ଶୁକ୍ରବାର ରାଶିଫଳ ( ୦୪-୧୦-୨୦୨୪ )
ମେଷ: ସକାରାତ୍ମକ ଦୃଷ୍ଟିକୋଣରୁ ଦିନଟି ଭଲରେ ବିତିବ। ଦୀର୍ଘଦିନରୁ ଥିବା ସମସ୍ୟାର ସମାଧାନ ମିଳିବ। ମହିଳାମାନଙ୍କ ଦାୟିତ୍ବ ବଢ଼ିପାରେ। ପାରିବାରିକ ସୁଖ ଶାନ୍ତି ଲାଗି ରହିବ। ବୃଷ: ଖେଳକୁଦରେ ଉତ୍ସାହ ବଢ଼ିବ। ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିବେ। କଳା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି। ମିଥୁନ: ପିଲାଙ୍କ ପଢ଼ାକୁ ନେଇ ଅଭିଭାବକ ଚିନ୍ତିତ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ନେଇ ଭାଇ-ଭାଇ ମଧ୍ୟରେ ବିବାଦ […]
ମେଷ: ସକାରାତ୍ମକ ଦୃଷ୍ଟିକୋଣରୁ ଦିନଟି ଭଲରେ ବିତିବ। ଦୀର୍ଘଦିନରୁ ଥିବା ସମସ୍ୟାର ସମାଧାନ ମିଳିବ। ମହିଳାମାନଙ୍କ ଦାୟିତ୍ବ ବଢ଼ିପାରେ। ପାରିବାରିକ ସୁଖ ଶାନ୍ତି ଲାଗି ରହିବ।
ବୃଷ: ଖେଳକୁଦରେ ଉତ୍ସାହ ବଢ଼ିବ। ବିଦ୍ୟାର୍ଥୀମାନେ ନିଜର ଲକ୍ଷ୍ୟ ପୂରଣ ପାଇଁ ପରିଶ୍ରମ କରିବେ। କଳା ଓ ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି। ଆଶା କରିଥିବା ଦିଗରୁ ନିରାଶ ହୋଇପାରନ୍ତି।
ମିଥୁନ: ପିଲାଙ୍କ ପଢ଼ାକୁ ନେଇ ଅଭିଭାବକ ଚିନ୍ତିତ ରହିବେ। ପୈତୃକ ସମ୍ପତ୍ତିକୁ ନେଇ ନେଇ ଭାଇ-ଭାଇ ମଧ୍ୟରେ ବିବାଦ ଲାଗିପାରେ। ଅପ୍ରିୟ ସତ କହି ସମ୍ମାନହାନି ହେବ।
କର୍କଟ: ଯୁବପିଢ଼ି କ୍ୟାରିୟରକୁ ନେଇ ଯୋଜନା କରିବେ। ନିବେଶ କରିବାକୁ ଉତ୍ତମ ସମୟ। ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଯୋଗ ଦେବେ। ବିଦ୍ୟାର୍ଥୀ ଆଶା କରିଥିବା ଫଳ ପାଇବେନି।
ସିଂହ: ଘରେ ହସଖୁସି ମାହୋଲ ରହିବ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। କୋର୍ଟକଚେରୀ ମାମଲାରେ ଲିପ୍ତ ରହିବେ। ଅନ୍ୟ ଉପରେ ଅଧିକ ଭରସା କରିବା ଅନୁଚିତ।
କନ୍ୟା: ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ମାନସମ୍ମାନ ବୃଦ୍ଧି ପାଇବ। ନିବେଶ କରିପାରନ୍ତି। ସକାରାତ୍ମକ ଲୋକଙ୍କ ସହ ସମୟ ବିତାନ୍ତୁ। ପୂଜାର୍ଚ୍ଚନା କରନ୍ତୁ।
ତୁଳା: ବର୍ତ୍ତମାନ ଜମି କିମ୍ବା ଯାନବାହନ କିଣିବା ପାଇଁ ସଠିକ୍ ସମୟ ନୁହେଁ। ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଶିକ୍ଷାକ୍ଷେତ୍ରରେ ଯଶସ୍ବୀ ହେବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।
ବିଛା: ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ କରିେବ। ଅଫିସ୍ ମାହୋଲ ଶୃଙ୍ଖଳିତ ରହିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ।
ଧନୁ: ବିଦ୍ୟାର୍ଥୀମାନେ କ୍ୟାରିୟରକୁ ନେଇ ଅଧିକ ଚିନ୍ତିତ ରହିେବ। କାର୍ଯ୍ୟରେ ଆର୍ଥିକ ବାଧା ଦେଖାଦେଇପାରେ। ଅର୍ଥ ନିବେଶ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ।
ମକର: ଆଳସ୍ୟ ଅନୁଭବ କରିପାରନ୍ତି। ମନରେ ନକାରାତ୍ମକ ଚିନ୍ତା ଆସିପାରେ। ବ୍ୟବସାୟରେ ସମସ୍ୟା ଉପୁଜିପାରେ। ଚିଡ଼ିଚିଡ଼ାପଣ ଦେଖାଦେବ। ସାମାଜିକ କାର୍ଯ୍ୟରେ ସମୟ ବିତାଇବେ।
କୁମ୍ଭ: କର୍ମକ୍ଷେତ୍ରରେ କଠିନ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବିଦ୍ୟାର୍ଥୀମାନେ ପଢ଼ାମନସ୍କ ହେବେ। ଉଧାର ମାଗିପାରନ୍ତି।
ମୀନ: ଆୟରେ ବୃଦ୍ଧି ଘଟିବ। ବହୁ ଦିନରୁ ଅଟକି ଥିବା କାର୍ଯ୍ୟ ପୂରା କରିବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପତି-ପତ୍ନୀଙ୍କ ମଧ୍ୟରେ ମତାନ୍ତର ହୋଇପାରେ।