ବୁଧବାର ରାଶିଫଳ ( ୧୮ – ୦୧ – ୨୦୨୩ )

The Sakala Picture
Published On

ମେଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ନୂଆ ଯୋଜନାରେ ସଫଳତା ପାଇବେ। କର୍ମକ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନରେ ତାଳମେଳ ରଖି ଚାଲିବେ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷାକରନ୍ତୁ। ବୃଷ: ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ବ୍ୟବସାୟିକ କାର୍ଯ୍ୟରେ ଦୂରସ୍ଥାନ ଯାଇପାରନ୍ତି। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ମାର୍ଗ ଉନ୍ମୋଚନ ହୋଇପାରେ। ମିଥୁନ: ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ନୂଆ ସୁଯୋଗ […]

ମେଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ନୂଆ ଯୋଜନାରେ ସଫଳତା ପାଇବେ। କର୍ମକ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନରେ ତାଳମେଳ ରଖି ଚାଲିବେ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷାକରନ୍ତୁ।

ଆହୁରି ପଢ଼ନ୍ତୁ: Wednesday Horoscope: ବୁଧବାର ରାଶିଫଳ ( ୧୧-୦୩-୨୦୨୬)

ବୃଷ: ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ବାଧା ଉପୁଜିପାରେ। ବ୍ୟବସାୟିକ କାର୍ଯ୍ୟରେ ଦୂରସ୍ଥାନ ଯାଇପାରନ୍ତି। କ୍ୟାରିୟରରେ ଉନ୍ନତି ପାଇଁ ନୂତନ ମାର୍ଗ ଉନ୍ମୋଚନ ହୋଇପାରେ।

ଆହୁରି ପଢ଼ନ୍ତୁ: କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ମିଥୁନ: ଅକସ୍ମାତ୍‌ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ।

ଆହୁରି ପଢ଼ନ୍ତୁ: Friday Horoscope: ଶୁକ୍ରବାର ରାଶିଫଳ ( ୦୬-୦୩-୨୦୨୬ )

କର୍କଟ: ଅଯଥା କଥାରୁ ନିଜକୁ ଦୂରରେ ରଖନ୍ତୁ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ବିଷୟରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରିବେ। ଆଧ୍ୟାତ୍ମିକତା କାର୍ଯ୍ୟରେ ରୁଚି ବଢ଼ିବ । ଗଭୀର ଭାବନା ମହିଳାଙ୍କୁ କଷ୍ଟ ଦେଇପାରେ ।

ସିଂହ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ନିଜର ଭାବନା ଓ ଯୋଜନାକୁ କ୍ରିୟାଶୀଳ କରିବା ପାଇଁ ଲଗାତାର ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ ।

କନ୍ୟା: ଅତ୍ୟଧିକ ଚିନ୍ତା କରି ମାନସିକ ଶାନ୍ତି ହରାଇ ପାରନ୍ତି। ପାରିବାରିକ ସହଯୋଗ ପାଇବେ। ଜୀବନରେ ନୂତନ ପରିବର୍ତ୍ତନ ଦେଖାଦେବ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିପାରନ୍ତି।

ତୁଳା: କଠିନ ପରିଶ୍ରମ କରି ସଫଳତା ପାଇବେ। ଆପଣଙ୍କ କଥା ଦ୍ବାରା ଅନ୍ୟମାନେ ପ୍ରଭାବିତ ହେବେ। ମହିଳାମାନେ ରକ୍ଷଣଶୀଳା ହେବେ। ଦାମ୍ପତ୍ୟ ଜୀବନରେ ବିଶ୍ବାସ ଅତୁଟ ରହିବ।

ବିଛା: ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ଧର୍ମକର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ। ବୈବାହିକ ଜୀବନରେ ସ୍ଥିରତା ଦେଖାଦେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ଲୋଡ଼ିବେ।

ଧନୁ: ପରିବାର ସହ କୌଣସି ଧର୍ମସ୍ଥଳୀକୁ ଯାଇପାରନ୍ତି। କୌଣସି ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ କରି ଆତ୍ମସନ୍ତୋଷ ଲାଭ କରିବେ। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ।

ମକର: ଆକସ୍ମାତ୍‌ ଶୁଭ ଖବର ପାଇ ଉତ୍ସାହିତ ହେବେ। ପ୍ରିୟଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

କୁମ୍ଭ: ସକାରାତ୍ମକ ଚିନ୍ତାଧାରାର ବ୍ୟକ୍ତିଙ୍କ ସହ ଘନିଷ୍ଠତା ବଢ଼ିବ। ଆର୍ଥିକ ଉନ୍ନତି ସତ୍ତ୍ବେ ମଧ୍ୟ ଅଭାବ ଦେଖାଦେଇପାରେ। ଦାମ୍ପତ୍ୟ ଜୀବନରେ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ମୀନ: ଅଜଣା ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ନୂତନ ନିବେଶ କରି ଲାଭାନ୍ବିତ ହେବେ। ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

18 Jan 2023 By The Sakala

https://www.thesakala.in/horoscope/18th-jan-2023-wednesday-rasiphala/article-18216
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp