ହାନିକାରକ ବେଡ୍‌ ଟି’….ଖାଲିପେଟରେ ଚାହା ପିଇଲେ ଦେଖା ଦେଇଥାଏ ଏହି ସମସ୍ୟା…

The Sakala Picture
Published On

ସକାଳୁ ବେଡ୍‌ରୁ ଉଠିବା ପରେ ଖାଲିପେଟରେ ଚାହା ପିଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ। ଏହାଦ୍ବାରା ପେଟରେ ଅମ୍ଳ ସୃଷ୍ଟି ହୋଇ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହା ବ୍ୟତୀତ ବେଡ୍‌ ଟି’ ଦ୍ବାରା ଆହୁରି ଅନେକ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। -ସକାଳୁ କଡ଼ା ଓ ଗରମ ଚାହା ପିଇବାର ଅଭ୍ୟାସ ଥଲେ, ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଏହାକୁ ଖାଲି ପେଟରେ ପିଇବା ଦ୍ବାରା ପାକସ୍ଥଳୀରେ ଥିବା ସୂକ୍ଷ୍ମ ତନ୍ତୁ ନଷ୍ଟ […]

ସକାଳୁ ବେଡ୍‌ରୁ ଉଠିବା ପରେ ଖାଲିପେଟରେ ଚାହା ପିଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ। ଏହାଦ୍ବାରା ପେଟରେ ଅମ୍ଳ ସୃଷ୍ଟି ହୋଇ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହା ବ୍ୟତୀତ ବେଡ୍‌ ଟି’ ଦ୍ବାରା ଆହୁରି ଅନେକ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

-ସକାଳୁ କଡ଼ା ଓ ଗରମ ଚାହା ପିଇବାର ଅଭ୍ୟାସ ଥଲେ, ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଏହାକୁ ଖାଲି ପେଟରେ ପିଇବା ଦ୍ବାରା ପାକସ୍ଥଳୀରେ ଥିବା ସୂକ୍ଷ୍ମ ତନ୍ତୁ ନଷ୍ଟ ହୋଇଯାଏ। ଏହି ପ୍ରକ୍ରିୟା ଅଧିକ ଦିନ ପର୍ଯ୍ୟନ୍ତ ହେଲେ ଅଲ୍‌ସର୍‌ ହେବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

-ସକାଳୁ ପେଟ ସମ୍ପୂର୍ଣ୍ଣ ଖାଲି ଥିବାରୁ ଚାହାରେ ଥିବା ନିକୋଟିନ୍ ଓ ଚିନି ଶରୀରରେ ଅଧିକ ପ୍ରଭାବ ପକାଏ। ଏହା ଯୋଗୁଁ ମୋଟାପଣ ସମସ୍ୟା ଦେଖାଦିଏ।

-ବେଡ୍‌ ଟି’ ପରେ ମଧ୍ୟ ଖାଲି ପେଟରେ ଅନେକ ଥର ଚାହା ପିଇଲେ, ସ୍କେଲେଟଲ୍‌ ଫ୍ଲୋରୋସିସ୍ ଭଳି ରୋଗ ହୋଇଥାଏ। ଏହି ରୋଗରେ ହାଡ଼ଗୁଡ଼ିକ ଫମ୍ଫା ହୋଇଯାଏ। ଯାହା ଫଳରେ ଅନେକ ପ୍ରକାର ହାଡ଼ଜନିତ ରୋଗ ହୁଏ।

-ବେଡ୍‌ ଟି’ ଯୋଗୁଁ ଗ୍ୟାସ୍‌ ସମସ୍ୟା ହୋଇଥାଏ। ପେଟରେ ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବୁଲାଇବା ବା ବାନ୍ତି ସମସ୍ୟା ଦେଖାଯାଏ।

-ଖାଲି ପେଟରେ ଚାହା ପିଇବା ଯୋଗୁଁ ଶରୀରରେ କଫିନ୍‌ର ମାତ୍ରା ବଢ଼ିଯାଏ। ଫଳରେ ସମୟକ୍ରମେ ଅନିଦ୍ରା, ଅବସାଦ ଓ ଚିଡ଼ଚିଡ଼ାପଣ ସୃଷ୍ଟି ହୁଏ।

28 Aug 2021 By The Sakala

ହାନିକାରକ ବେଡ୍‌ ଟି’….ଖାଲିପେଟରେ ଚାହା ପିଇଲେ ଦେଖା ଦେଇଥାଏ ଏହି ସମସ୍ୟା…

ସକାଳୁ ବେଡ୍‌ରୁ ଉଠିବା ପରେ ଖାଲିପେଟରେ ଚାହା ପିଇବା ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହାନିକାରକ। ଏହାଦ୍ବାରା ପେଟରେ ଅମ୍ଳ ସୃଷ୍ଟି ହୋଇ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି କରେ। ଏହା ବ୍ୟତୀତ ବେଡ୍‌ ଟି’ ଦ୍ବାରା ଆହୁରି ଅନେକ କିଛି ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ।

-ସକାଳୁ କଡ଼ା ଓ ଗରମ ଚାହା ପିଇବାର ଅଭ୍ୟାସ ଥଲେ, ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। କାରଣ ଏହାକୁ ଖାଲି ପେଟରେ ପିଇବା ଦ୍ବାରା ପାକସ୍ଥଳୀରେ ଥିବା ସୂକ୍ଷ୍ମ ତନ୍ତୁ ନଷ୍ଟ ହୋଇଯାଏ। ଏହି ପ୍ରକ୍ରିୟା ଅଧିକ ଦିନ ପର୍ଯ୍ୟନ୍ତ ହେଲେ ଅଲ୍‌ସର୍‌ ହେବାର ଆଶଙ୍କା ରହିଛି।

-ସକାଳୁ ପେଟ ସମ୍ପୂର୍ଣ୍ଣ ଖାଲି ଥିବାରୁ ଚାହାରେ ଥିବା ନିକୋଟିନ୍ ଓ ଚିନି ଶରୀରରେ ଅଧିକ ପ୍ରଭାବ ପକାଏ। ଏହା ଯୋଗୁଁ ମୋଟାପଣ ସମସ୍ୟା ଦେଖାଦିଏ।

-ବେଡ୍‌ ଟି’ ପରେ ମଧ୍ୟ ଖାଲି ପେଟରେ ଅନେକ ଥର ଚାହା ପିଇଲେ, ସ୍କେଲେଟଲ୍‌ ଫ୍ଲୋରୋସିସ୍ ଭଳି ରୋଗ ହୋଇଥାଏ। ଏହି ରୋଗରେ ହାଡ଼ଗୁଡ଼ିକ ଫମ୍ଫା ହୋଇଯାଏ। ଯାହା ଫଳରେ ଅନେକ ପ୍ରକାର ହାଡ଼ଜନିତ ରୋଗ ହୁଏ।

-ବେଡ୍‌ ଟି’ ଯୋଗୁଁ ଗ୍ୟାସ୍‌ ସମସ୍ୟା ହୋଇଥାଏ। ପେଟରେ ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବୁଲାଇବା ବା ବାନ୍ତି ସମସ୍ୟା ଦେଖାଯାଏ।

-ଖାଲି ପେଟରେ ଚାହା ପିଇବା ଯୋଗୁଁ ଶରୀରରେ କଫିନ୍‌ର ମାତ୍ରା ବଢ଼ିଯାଏ। ଫଳରେ ସମୟକ୍ରମେ ଅନିଦ୍ରା, ଅବସାଦ ଓ ଚିଡ଼ଚିଡ଼ାପଣ ସୃଷ୍ଟି ହୁଏ।

https://www.thesakala.in/health/harmful-bed-tea/article-4964
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp