ଲାଭପ୍ରଦ ଗରମ ପାଣି

The Sakala Picture
Published On

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। -ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ । -ସହଜରେ ଖାଦ୍ୟ ହଜମ ହେବା ପାଇଁ […]

ଆମ ଶରୀରର ୭୦ ପ୍ରତିଶତ ହେଉଛି ଜଳ। ପାଣି ବିନା ଜୀବନ ଅସମ୍ଭବ । ତେବେ ସାଦା ପାଣି ଅପେକ୍ଷା ଗରମ ପାଣି ପିଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ।

ଆହୁରି ପଢ଼ନ୍ତୁ: ସାଧାରଣ ଓଜନର ଅର୍ଥ ସୁସ୍ଥ ଲିଭର୍ ନୁହେଁ: ୨୦ ରୁ ୩୦ ବର୍ଷ ବୟସର ଭାରତୀୟ ଯୁବକମାନେ କାହିଁକି ହେଉଛନ୍ତି ଫ୍ୟାଟି ଲିଭର୍‌ର ଶିକାର ?

-ମୋଟାପଣ ଦୂର କରିବା ପାଇଁ ପ୍ରତିଦିନ ସକାଳେ ଉଠିବା ପରେ ଚାହା ବଦଳରେ ଗୋଟିଏ ଗ୍ଲାସ୍‌ ଗରମ ପାଣି ପିଅନ୍ତୁ । ଏହା ଚର୍ବି ହ୍ରାସ କରେ ଏବଂ ମୋଟାପଣ ଦୂର ହୁଏ ।

ଆହୁରି ପଢ଼ନ୍ତୁ: କ'ଣ ଜୁମ୍ବା ପ୍ରକୃତରେ ଏକ ଫୁଲ୍-ବଡି ୱାର୍କଆଉଟ୍ ହୋଇପାରେ? ଜାଣନ୍ତୁ ଫିଟନେସ୍ ବିଶେଷଜ୍ଞଙ୍କ ମତ

-ସହଜରେ ଖାଦ୍ୟ ହଜମ ହେବା ପାଇଁ ଗରମ ପାଣି ସବୁଠାରୁ ଭଲ ବିକଳ୍ପ। ରାତିରେ ଖାଇବା ପରେ ଉଷୁମ ପାଣି ପିଅନ୍ତୁ ।

ଆହୁରି ପଢ଼ନ୍ତୁ: ଅତିରିକ୍ତ ଚିନ୍ତା ବା ଓଭରଥିଙ୍କିଙ୍ଗ୍‌ରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ମନୋବିଜ୍ଞାନୀଙ୍କ ସ୍ୱତନ୍ତ୍ର ଟିପ୍ସ

-ଗରମ ପାଣି ପିଇବା ଦ୍ବାରା ରକ୍ତ ପରିଷ୍କାର ରହେ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥ ଝାଳ ମାଧ୍ୟମରେ ବାହାରିଯାଏ ।

-ରକ୍ତ ସଞ୍ଚାଳନ ଠିକ୍ ହୁଏ ଏବଂ ସ୍ନାୟୁତନ୍ତ୍ର ମଜବୁତ ରହେ ।

– ଗରମ ପାଣି ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସକାଳୁ ଉଷୁମ ପାଣିରେ ଲେମ୍ବୁ ପକାଇ ପିଇବା ଆହୁରି ସ୍ବାସ୍ଥ୍ୟପ୍ରଦ।

– କୋଷ୍ଠକାଠିନ୍ୟ ଦୂର କରିବା ଅଇଁ ଗରମ ପାଣି ଏକ ଔଷଧ ଭଳି କାମ କରିଥାଏ।

– ଛାତିରେ ଯନ୍ତ୍ରଣା ଓ ଗଳା ସଂକ୍ରମଣ ଦୂର କରିବା ପାଇଁ ଗରମ ପାଣି ବେଶ୍ ଲାଭଦାୟକ।

– ଋତୁସ୍ରାବ ସମୟରେ ଉଷୁମ ପାଣିରେ ଜିରା ଗୁଣ୍ଡ ପକାଇ ପିଇବା ଦ୍ବାରା ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ବାନ୍ତି ଦୂର ହୁଏ ।

– ଗରମ ପାଣି ଅମ୍ଳ ଦୋଷ ମଧ୍ୟ ଦୂର କରେ |

– ଗରମ ପାଣି ରକ୍ତ ସଞ୍ଚାଳନକୁ ଠିକ୍ କରେ ଏବଂ ରକ୍ତ ସଞ୍ଚାଳନ ଠିକ୍ ହେଲେ ତ୍ବଚା ଉପରେ ପଡ଼ିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ୟା ଦୂର ହୋଇଥାଏ। ଏହାର ସୁପ୍ରଭାବର ପଡିଥାଏ । ତେଣୁ ଗରମ ପାଣି ଦ୍ବାରା ଅନେକ ପ୍ରକାର ତ୍ବଚା ସମସ୍ଯା ଦୂର ହୋଇଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର