ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ଉପକାରୀ ଖଜୁରୀ

The Sakala Picture
Published On

ଆଇରନ୍‌, ଭିଟାମିନ୍‌, କ୍ୟାଲସିୟମ୍‌, ପଟାସିୟମ୍‌ ଆଦି ପୋଷକତତ୍ତ୍ବ ଖଜୁରିରେ ଅଛି। ତେଣୁ ଖଜୁରି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସେହିପରି ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ଏହା ଉପକାରୀ। ଏହାକୁ ତ୍ବଚାରେ ଫେସ୍‌ପ୍ୟାକ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ। – ଖଜୁରିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରନ୍ତୁ। ସେହି ପେଷ୍ଟ୍‌ରେ କ୍ଷୀର ଓ ହଳଦୀ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। […]

ଆଇରନ୍‌, ଭିଟାମିନ୍‌, କ୍ୟାଲସିୟମ୍‌, ପଟାସିୟମ୍‌ ଆଦି ପୋଷକତତ୍ତ୍ବ ଖଜୁରିରେ ଅଛି। ତେଣୁ ଖଜୁରି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସେହିପରି ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ଏହା ଉପକାରୀ। ଏହାକୁ ତ୍ବଚାରେ ଫେସ୍‌ପ୍ୟାକ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

– ଖଜୁରିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରନ୍ତୁ। ସେହି ପେଷ୍ଟ୍‌ରେ କ୍ଷୀର ଓ ହଳଦୀ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ବରା ତ୍ବଚା ଉଜ୍ଜ୍ବଳ ଦିଶିବ।

ଆହୁରି ପଢ଼ନ୍ତୁ: ଫଳରେ ଲାଗିଥିବା ଷ୍ଟିକର ସାଜିପାରେ ଘାତକ: ଜାଣନ୍ତୁ ଏହା ପଛରେ ଥିବା କାରଣ ଏବଂ FSSAI ର ଚେତାବନୀ

-ଖଜୁରିକୁ କ୍ଷୀରରେ ଭିଜାଇ କିଛି ଘଣ୍ଟା ରଖନ୍ତୁ। ଏହା ପରେ କ୍ଷୀର ସହ ମିଶାଇ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ। ସେହି ପେଷ୍ଟ୍‌ରେ କିଛି ଘିକୁଆଁରୀ ରସ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ବାରା ତ୍ବଚା ହଗହୀନ ଓ କୋମଳ ରହିଥାଏ।

-ଖଜୁରିକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ। ସକାଳେ ତାହାକୁ କ୍ଷୀର ଓ ସରରେ ମିଶାଇ ବାଟି ଦିଅନ୍ତୁ। ସେହି ପେଷ୍ଟ୍‌ରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ସପ୍ତାହକୁ ଦୁଇଥର ଏହି ପ୍ୟାକ୍‌କୁ ବ୍ୟବହାର କରିପାରିବେ।

06 Jan 2022 By The Sakala

ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ଲାଗି ଉପକାରୀ ଖଜୁରୀ

ଆଇରନ୍‌, ଭିଟାମିନ୍‌, କ୍ୟାଲସିୟମ୍‌, ପଟାସିୟମ୍‌ ଆଦି ପୋଷକତତ୍ତ୍ବ ଖଜୁରିରେ ଅଛି। ତେଣୁ ଖଜୁରି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ସେହିପରି ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟ ଲାଗି ମଧ୍ୟ ଏହା ଉପକାରୀ। ଏହାକୁ ତ୍ବଚାରେ ଫେସ୍‌ପ୍ୟାକ ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ।

– ଖଜୁରିକୁ ଭଲଭାବେ ଧୋଇ ଗ୍ରାଇଣ୍ଡିଂ କରନ୍ତୁ। ସେହି ପେଷ୍ଟ୍‌ରେ କ୍ଷୀର ଓ ହଳଦୀ ମିଶାଇ ଏକ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ୨୦ ମିନିଟ୍ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ଦ୍ବରା ତ୍ବଚା ଉଜ୍ଜ୍ବଳ ଦିଶିବ।

-ଖଜୁରିକୁ କ୍ଷୀରରେ ଭିଜାଇ କିଛି ଘଣ୍ଟା ରଖନ୍ତୁ। ଏହା ପରେ କ୍ଷୀର ସହ ମିଶାଇ ତାହାକୁ ଗ୍ରାଇଣ୍ଡିଂ କରନ୍ତୁ। ସେହି ପେଷ୍ଟ୍‌ରେ କିଛି ଘିକୁଆଁରୀ ରସ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାକୁ ଲଗାଇବା ଦ୍ବାରା ତ୍ବଚା ହଗହୀନ ଓ କୋମଳ ରହିଥାଏ।

-ଖଜୁରିକୁ ରାତି ସାରା ପାଣିରେ ବତୁରାଇ ରଖନ୍ତୁ। ସକାଳେ ତାହାକୁ କ୍ଷୀର ଓ ସରରେ ମିଶାଇ ବାଟି ଦିଅନ୍ତୁ। ସେହି ପେଷ୍ଟ୍‌ରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ। ସପ୍ତାହକୁ ଦୁଇଥର ଏହି ପ୍ୟାକ୍‌କୁ ବ୍ୟବହାର କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp