ଶୁକ୍ରବାର ରାଶିଫଳ (୨୦-୦୫-୨୦୨୨)

The Sakala Picture
Published On

ମେଷ: ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆଶାର ବିପରୀତ ଫଳ ପାଇବେ। ବ୍ୟୟ ଅଧିକ ରହିବାରୁ ଚିନ୍ତିତ ରହିପାରନ୍ତି। ପରିବାର ସହ ଭ୍ରମଣ ଯୋଗ ରହିଛି। ବୃଷ: କିଛି ସୁଖଦ ଖବର ଆସିପାରେ। ନୂତନ ଉପାୟରେ ଧନଲାଭ ହୋଇପାରେ । ପ୍ରଗତି ରାସ୍ତାରେ ଆଗେଇ ଚାଲିବେ। ସାଙ୍ଗସାଥୀଙ୍କୁ ଗୁରୁତ୍ୱ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମିଥୁନ: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଦୀର୍ଘ ଦିନର ଚିନ୍ତା […]

ମେଷ: ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆଶାର ବିପରୀତ ଫଳ ପାଇବେ। ବ୍ୟୟ ଅଧିକ ରହିବାରୁ ଚିନ୍ତିତ ରହିପାରନ୍ତି। ପରିବାର ସହ ଭ୍ରମଣ ଯୋଗ ରହିଛି।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ବୃଷ: କିଛି ସୁଖଦ ଖବର ଆସିପାରେ। ନୂତନ ଉପାୟରେ ଧନଲାଭ ହୋଇପାରେ । ପ୍ରଗତି ରାସ୍ତାରେ ଆଗେଇ ଚାଲିବେ। ସାଙ୍ଗସାଥୀଙ୍କୁ ଗୁରୁତ୍ୱ ଦିଅନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ମିଥୁନ: ସାମାଜିକ କାର୍ଯ୍ୟରେ ସାମିଲ ହେବେ। ଦୀର୍ଘ ଦିନର ଚିନ୍ତା ଦୂର ହେବ। କଥା କହିବା ସମୟରେ ନିଜ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ସନ୍ତାନଠାରୁ ସହଯୋଗ ପାଇବେ। ଅଧ୍ୟୟନରେ ବ୍ୟସ୍ତ ରହିପାରନ୍ତି।

ଆହୁରି ପଢ଼ନ୍ତୁ: Saturday Horoscope: ଶନିବାର ରାଶିଫଳ (୦୭-୦୩-୨୦୨୬)

କର୍କଟ: ବିବାଦରେ ପଡ଼ିଯାଇପାରନ୍ତି। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଭବିଷ୍ୟତ ପାଇଁ ନୂତନ ଯୋଜନା ବନେଇବେ। ସନ୍ତାନସନ୍ତତିଙ୍କ ପାଇଁ ସାମାନ୍ୟ ଚିନ୍ତିତ ରହିପାରନ୍ତି।

ସିଂହ: ଦିନଟିରେ ଚଳଚଞ୍ଚଳ ରହିବେ। ନୂଆ କାର୍ଯ୍ୟ କରିବାର ଅବସର ପାଇପାରନ୍ତି। ପାରିବାରିକ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ଯାତ୍ରାଯୋଗ ରହିଛି। ଅଯଥା ଝାମେଲାରେ ପଡ଼ନ୍ତୁ ନାହିଁ।

କନ୍ୟା: ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବେ। ପାରିବାରିକ ଖର୍ଚ୍ଚ ବଢ଼ିବ। ମନରେ ସକାରାତ୍ମକ ଚିନ୍ତଧାରା ରଖନ୍ତୁ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: କଠିନ ପରିଶ୍ରମର ଫଳ ପାଇବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସମ୍ପର୍କ ମଜଭୁତ ହେବ। ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିବ। କ୍ୟାରିୟରରେ ଉନ୍ନତି କରିବେ।

ବିଛା: ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟୟ ଅଧିକ ହୋଇପାରେ। ମନର କଥାକୁ ଜୀବନସାଥୀଙ୍କ ଆଗରେ ପ୍ରକାଶ କରନ୍ତୁ।

ଧନୁ: ଦେହ ଓ ମନ ଭଲ ରହିବ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଦୀର୍ଘ ଦିନର ବିବାଦ ସମାପ୍ତ ହେବ। କର୍ମକ୍ଷେତ୍ରରେ ହତୋତ୍ସାହ ହୋଇପାରନ୍ତି। ନବଦମ୍ପତିଙ୍କ ମଧ୍ୟରେ ମତଭେଦ ଦେଖାଦେବ।

ମକର: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। କର୍ମକ୍ଷେତ୍ରରେ ମନ ଲଗାଇ କାର୍ଯ୍ୟ କରନ୍ତୁ। କୋର୍ଟକଚେରୀ ମାମାଲାରେ ପଡ଼ିଯାଇ ପାରନ୍ତି। ବନ୍ଧୁବାନ୍ଧବଙ୍କୁ ସାହାଯ୍ୟ କରିପାରନ୍ତି।

କୁମ୍ଭ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ। ଗୁରୁଜନଙ୍କ ସହଯୋଗ ପାଇବେ। ପରିବାର ବର୍ଗଙ୍କଠାରୁ ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

ମୀନ: ଆଧ୍ୟାତ୍ମିକ ଚିନ୍ତାରେ ମଗ୍ନ ରହିବେ। ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭବାନ୍‌ ହେବେ। ପିତାଙ୍କ ସାହାଯ୍ୟ ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ।

20 May 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp