ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ

The Sakala Picture
Published On

ଚେନ୍ନାଇ: ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ, ମନୋବାଲାଙ୍କ ଦେହାନ୍ତ ଖବର ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମନୋବାଲା ତାଙ୍କର କମେଡି ଟାଇମିଂ ପାଇଁ ଜଣାଶୁଣ।। ୩୫ ବର୍ଷର କ୍ୟାରୟରରେ ସେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। […]

ଚେନ୍ନାଇ: ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ, ମନୋବାଲାଙ୍କ ଦେହାନ୍ତ ଖବର ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମନୋବାଲା ତାଙ୍କର କମେଡି ଟାଇମିଂ ପାଇଁ ଜଣାଶୁଣ।। ୩୫ ବର୍ଷର କ୍ୟାରୟରରେ ସେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ମନୋବାଲା ୧୯୭୯ରେ ଭାରତୀରାଜାଙ୍କ ପୁଥିଆ ବର୍ପୁଗାଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ମନୋବାଲା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ‘ଦ କେରଳ ଷ୍ଟୋରୀ ୨’ ବିବାଦ: ରେଡ୍ ମିଟ୍ ସିନ୍ ପାଇଁ ମିଳୁଛି ହତ୍ୟା ଧମକ, ମୁହଁ ଖୋଲିଲେ ଅଭିନେତ୍ରୀ ଉଲ୍‌କା ଗୁପ୍ତା

03 May 2023 By The Sakala

ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ

ଚେନ୍ନାଇ: ତାମିଲ ଭେଟେରାନ ଅଭିନେତା-ନିର୍ଦ୍ଦେଶକ ମନୋବାଲାଙ୍କର ପରଲୋକ ଘଟିଛି। ବୁଧବାର ଚେନ୍ନାଇରେ ୬୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତ ଦୁଇ ସପ୍ତାହ ଧରି ତାଙ୍କ ବାସଭବନରେ ଲିଭର ସମ୍ବନ୍ଧୀୟ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଅନ୍ୟପକ୍ଷରେ, ମନୋବାଲାଙ୍କ ଦେହାନ୍ତ ଖବର ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ମନୋବାଲା ତାଙ୍କର କମେଡି ଟାଇମିଂ ପାଇଁ ଜଣାଶୁଣ।। ୩୫ ବର୍ଷର କ୍ୟାରୟରରେ ସେ ୪୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ମନୋବାଲା ୧୯୭୯ରେ ଭାରତୀରାଜାଙ୍କ ପୁଥିଆ ବର୍ପୁଗାଲଙ୍କ ସହ ଅଭିନୟ ଆରମ୍ଭ କରିଥିଲେ। ମନୋବାଲା ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି।

https://www.thesakala.in/entertainment/veteran-tamil-actor-director-manobala-passes-away/article-21318
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp