ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଜଗତର ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍‌‌ସା ମିଶ୍ର

The Sakala Picture
Published On

ଭୁବନେଶ୍ୱର: ବାଜିଲା ଲିପ୍‌‌ସାଙ୍କ ସାହାନାଇ। ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପ୍‌‌ସା ମିଶ୍ର। ଆକାଶ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ଆକାଶ ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ […]

ଭୁବନେଶ୍ୱର: ବାଜିଲା ଲିପ୍‌‌ସାଙ୍କ ସାହାନାଇ। ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପ୍‌‌ସା ମିଶ୍ର। ଆକାଶ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ଆକାଶ ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍‌‌ସା ପରିଚିତ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା। ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

28 Feb 2023 By The Sakala

ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ଜଗତର ଚୁଲ୍‌ବୁଲି ଅଭିନେତ୍ରୀ ଲିପ୍‌‌ସା ମିଶ୍ର

ଭୁବନେଶ୍ୱର: ବାଜିଲା ଲିପ୍‌‌ସାଙ୍କ ସାହାନାଇ। ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚ୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପ୍‌‌ସା ମିଶ୍ର। ଆକାଶ ଆଚାର୍ଯ୍ୟଙ୍କୁ ସେ ବିବାହ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି। ଆକାଶ ହେଉଛନ୍ତି ଜଣେ ମେକାନିକାଲ୍‌‌ ଇଞ୍ଜିନିୟର ଓ ମାର୍କେଟିଂରେ ସେ ଏମ୍‌‌ବିଏ ପାଠ ପଢ଼଼ିଛନ୍ତି। ବର୍ତ୍ତମାନ ସେ ନିଜ ପରିବାରର ବ୍ୟବସାୟ ଦେଖାଶୁଣା କରୁଛନ୍ତି। ଓଡ଼ିଆ ସିନେମା ଓ ଟେଲିଭିଜନ ଶିଳ୍ପରେ ନୂଆ ଧାରା ସୃଷ୍ଟି କରିବା ନେଇ ଲିପ୍‌‌ସା ପରିଚିତ। ୨୦୧୫ ମସିହାରେ ଚଳଚ୍ଚିତ୍ର ‘ମାୟା’ ଜରିଆରେ ଡେବ୍ୟୁ କରିଥିଲେ ଲିପ୍‌‌ସା। ଏହାପରେ ୨୦୧୬ରେ ‘ଅଦୃଶ୍ୟମ୍‌‌’, ୨୦୨୨ରେ ‘ତୃଷ୍ଣା’, ‘ପିଲାଟା ବିଗିଡ଼ିଗଲା’, ‘ରଙ୍ଗିଲା ବୋହୂ’, ୪ ଇଡିଅଟ୍‌‌’, ‘ଟୋକାଟା ଫସିଗଲା’ ଆଦି ଚଳଚ୍ଚିତ୍ରରେ ଲିପ୍ସାଙ୍କୁ ଦେଖିବାକୁ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର