ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବାହାଘରରେ ଲୁଙ୍ଗି ପିନ୍ଧିବେ ଜାହ୍ନବୀଙ୍କ ବର

The Sakala Picture
Published On

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ତାଙ୍କ ବିବାହକୁ ନେଇ ଏବେଠାରୁ ଯୋଜନା କରିସାରିଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ପଚାଯାଇଥିଲା ଯେ, ବିବାହକୁ ନେଇ ତାଙ୍କର କ’ଣ ସବୁ ଯୋଜନା ରହିଛି। ଏହାର ଉତ୍ତରରେ ଜାହ୍ନବୀ କହିଥିଲେ ଯେ, ମୋ ମନରେ ସେହିଦିନକୁ ନେଇ ଅନେକ ସ୍ବପ୍ନ ରହିଛି। । ମୁଁ ତିରୁପତିରେ ବିବାହ କରିବାକୁ ଚାହୁଁଛି। ଏହା ଏକ ଘରୋଇ ଫଙ୍କସନ୍‌ ହେବ। ସେହିଦିନ […]

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ତାଙ୍କ ବିବାହକୁ ନେଇ ଏବେଠାରୁ ଯୋଜନା କରିସାରିଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ପଚାଯାଇଥିଲା ଯେ, ବିବାହକୁ ନେଇ ତାଙ୍କର କ’ଣ ସବୁ ଯୋଜନା ରହିଛି। ଏହାର ଉତ୍ତରରେ ଜାହ୍ନବୀ କହିଥିଲେ ଯେ, ମୋ ମନରେ ସେହିଦିନକୁ ନେଇ ଅନେକ ସ୍ବପ୍ନ ରହିଛି। । ମୁଁ ତିରୁପତିରେ ବିବାହ କରିବାକୁ ଚାହୁଁଛି। ଏହା ଏକ ଘରୋଇ ଫଙ୍କସନ୍‌ ହେବ। ସେହିଦିନ ମୁଁ ଗୋଲ୍‌ଡ୍‌ କାଞ୍ଜିବରମ୍‌ ଶାଢି ପିନ୍ଧିବି। ମୁଁ କେଶରେ ମଲ୍ଲୀମାଳ ଲଗାଇବି। ମୋର ସ୍ବାମୀ ବାହାଘରରେ ଲୁଙ୍ଗି ପିନ୍ଧିବେ ଓ ଆମେ ଦୁହେଁ କଦଳୀପତ୍ରରେ ଖାଇବୁ।

ଆହୁରି ପଢ଼ନ୍ତୁ: ରିଲିଜ୍ ହେଲା ‘ଆଲଫା’ ଟିଜର୍: ଝିଅ ଆଲିଆଙ୍କୁ ବାପା ବବି ଦେଓଲଙ୍କ ଭୟଙ୍କର ଜନ୍ମଦିନ ଉପହାର

07 Mar 2021 By The Sakala

ବାହାଘରରେ ଲୁଙ୍ଗି ପିନ୍ଧିବେ ଜାହ୍ନବୀଙ୍କ ବର

ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଆଜି ୨୪ ବର୍ଷରେ ପଦାର୍ପଣ କରିଛନ୍ତି। ଜାହ୍ନବୀ ତାଙ୍କ ବିବାହକୁ ନେଇ ଏବେଠାରୁ ଯୋଜନା କରିସାରିଛନ୍ତି। ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଜାହ୍ନବୀଙ୍କୁ ପଚାଯାଇଥିଲା ଯେ, ବିବାହକୁ ନେଇ ତାଙ୍କର କ’ଣ ସବୁ ଯୋଜନା ରହିଛି। ଏହାର ଉତ୍ତରରେ ଜାହ୍ନବୀ କହିଥିଲେ ଯେ, ମୋ ମନରେ ସେହିଦିନକୁ ନେଇ ଅନେକ ସ୍ବପ୍ନ ରହିଛି। । ମୁଁ ତିରୁପତିରେ ବିବାହ କରିବାକୁ ଚାହୁଁଛି। ଏହା ଏକ ଘରୋଇ ଫଙ୍କସନ୍‌ ହେବ। ସେହିଦିନ ମୁଁ ଗୋଲ୍‌ଡ୍‌ କାଞ୍ଜିବରମ୍‌ ଶାଢି ପିନ୍ଧିବି। ମୁଁ କେଶରେ ମଲ୍ଲୀମାଳ ଲଗାଇବି। ମୋର ସ୍ବାମୀ ବାହାଘରରେ ଲୁଙ୍ଗି ପିନ୍ଧିବେ ଓ ଆମେ ଦୁହେଁ କଦଳୀପତ୍ରରେ ଖାଇବୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର