ମନୋରଞ୍ଜନ

ଆମେରିକାରେ ଶାହରୁଖ୍ ଖାନଙ୍କ ନୂଆ କ୍ରିକେଟ୍ ଷ୍ଟାଡିୟମ୍: ଉଦ୍‌ଘାଟନୀ ଭିଡିଓରେ ନଜର ଆସିଲେ ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି
ରିଆଲିଟି ସୋ 'ଦି ଆଲାଏନ୍ସ'ରେ ସୋହେଲ୍ ଖାନ୍‌ଙ୍କ ୱାଇଲ୍ଡ କାର୍ଡ ଏଣ୍ଟ୍ରି: ସଲମାନଙ୍କ ରିଆକ୍ସନ ବିଷୟରେ କହିଲେ ଅଭିନେତା
'କାଲା ହିରଣ' ବିବାଦ: ସେନ୍ସର ବୋର୍ଡକୁ ଯାଇନାହିଁ ଫିଲ୍ମ, ସଲମାନ ଖାନଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ସ୍ଥଗିତ
'ଟକ୍ସିକ୍'ର ନୂଆ ଟିଜର ରିଲିଜ୍: ଆକ୍ସନ୍ ବଦଳରେ ବୋଲ୍ଡ ସିନ୍ ଦେଖି ତାଜୁବ୍ ଫ୍ୟାନ୍ସ, ୟଶ୍ ଏବଂ କିଆରାଙ୍କ ରୋମାନ୍ସକୁ ନେଇ ଟ୍ରୋଲ୍ ହେଲେ ମେକର୍ସ
ବିବାହ ପୂର୍ବରୁ ଲିଭ୍-ଇନ୍‌ରେ ରହିବାକୁ ପରାମର୍ଶ ଦେଲେ ଭେଟେରାନ୍ ଅଭିନେତ୍ରୀ ଜୀନତ ଅମାନ, କହିଲେ '୧୫ ବର୍ଷ ଦୁଃଖରେ ରହିବା ଅପେକ୍ଷା ୫ ବର୍ଷ ଖୁସି ଭଲ'

ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଖାନ ଓ ପତ୍ନୀ ସୀମା ଖାନ

The Sakala Picture
Published On

ମୁମ୍ବାଇ: ବଲିଉଡ୍ ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ଦିନ ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ […]

ମୁମ୍ବାଇ: ବଲିଉଡ୍ ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ଦିନ ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବା ପରେ ବି ସେମାନେ ବନ୍ଧୁ ଭାବେ ଆଗାମୀ ଦିନରେ ରହିବେ ବୋଲି ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଭାବପ୍ରବଣ ହେଲେ ଅଲକା ୟାଗ୍ନିକ୍: ବିରଳ ରୋଗ ସହ ଲଢ଼େଇ ପରେ ଧୀରେ ଧୀରେ ଫେରୁଛନ୍ତି କିମ୍ବଦନ୍ତୀ ଗାୟିକା

ସୋହେଲ୍ ଓ ସୀମାଙ୍କର ବିବାହ ୧୯୯୮ରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ୟୋହାନ୍ ଓ ନିର୍ବାଣ ନାମରେ ଦୁଇ ସନ୍ତାନ ରହିଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ୨୦୧୭ରେ ସୋହେଲ୍ ଓ ସୀମାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହୋଇଥିଲା । ସେସମୟରେ ଦୁହେଁ ଏସମ୍ପର୍କରେ ଚୁପ୍ ରହିଥିଲେ ।

ଆହୁରି ପଢ଼ନ୍ତୁ: 'ପଠାନଙ୍କୁ କହିଦିଅ ଚୌହାନ ଆସୁଛି... ଆସୁଛି କାଶ୍ମୀରର ପଥରମାଡ଼ ଘଟଣା ଉପରେ ଆଧାରିତ ଅଜୟ ଦେବଗନ୍‌ଙ୍କ ନୂଆ ଫିଲ୍ମ 'ଚୌହାନ'

ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍‌ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍‌ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମାଙ୍ଗାଲୁରୁରେ ଶାହରୁଖ ଖାନଙ୍କ ଜବରଦସ୍ତ ରିପ୍ଲାଏ: 'ସ୍ୱାମୀଙ୍କ ଠାରୁ ଅଧିକ ଭଲପାଏ' କହିଥିବା ମହିଳା ଫ୍ୟାନଙ୍କୁ ଦେଲେ ମଜାଦାର ଉତ୍ତର

13 May 2022 By The Sakala

ବିବାହର ୨୪ ବର୍ଷ ପରେ ଅଲଗା ହେବେ ସୋହେଲ ଖାନ ଓ ପତ୍ନୀ ସୀମା ଖାନ

ମୁମ୍ବାଇ: ବଲିଉଡ୍ ଅଭିନେତା ପ୍ରଯୋଜକ ସୋହେଲ ଖାନ ଓ ତାଙ୍କ ସ୍ତ୍ରୀ ସୀମା ଖାନ ଖୁବ ଶୀଘ୍ର ଛାଡପତ୍ର ନେବାକୁ ଯାଉଛନ୍ତି । ଏନେଇ ଉଭୟ କୋର୍ଟରେ ଆବେଦନ ମଧ୍ୟ କରି ସାରିଛନ୍ତି। ଶୁକ୍ରବାର ଦିନ ସୋହେଲ ଓ ସୀମାଙ୍କୁ ମୁମ୍ବାଇ ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଛି। ସେମାନେ ଛାଡପତ୍ର ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ଶୁକ୍ରବାର ଏମାନେ ଫ୍ୟାମିଲି କୋର୍ଟରେ ପହଞ୍ଚି ଛାଡପତ୍ର ଆବେଦନ କରିଛନ୍ତି । ଉଭୟ ପରସ୍ପରର ସହମତିରେ ଏହି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବା ପରେ ବି ସେମାନେ ବନ୍ଧୁ ଭାବେ ଆଗାମୀ ଦିନରେ ରହିବେ ବୋଲି ସୂଚନା ମିଳିଛି ।

ସୋହେଲ୍ ଓ ସୀମାଙ୍କର ବିବାହ ୧୯୯୮ରେ ହୋଇଥିଲା । ଏହି ଦମ୍ପତ୍ତିଙ୍କର ୟୋହାନ୍ ଓ ନିର୍ବାଣ ନାମରେ ଦୁଇ ସନ୍ତାନ ରହିଛନ୍ତି । ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହେବାକୁ ଯାଉଛନ୍ତି । ୨୦୧୭ରେ ସୋହେଲ୍ ଓ ସୀମାଙ୍କ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ହୋଇଥିଲା । ସେସମୟରେ ଦୁହେଁ ଏସମ୍ପର୍କରେ ଚୁପ୍ ରହିଥିଲେ ।

ଏହା ପୂର୍ବରୁ ସୋହେଲଙ୍କ ବଡ଼ ଭାଇ ଅର୍ବାଜ ଖାନ୍‌ଙ୍କର ମଲାଇକା ଅରୋରାଙ୍କ ସହିତ ଛାଡ଼ପତ୍ର ହୋଇଥିଲା। ଏଥିରେ ଉଭୟ ମଲାଇକା ଓ ଅର୍ବାଜଙ୍କ ସହମତି ରହିଥିଲା। ସୂଚନା ଅନୁସାରେ, ଭଡ଼ ଭାଇ ସଲମାନ ଖାନ୍‌ ଏବେବି ଅବିବାହିତ ରହିଥିବା ବେଲେ ଦୁଇ ଭାଇ ସୋହେଲ ଓ ଅର୍ବାଜ କିନ୍ତୁ ବିବାହ କରିଥିଲେ। ପୂର୍ବରୁ ବଡ଼ବାଇ ଅର୍ବାଜଙ୍କ ଡିଭୋର୍ସ ହୋଇଥିବା ବେଳେ ଏବେ ସୋହେଲ ମଧ୍ୟ ଛାଡ଼ପତ୍ର ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର