ଖୋଲିବ ଭିିକି -କ୍ୟାଟ୍ରିନା ପ୍ରେମ ରହସ୍ୟ

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖାଯାଇଛି। କିନ୍ତୁ ଅନେକ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିଲେ ପରସ୍ପରର ଭଲ ବନ୍ଧୁ କହି ଏଡାଇ ଯାଆନ୍ତି। ବହୁତ ଜଲ୍‌ଦି ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ସୋସିଆଲ୍ ମିଡିଆରେ ସ୍ବୀକାର କରିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାଟ୍ରିନା ଭିକିଙ୍କୁ ଅନ୍ୟ ହିରୋଇନ୍‌ମାନଙ୍କ ସହ ଅନ୍ତରଙ୍ଗ […]

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖାଯାଇଛି। କିନ୍ତୁ ଅନେକ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିଲେ ପରସ୍ପରର ଭଲ ବନ୍ଧୁ କହି ଏଡାଇ ଯାଆନ୍ତି। ବହୁତ ଜଲ୍‌ଦି ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ସୋସିଆଲ୍ ମିଡିଆରେ ସ୍ବୀକାର କରିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାଟ୍ରିନା ଭିକିଙ୍କୁ ଅନ୍ୟ ହିରୋଇନ୍‌ମାନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ସଫା ସଫା ମନା କରିଦେଇଥିବା ଜଣାପଡିଛି। ଏହାପୂର୍ବରୁ କ୍ୟାଟ୍ରିନା-ଭିକି ଏକାଠି ନୂଆବର୍ଷ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। କ୍ୟାଟିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଜଲ୍‌ଦି ରିଲିଜ୍‌ ହେବ। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର।

ଆହୁରି ପଢ଼ନ୍ତୁ: ନକାରାତ୍ମକ ରିଭ୍ୟୁ ସତ୍ତ୍ୱେ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ମାଇକେଲ ଜ୍ୟାକସନଙ୍କ ବାୟୋପିକ୍, ଦର୍ଶକଙ୍କ ମିଳିଲା ବିପୁଳ ସମର୍ଥନ

ଆହୁରି ପଢ଼ନ୍ତୁ: ହରିୟାଣୀ ଅଭିନେତ୍ରୀ ଦିବ୍ୟାଙ୍କା ସିରୋହୀଙ୍କ ୩୦ ବର୍ଷ ବୟସରେ ପରଲୋକ, ଭାଇରାଲ୍ ହେଉଛି 'ଶିବ ମୋତେ ସାଥୀରେ ନେଇଯାଅ' ପୋଷ୍ଟ

07 Jun 2021 By The Sakala

ଖୋଲିବ ଭିିକି -କ୍ୟାଟ୍ରିନା ପ୍ରେମ ରହସ୍ୟ

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଅନେକ ବଲିଉଡ୍‌ ପାର୍ଟିଗୁଡ଼ିକରେ ଦୁହିଁଙ୍କୁ ଏକାଠି ଦେଖାଯାଇଛି। କିନ୍ତୁ ଅନେକ ସମୟରେ ସେମାନଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଆସିଲେ ପରସ୍ପରର ଭଲ ବନ୍ଧୁ କହି ଏଡାଇ ଯାଆନ୍ତି। ବହୁତ ଜଲ୍‌ଦି ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ସୋସିଆଲ୍ ମିଡିଆରେ ସ୍ବୀକାର କରିପାରନ୍ତି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। କ୍ୟାଟ୍ରିନା ଭିକିଙ୍କୁ ଅନ୍ୟ ହିରୋଇନ୍‌ମାନଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ କରିବା ପାଇଁ ସଫା ସଫା ମନା କରିଦେଇଥିବା ଜଣାପଡିଛି। ଏହାପୂର୍ବରୁ କ୍ୟାଟ୍ରିନା-ଭିକି ଏକାଠି ନୂଆବର୍ଷ ପାଳନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। କ୍ୟାଟିନାଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ବହୁତ ଜଲ୍‌ଦି ରିଲିଜ୍‌ ହେବ। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର