ଏକାଠି ନଜର ଆସିବେ ଶାହରୁଖ୍‌-ତାପସୀ

The Sakala Picture
Published On

ଦୀର୍ଘ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି କିଙ୍ଗ୍‌ଖାନ୍ ଶାହରୁଖ୍‌। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ତିନିଟି ଫିଲ୍ମରେ ନଜର ଆସିବେ। ପ୍ରଥମେ ‘ପଠାନ୍‌’, ତା’ପରେ ‘ଜବାନ୍‌’ ଓ ‘ଡଙ୍କି’ ସିନେମାରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ‘ଡଙ୍କି’ ଫିଲ୍ମକୁ ନେଇ ଏହାର ନିର୍ମାତା ସବୁକିଛି ଗୋପନ ରଖିଛନ୍ତି। ଅର୍ଥାତ୍ ଫିଲ୍ମର କାହାଣୀଠୁ ଆରମ୍ଭ କରି ଶାହରୁଖ୍‌ଙ୍କ ବେଶଭୂଷା କିଭଳି ରହିବ, ତାହାକୁ ନେଇ କିଛି ବି ଆଲୋଚନା କରାଯାଉ ନାହିଁ। ଏପରିକି […]

ଦୀର୍ଘ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି କିଙ୍ଗ୍‌ଖାନ୍ ଶାହରୁଖ୍‌। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ତିନିଟି ଫିଲ୍ମରେ ନଜର ଆସିବେ। ପ୍ରଥମେ ‘ପଠାନ୍‌’, ତା’ପରେ ‘ଜବାନ୍‌’ ଓ ‘ଡଙ୍କି’ ସିନେମାରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ‘ଡଙ୍କି’ ଫିଲ୍ମକୁ ନେଇ ଏହାର ନିର୍ମାତା ସବୁକିଛି ଗୋପନ ରଖିଛନ୍ତି। ଅର୍ଥାତ୍ ଫିଲ୍ମର କାହାଣୀଠୁ ଆରମ୍ଭ କରି ଶାହରୁଖ୍‌ଙ୍କ ବେଶଭୂଷା କିଭଳି ରହିବ, ତାହାକୁ ନେଇ କିଛି ବି ଆଲୋଚନା କରାଯାଉ ନାହିଁ।

ଆହୁରି ପଢ଼ନ୍ତୁ: ଇନଷ୍ଟାଗ୍ରାମରେ ନିଜର ଯନ୍ତ୍ରଣାଦାୟକ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଲେ ସୋନୁ ନିଗମ: କହିଲେ 'ଏମ୍ଆର୍ଆଇ (MRI) ଏବଂ ସିଟି (CT) ସ୍କାନ୍ କରୁଛି'

ଏପରିକି ଶାହରୁଖ୍‌ଙ୍କ ବିପକ୍ଷରେ ନାୟିକା କିଏ ହେବେ ସେକଥା ମଧ୍ୟ କିଛି କୁହାଯାଇ ନାହିଁ। ତେବେ ଏବେ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ବିଦେଶରେ ଆରମ୍ଭ ହୋଇଯାଇଛି। ଏହା ସହ ସୁଟିଂ ସେଟ୍‌ର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଶାହରୁଖ୍‌ଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଆଉ ଏହି ଫଟୋରୁ ଶାହରୁଖ୍‌ ଓ ତାପସୀ ଏକାଠି ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ୨୦୨୩ ଶେଷ ବେଳକୁ ‘ଡଙ୍କି’ ଫିଲ୍ମ ରିଲିଜ୍ ହେବା ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: "ମୁଁ କିଛି ଖାଇପାରୁନି": ନିଜ ଓଜନ ହ୍ରାସ ଏବଂ ମାୟୋସାଇଟିସ୍ ସଂଘର୍ଷ ବିଷୟରେ ଖୁଲାସା କଲେ ସାମନ୍ଥା ରୁଥ୍ ପ୍ରଭୁ

30 Jul 2022 By The Sakala

ଏକାଠି ନଜର ଆସିବେ ଶାହରୁଖ୍‌-ତାପସୀ

ଦୀର୍ଘ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି କିଙ୍ଗ୍‌ଖାନ୍ ଶାହରୁଖ୍‌। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ତିନିଟି ଫିଲ୍ମରେ ନଜର ଆସିବେ। ପ୍ରଥମେ ‘ପଠାନ୍‌’, ତା’ପରେ ‘ଜବାନ୍‌’ ଓ ‘ଡଙ୍କି’ ସିନେମାରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ‘ଡଙ୍କି’ ଫିଲ୍ମକୁ ନେଇ ଏହାର ନିର୍ମାତା ସବୁକିଛି ଗୋପନ ରଖିଛନ୍ତି। ଅର୍ଥାତ୍ ଫିଲ୍ମର କାହାଣୀଠୁ ଆରମ୍ଭ କରି ଶାହରୁଖ୍‌ଙ୍କ ବେଶଭୂଷା କିଭଳି ରହିବ, ତାହାକୁ ନେଇ କିଛି ବି ଆଲୋଚନା କରାଯାଉ ନାହିଁ।

ଏପରିକି ଶାହରୁଖ୍‌ଙ୍କ ବିପକ୍ଷରେ ନାୟିକା କିଏ ହେବେ ସେକଥା ମଧ୍ୟ କିଛି କୁହାଯାଇ ନାହିଁ। ତେବେ ଏବେ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ବିଦେଶରେ ଆରମ୍ଭ ହୋଇଯାଇଛି। ଏହା ସହ ସୁଟିଂ ସେଟ୍‌ର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଶାହରୁଖ୍‌ଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଆଉ ଏହି ଫଟୋରୁ ଶାହରୁଖ୍‌ ଓ ତାପସୀ ଏକାଠି ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ୨୦୨୩ ଶେଷ ବେଳକୁ ‘ଡଙ୍କି’ ଫିଲ୍ମ ରିଲିଜ୍ ହେବା ଆଶା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର