ଶରୀରକୁ ସୁସ୍ଥ ରଖିବା ସହ ସ୍ମୃତିଶକ୍ତି ବଢାଇବା ପାଇଁ ଡାଏଟ୍ ରେ ଖାଆନ୍ତୁ ଏହି ଡ୍ରାଏଫୁଡ…

The Sakala Picture
Published On

ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ରେ ଅନେକ ବ୍ୟକ୍ତି ଡ୍ରାଏଫୁଡ ଖାଆନ୍ତି । ବିଭିନ୍ନ ପ୍ରକାର ଡ୍ରାଏଫୁଡ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇଥାଏ । ସେଥିପାଇଁ ଆପଣ ଡାଏଟ୍ ରେ ଏଡ କରନ୍ତୁ କାଜୁ । ଡ୍ରାଏଫୁଡ ମଧ୍ୟରେ ଭାରତୀୟମାନଙ୍କ ସବୁଠରୁ ପ୍ରିୟ ହେଉଛି କାଜୁ । ଲୋକଙ୍କ ମନରେ ଏହା ଧାରଣା ରହିଛି ଅଧିକ କାଜୁ ଖାଇବା ଦ୍ବାରା କେଲେଷ୍ଟ୍ରଲ ବଢିଥାଏ । ଗରମ ଦିନରେ ଅଧିକ କାଜୁ ଖାଇବା […]

ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ରେ ଅନେକ ବ୍ୟକ୍ତି ଡ୍ରାଏଫୁଡ ଖାଆନ୍ତି । ବିଭିନ୍ନ ପ୍ରକାର ଡ୍ରାଏଫୁଡ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇଥାଏ । ସେଥିପାଇଁ ଆପଣ ଡାଏଟ୍ ରେ ଏଡ କରନ୍ତୁ କାଜୁ । ଡ୍ରାଏଫୁଡ ମଧ୍ୟରେ ଭାରତୀୟମାନଙ୍କ ସବୁଠରୁ ପ୍ରିୟ ହେଉଛି କାଜୁ । ଲୋକଙ୍କ ମନରେ ଏହା ଧାରଣା ରହିଛି ଅଧିକ କାଜୁ ଖାଇବା ଦ୍ବାରା କେଲେଷ୍ଟ୍ରଲ ବଢିଥାଏ । ଗରମ ଦିନରେ ଅଧିକ କାଜୁ ଖାଇବା ଦ୍ବାରା ପେଟ ଗରମ ହୋଇଥାଏ । ଏହି ସବୁ କଥାର କୌଣସି ସତ୍ୟତା ନାହିଁ । କାଜୁରେ ପ୍ରୋଟିନ, ଫାଇବର, କାର୍ବେହାଡ୍ରେଡ, କପର, ମାଙ୍ଗାନିସ, ଫସଫରସ, ମ୍ୟାଗନେସିୟମ, ଜିଙ୍କ,ଥାଇମିନ, ଭିଟାମିନବି୬, ଭିଟାମିନ କେ, ଆଇରନ ଏବଂ ପୋଟାସିୟମ ରହିଛି । ଯେଉଁମାନେ ଡାଏଟ କରୁଛନ୍ତି ସେମାନଙ୍କ ଡାଏଟରେ କାଜୁ ଏଡ କରନ୍ତୁ । କାଜୁ ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ ।

ଆହୁରି ପଢ଼ନ୍ତୁ: ଡାଇବେଟିସ୍, ଫ୍ୟାଟି ଲିଭର୍ ଓ ହୃଦରୋଗର ମୂଳ କାରଣ ସାଜୁଛି ‘ସାଇଲେଣ୍ଟ୍ ଇନଫ୍ଲାମେସନ୍’, ଜାଣନ୍ତୁ କିପରି ରହିବେ ସୁସ୍ଥ

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ଖୁବ ଭଲ । ତ୍ବଚାରେ ବୟସର ଛାପ ଆସେ ନାହିଁ । ଓଜନ କମ୍ କରିବା ସହ ହାଡ ମଧ୍ୟ ଶକ୍ତ କରିଥାଏ । କାଜୁରେ କପର ଓ ଆଇରନ ଥିବାରୁ ବ୍ଲଡ ସେଲ ବୃଦ୍ଧିକରିବାରେ ସାହାଯ୍ୟ କରେ । ହୃଦରୋଗୀ କାଜୁ ଖାଇବା ଦ୍ବରା ବ୍ଲଡ ସୁଗାର ଠିକ ରହେ । କାଜୁ ଖାଇବା ହାର୍ଟ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ।

ଆହୁରି ପଢ଼ନ୍ତୁ: ୩ ମାସରେ କମିବ ଓଜନ: ଜାଣନ୍ତୁ କେମିତି ସାହାଯ୍ୟ କରିବ ଲାଉ, କ’ଣ ରହିଛି ଡାଏଟ୍ ପ୍ଲାନ୍

25 Nov 2022 By The Sakala

ଶରୀରକୁ ସୁସ୍ଥ ରଖିବା ସହ ସ୍ମୃତିଶକ୍ତି ବଢାଇବା ପାଇଁ ଡାଏଟ୍ ରେ ଖାଆନ୍ତୁ ଏହି ଡ୍ରାଏଫୁଡ…

ଶରୀରକୁ ସୁସ୍ଥ ରଖିବା ପାଇଁ ଡାଏଟ୍ ରେ ଅନେକ ବ୍ୟକ୍ତି ଡ୍ରାଏଫୁଡ ଖାଆନ୍ତି । ବିଭିନ୍ନ ପ୍ରକାର ଡ୍ରାଏଫୁଡ ମଧ୍ୟରେ କାଜୁ ସ୍ୱାସ୍ଥ୍ୟ ପାଇଁ ବେଶ ଫଳପ୍ରଦ ହୋଇଥାଏ । ସେଥିପାଇଁ ଆପଣ ଡାଏଟ୍ ରେ ଏଡ କରନ୍ତୁ କାଜୁ । ଡ୍ରାଏଫୁଡ ମଧ୍ୟରେ ଭାରତୀୟମାନଙ୍କ ସବୁଠରୁ ପ୍ରିୟ ହେଉଛି କାଜୁ । ଲୋକଙ୍କ ମନରେ ଏହା ଧାରଣା ରହିଛି ଅଧିକ କାଜୁ ଖାଇବା ଦ୍ବାରା କେଲେଷ୍ଟ୍ରଲ ବଢିଥାଏ । ଗରମ ଦିନରେ ଅଧିକ କାଜୁ ଖାଇବା ଦ୍ବାରା ପେଟ ଗରମ ହୋଇଥାଏ । ଏହି ସବୁ କଥାର କୌଣସି ସତ୍ୟତା ନାହିଁ । କାଜୁରେ ପ୍ରୋଟିନ, ଫାଇବର, କାର୍ବେହାଡ୍ରେଡ, କପର, ମାଙ୍ଗାନିସ, ଫସଫରସ, ମ୍ୟାଗନେସିୟମ, ଜିଙ୍କ,ଥାଇମିନ, ଭିଟାମିନବି୬, ଭିଟାମିନ କେ, ଆଇରନ ଏବଂ ପୋଟାସିୟମ ରହିଛି । ଯେଉଁମାନେ ଡାଏଟ କରୁଛନ୍ତି ସେମାନଙ୍କ ଡାଏଟରେ କାଜୁ ଏଡ କରନ୍ତୁ । କାଜୁ ଖାଇବା ଦ୍ବାରା ସ୍ମରଣ ଶକ୍ତି ବଢ଼ିଥାଏ ।

ହାଇ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଏହା ଖୁବ ଭଲ । ତ୍ବଚାରେ ବୟସର ଛାପ ଆସେ ନାହିଁ । ଓଜନ କମ୍ କରିବା ସହ ହାଡ ମଧ୍ୟ ଶକ୍ତ କରିଥାଏ । କାଜୁରେ କପର ଓ ଆଇରନ ଥିବାରୁ ବ୍ଲଡ ସେଲ ବୃଦ୍ଧିକରିବାରେ ସାହାଯ୍ୟ କରେ । ହୃଦରୋଗୀ କାଜୁ ଖାଇବା ଦ୍ବରା ବ୍ଲଡ ସୁଗାର ଠିକ ରହେ । କାଜୁ ଖାଇବା ହାର୍ଟ ରୋଗୀଙ୍କ ପାଇଁ ଖୁବ ଭଲ ହୋଇଥାଏ।

https://www.thesakala.in/health/cashew-is-the-best-dryfood-for-health/article-16846
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp