ଦୂରେଇ ରୁହନ୍ତୁ। ଆୟ ଅନୁସାରେ ଅଧିକ ବ୍ୟୟ ହେବ। ପିଲାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମହିଳାମାନେ ବ୍ୟତିବ୍ୟସ୍ତ ହେବେ। ଛାତ୍ରଛାତ୍ରୀମାନେ ଖେଳକୁଦ କରିବାକୁ ଗୁରୁତ୍ବ ଦେବେ।

ଧନୁ: ମାନସିକ ଚିନ୍ତା ବୃଦ୍ଧି ପାଇବ। ପିତାଙ୍କ ସ୍ବାସ୍ଥକୁ ଗୁରୁତ୍ବ ଦିଅନ୍ତୁ। ରାଜନୈତିକ ସମାବେଶରେ ସାମିଲ ହେବେ। ବ୍ୟବସାୟରୁ ସଫଳତା ମିଳିବ। କୋର୍ଟ-କଚେରୀ ମାମଲାରେ ବିଜୟୀ ହେବେ।

ମକର: କୌଣସି କାର୍ଯ୍ୟକୁ ନେଇ ଆଶାରେ ରହିବେ। ଭାଗ୍ୟ ଆପଣଙ୍କ ସାଥ୍‌ ଦେବ। ବ୍ୟାପାରରେ ମଧ୍ୟମ ଫଳ ପାଇବେ। ଅତିଥି ସତ୍କାର କରିବେ। ସାମାଜିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି।

କୁମ୍ଭ: ଦୂରସ୍ଥାନ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତରେ ପଦୋନ୍ନତି ମିଳିପାରେ। ଅଯଥା ଖର୍ଚ୍ଚ କରନ୍ତୁନି। ଉଧାର ଦେଇଥିବା ଟଙ୍କା ଫେରିପାଇବାରେ ବିଳମ୍ବ ହେବ। ମହିଳାଙ୍କ ଦାୟିତ୍ବ ବଢ଼ିବ।

ମୀନ: ପ୍ରତିକୂଳ ପରିସ୍ଥିତିରେ ଭୟ କରନ୍ତୁନି। ନିଜ ଲୋକଙ୍କଠାରୁ ଆଘାତ ପାଇପାରନ୍ତି। ସ୍ବାସ୍ଥ୍ୟ ବିଗିଡ଼ିପାରେ। ନୂତନ ସ୍ଥାନକୁ ଯାତ୍ରା କରିପାରନ୍ତି। ନୂତନ ଯାନବାହନ କିମ୍ବା ଜମି କ୍ରୟ କରିପାରନ୍ତି।

05 Aug 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp