ମନୋରଞ୍ଜନ
ସୋମବାର ରାଶିଫଳ (୦୭–୧୧–୨୦୨୨)
ମେଷ: ହଠାତ୍ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକ ସ୍ଥିତ ମଜଭୁତ୍ ରହିବ। ବୃଷ: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ। ମିଥୁନ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ […]
ମେଷ: ହଠାତ୍ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକ ସ୍ଥିତ ମଜଭୁତ୍ ରହିବ।
ବୃଷ: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।
ମିଥୁନ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ ଦ୍ବାରା ଅର୍ଥାଭାବ ଦେଖାଦେଇ ପାରେ।
କର୍କଟ: ସ୍ବାସ୍ଥ୍ୟରେ ଅବନତି ଦେଖା ଦେଇପାରେ। କର୍ମକ୍ଷେତ୍ରରେ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ସୁେଯାଗ ପାଇବେ। ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇପାରେ। ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇପଡ଼ିବେ।
ସିଂହ: କୋର୍ଟକଚେରୀ ମାମଲାରେ ସଫଳତା ପାଇପାରନ୍ତି। ସକାରାତ୍ମକ ମନୋବୃତ୍ତି ରଖି କାର୍ଯ୍ୟ କରିବେ। ପରିବାରବର୍ଗଙ୍କ ଇଚ୍ଛାପୂର୍ଣ୍ଣ କରିବାରେ ସଫଳ ହେବେ। ଛାତ୍ରଛାତ୍ରୀ ଅଳ୍ପ ପରିଶ୍ରମ କରି ଭଲ ଫଳାଫଳ ପାଇବେ।
କନ୍ୟା: ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବାକୁ ଚେଷ୍ଟା କରିବେ। ଆର୍ଥିକ ସ୍ତରରେ ଅବନତି ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତି ଉପୁଜିପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ବଢ଼ିବ।
ତୁଳା : ନୂତନ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ବ୍ୟବସାୟର ପ୍ରାସାର ପାଇଁ ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ।
ବିଛା: ଜୀବନକୁ ସୁଖମୟ କରିବାକୁ ପ୍ରୟାସ ଜାରି ରଖିବେ। ବ୍ୟବସାୟରେ ଆଶା ଅନୁସାରେ ଫଳ ପାଇବେ ନାହିଁ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। କ୍ରୋଧାନ୍ବିତ ହୋଇ ପରିସ୍ଥିତିକୁ ବିଗାଡ଼ି ଦେଇପାରନ୍ତି।
ଧନୁ: ସମସ୍ତ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିବେ। ନିକଟତର ସର୍ମ୍ପକିୟଙ୍କ ସହଯୋଗ ପାଇବେ। କାର୍ଯ୍ୟରେ ଅବହେଳା କରି କଷ୍ଟ ପାଇପାରନ୍ତି। ଜୀବନସାଥୀଙ୍କ କଥାରେ ଦୁଃଖିତ ହେବେ।
ମକର: ଜୀବନରେ କିଛି ପରିବର୍ତ୍ତନ ଦେଖାଦେବ। ଅଟକି ରହିଥିବା କାର୍ଯ୍ୟ ଆଜି ପୂରଣ ହେବ। ଅକସ୍ମାତ୍ କୌଣସି କ୍ଷେତ୍ରରୁ ଧନଲାଭର ଯୋଗ ରହିଛି। ନୂତନ ନିଯୁକ୍ତି ସୁଯୋଗ ଦେଖାଦେବ।
କୁମ୍ଭ: ଆର୍ଥିକ ଦୂରାବସ୍ଥାରୁ ଉଦ୍ଧାର ପାଇବେ। ରାସ୍ତାରେ ସାବଧାନତା ଅବଲମ୍ବନ କରନ୍ତୁ। ଅନ୍ୟଠାରୁ ପ୍ରୋତ୍ସାହନ ପାଇ ଆଗକୁ ବଢ଼ିବେ। କର୍ମକ୍ଷେତ୍ରରେ ଏକମନ ହୋଇ କାର୍ଯ୍ୟ କରିବେ।
ମୀନ: କୌଣସି ସ୍ଥାନରୁ ଶୁଭ ସମାଚାର ପାଇବେ। ଅବିବାହିତଙ୍କ ପାଇଁ ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ଆସିପାରେ। ଛାତ୍ରଛାତ୍ରୀମାନେ ପରିଶ୍ରମୀ ହେବେ। ପୈତୃକ ସମ୍ପତ୍ତିରୁ ଅକସ୍ମାତ୍ ଲାଭାନ୍ବିତ ହେବେ।