ରଣଧୀର କପୁର କରୋନା ପଜିଟିଭ୍

The Sakala Picture
Published On

ମୁମ୍ବାଇ: କରୋନା କବଳରେ ବଲିଉଡ୍। କରୋନା ପଜିଟିଭ୍ ହେଲେ ବଲିଉଡ୍ ଅଭିନେତା ରଣଧୀର କପୁର। ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ୧୯୭୧ରେ ମୁକ୍ତିଲାଭ କରିଥିବା “କଲ୍ ଆଜ କଲ୍” ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ରଣଧୀର କପୁର। ଏହି ଫିଲ୍ମରେ ସେ ବାପା ରାଜ କପୁର ଓ ଯେଯେ ପୃଥ୍ୱବୀ ରାଜ କପୁରଙ୍କ ସହିତ ମିଶି କାମ କରିଥିଲେ। […]

ମୁମ୍ବାଇ: କରୋନା କବଳରେ ବଲିଉଡ୍। କରୋନା ପଜିଟିଭ୍ ହେଲେ ବଲିଉଡ୍ ଅଭିନେତା ରଣଧୀର କପୁର। ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

୧୯୭୧ରେ ମୁକ୍ତିଲାଭ କରିଥିବା “କଲ୍ ଆଜ କଲ୍” ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ରଣଧୀର କପୁର। ଏହି ଫିଲ୍ମରେ ସେ ବାପା ରାଜ କପୁର ଓ ଯେଯେ ପୃଥ୍ୱବୀ ରାଜ କପୁରଙ୍କ ସହିତ ମିଶି କାମ କରିଥିଲେ। ଏହା ଛଡ଼ା ଜବାନୀ ଦିୱାନୀ, ରାମପୁର କା ଲକ୍ଷ୍ମଣ  ଓ ଚାଚା ଭତିଜା ଭଳି ଫିଲ୍ମରେ ଅଭିନୟ କରିଥିଲେ। ୧୦୧୪ରେ ମୁକ୍ତିଲାଭ କରିଥିବା ହାଉସ୍‌ଫୁଲ୍‌ ଫିଲ୍ମ ଏପର୍ଯ୍ୟନ୍ତ ତାଙ୍କ ଶେଷ ଫିଲ୍ମ ହୋଇ ରହିଛି।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

29 Apr 2021 By The Sakala

ରଣଧୀର କପୁର କରୋନା ପଜିଟିଭ୍

ମୁମ୍ବାଇ: କରୋନା କବଳରେ ବଲିଉଡ୍। କରୋନା ପଜିଟିଭ୍ ହେଲେ ବଲିଉଡ୍ ଅଭିନେତା ରଣଧୀର କପୁର। ସେ କରୋନା ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

୧୯୭୧ରେ ମୁକ୍ତିଲାଭ କରିଥିବା “କଲ୍ ଆଜ କଲ୍” ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ରଣଧୀର କପୁର। ଏହି ଫିଲ୍ମରେ ସେ ବାପା ରାଜ କପୁର ଓ ଯେଯେ ପୃଥ୍ୱବୀ ରାଜ କପୁରଙ୍କ ସହିତ ମିଶି କାମ କରିଥିଲେ। ଏହା ଛଡ଼ା ଜବାନୀ ଦିୱାନୀ, ରାମପୁର କା ଲକ୍ଷ୍ମଣ  ଓ ଚାଚା ଭତିଜା ଭଳି ଫିଲ୍ମରେ ଅଭିନୟ କରିଥିଲେ। ୧୦୧୪ରେ ମୁକ୍ତିଲାଭ କରିଥିବା ହାଉସ୍‌ଫୁଲ୍‌ ଫିଲ୍ମ ଏପର୍ଯ୍ୟନ୍ତ ତାଙ୍କ ଶେଷ ଫିଲ୍ମ ହୋଇ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର