କୋଭିଡ୍ ବନାମ ନିମୋନିଆ: ଜାଣନ୍ତୁ…. କୋଭିଡ୍ ଆକ୍ରାନ୍ତ ରୋଗୀଙ୍କୁ ନିମୋନିଆରୁ କିପରି କରିବେ ରକ୍ଷା

The Sakala Picture
Published On

୧. କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଲକ୍ଷଣ ଯଥା: କାଶ, ଜ୍ୱର, ନିଶ୍ୱାସ ରୁଦ୍ଧ ହେବା ଇତ୍ୟାଦି ଦେଖା ଦେଇଥାଏ। କିନ୍ତୁ କରୋନା ରୋଗୀ ଯଦି ଏହାର ପ୍ରତିକାର ନକରି ଚିକିତ୍ସକଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇ ଉପରୋକ୍ତ ସମସ୍ୟାକୁ ଚାପି ନେବାର ପ୍ରଚେଷ୍ଟା କରେ, ତେବେ ଏହା ଧୀରେ ଧୀରେ ଶରୀରର ଲଙ୍ଗ୍‌ସ ସଂକ୍ରମିତ ହୋଇ ନିମୋନିଆରେ ଆକ୍ରାନ୍ତ ହୋଇଥାଏ। ତେଣୁ ଚିକିତ୍ସକଙ୍କ ପରାମର୍ଶରେ ପ୍ରଥମେ ଛାତିର ଫଟୋ ତଥା […]

୧. କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କର କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଲକ୍ଷଣ ଯଥା: କାଶ, ଜ୍ୱର, ନିଶ୍ୱାସ ରୁଦ୍ଧ ହେବା ଇତ୍ୟାଦି ଦେଖା ଦେଇଥାଏ।
କିନ୍ତୁ କରୋନା ରୋଗୀ ଯଦି ଏହାର ପ୍ରତିକାର ନକରି ଚିକିତ୍ସକଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଇ ଉପରୋକ୍ତ ସମସ୍ୟାକୁ ଚାପି ନେବାର ପ୍ରଚେଷ୍ଟା କରେ, ତେବେ ଏହା ଧୀରେ ଧୀରେ ଶରୀରର ଲଙ୍ଗ୍‌ସ ସଂକ୍ରମିତ ହୋଇ ନିମୋନିଆରେ ଆକ୍ରାନ୍ତ ହୋଇଥାଏ। ତେଣୁ ଚିକିତ୍ସକଙ୍କ ପରାମର୍ଶରେ ପ୍ରଥମେ ଛାତିର ଫଟୋ ତଥା (ଚେଷ୍ଟ-ଏକ୍ସରେ) କରାଇ ନେବା ଜରୁରୀ ଏବଂ ଆବଶ୍ୟକ କ୍ରମେ ଏଚ୍ଆର୍ସିଟିସି ମାଧ୍ୟମରେ Coradର Level ଜାଣିଲେ, ଡକ୍ଟରଙ୍କୁ ଚିକିତ୍ସା କରିବା ପାଇଁ ସୁବିଧା ହୋଇଥାଏ।

୨- ସଂକ୍ରମିତ ବ୍ୟକ୍ତି ଯଦି ମାତ୍ରାଧିକ କାଶ, ମାତ୍ରାଧିକ ଜ୍ୱର (୧୦୦ ଏଫ୍ଏଚ୍)ରୁ ଅଧିକ ନିଶ୍ୱାସ ନେବାରେ ଅଧିକ ଜଟିଳତା ଅନୁଭବ ସାଙ୍ଗକୁ ଛାତିରେ ମାତ୍ରାଧିକ କଷ୍ଟ ଅନୁଭବ କରୁଥାଏ ସେ ନିମୋନିଆରେ ପୀଡ଼ିତ ବୋଲି ଅନୁମାନ କରାଯାଇଥାଏ।
ସାଧାରଣ ଲକ୍ଷଣଗୁଡ଼ିକ
-ଥକା ଲାଗିବା
-ରୋଗାକ୍ରାନ୍ତ ଅନୁଭବ କରିବା କିମ୍ବା ବାନ୍ତି ଲାଗିବା
-ଡାଏରିଆ
-ପେଟ ଯନ୍ତ୍ରଣା
-ଶରୀର ପୀଡ଼ା ଲାଗିବା
-ମୁଣ୍ଡ ବିନ୍ଧିବା
-ସ୍ୱାଦ କିମ୍ବା ଘ୍ରାଣଶକ୍ତି ହ୍ରାସ ହୋଇଯିବା
-ତଣ୍ଟି ଶୁଖିଯିବା
-ନାକରୁ ପାଣି ଗଳିବା
-ଗୋଲାପି ଆଖି ହେବା
-ଚର୍ମରୋଗ ଦେଖାଦେବା ଇତ୍ୟାଦି।

୩- ସମସ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିମୋନିଆ ହେବାର ଆଶଙ୍କା ଦେଖାଦେଇଥାଏ। ଅଣାୟତ୍ତ ବ୍ଲଡ୍ ସୁଗାର, ବ୍ଲଡ ପ୍ରେସର, ଦୀର୍ଘ ବର୍ଷ ପୀଡ଼ିତ ଥଣ୍ଡା, ଆଜ୍‌ମା ରୋଗୀଙ୍କଠାରେ ଏହା ଖୁବ୍ ଶୀଘ୍ର ଦେଖା ଦେବାର ଆଶଙ୍କା ରହିଛି।

୪- କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ପ୍ରଥମେ
Spo2 ଯଥା- Oxyzen Satvrutim Level ମପାଯାଏ।
Blood Sugar Test
Carona Test: ତଥା Antigen, RT PCR, Temperature, CBC, LFT, D-Dimer, Chest X-Ray (PA View) ଏବଂ HRCTC..

୫- ଏହାର ସଠିକ୍ ଚିକିତ୍ସା ହେଲା-
ପେସେଣ୍ଟର ଅକ୍ସିଜେନ୍ ଲେବଲକୁ ମାପି ଆବଶ୍ୟକୀୟ ପରିମାଣରେ (pt)କୁ ଅକ୍ସିଜେନ ଥେରାପି ଦେବା, ପେସେଣ୍ଟର Vitul ସବୁ ସମୟରେ ଚେକ୍ କରି ଉପଯୁକ୍ତ ଚିକିତ୍ସା ଦିଆଯାଇଥାଏ।

୬- ଜଣେ କୋଭିଡ୍ ଆକ୍ରାନ୍ତକୁ ନିମୋନିଆରୁ ରକ୍ଷା ପାଇବାକୁ ହେଲେ ନିମ୍ନଲିଖିତ ଜିନିଷ ମାନିବାକୁ ପଡ଼ିବ:-
(କ) ବାରମ୍ବାର ହାତ ଧୋଇବା
(ଖ) ମୁହଁରେ ମାସ୍କ ବ୍ୟବହାର କରିବା
(ଗ) ସାଧାରଣ ୨ ମିଟର ଦୂରତ୍ୱ (ଗହଳିଠାରୁ)
(ଘ) ଜୀବନଶୈଳୀର ପରିବର୍ତ୍ତନ
(ଙ) ନିୟମିତ ପୁଷ୍ଟିକର ଆହାର
(ଚ) ଉଚ୍ଚ ନିଶ୍ୱାସ, ବ୍ୟାୟାମ ଇତ୍ୟାଦି
ଟିପ୍ସ
-ସର୍ବଦା ମାସ୍କ ପିନ୍ଧନ୍ତୁ।
-ଗହଳିରୁ ନିଜକୁ ନିବୃତ ରଖନ୍ତୁ।
-ବାରମ୍ବାର ସାବୁନରେ ହାତ ଧୁଅନ୍ତୁ।
-ମଝିରେ ମଝିରେ କାଢ଼ା ପିଅନ୍ତୁ।
-ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।
-ଅନ୍ୟୂନ ଦିନକୁ ୩୦ ମିନିଟ୍ ବ୍ୟାୟାମ କିମ୍ବା ଶରୀର ଚାଳନା ଯୋଗ କରନ୍ତୁ।
-ସରକାରଙ୍କ ସମସ୍ତ ନିୟମ ମାନନ୍ତୁ ଏବଂ ନିଜେ ଏବଂ ନିଜ ଆଖପାଖକୁ ସୁସ୍ଥ ରଖନ୍ତୁ।
– ସନ୍‌ସାଇନ୍‌ ହସ୍‌ପିଟାଲ୍‌, ଭୁବନେଶ୍ବର

03 Jul 2021 By The Sakala

https://www.thesakala.in/health/covid-19-vs-pneumonia-how-to-protect-patients/article-3446
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp