ଘରେ ମୁଁ ଅଲଗା ମଣିଷ: ରଣବୀର କପୁର୍‌

The Sakala Picture
Published On

ବଲିଉଡ୍‌ ରକ୍‌ଷ୍ଟାର୍‌ ରଣବୀର କପୁର୍‌ ତାଙ୍କ ଆଗାମୀ ନୂଆ ସିନେମା ‘ଆନିମଲ୍‌’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ସିନେମାରେ ମୁଖ୍ୟ ଆକର୍ଷଣ ସାଜିବ ରଣବୀରଙ୍କ ଲୁକ୍। ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ନୂଆ ଭୟାନକ ରୂପକୁ ଦେଖୀବା ପାଇଁ ଚାହିଁ ବସିଛନ୍ତି। ନିକଟରେ ଏହି ସିନେମାର ଟ୍ରେଲର ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିନେମାର ଟ୍ରେଲର ଲଞ୍ଚ୍‌ ସମୟରେ ରଣବୀର ସିନେମାକୁ ନେଇ ଅନେକ […]

ବଲିଉଡ୍‌ ରକ୍‌ଷ୍ଟାର୍‌ ରଣବୀର କପୁର୍‌ ତାଙ୍କ ଆଗାମୀ ନୂଆ ସିନେମା ‘ଆନିମଲ୍‌’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ସିନେମାରେ ମୁଖ୍ୟ ଆକର୍ଷଣ ସାଜିବ ରଣବୀରଙ୍କ ଲୁକ୍। ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ନୂଆ ଭୟାନକ ରୂପକୁ ଦେଖୀବା ପାଇଁ ଚାହିଁ ବସିଛନ୍ତି। ନିକଟରେ ଏହି ସିନେମାର ଟ୍ରେଲର ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିନେମାର ଟ୍ରେଲର ଲଞ୍ଚ୍‌ ସମୟରେ ରଣବୀର ସିନେମାକୁ ନେଇ ଅନେକ କିଛି କଥାର ଖୁଲାସା କରିଛନ୍ତି। ତା’ସହ ଅଭିନେତ୍ରୀ ପତ୍ନୀ ଆଲିଆଙ୍କୁ ନେଇ ମଧ୍ୟ କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସିନେମା ସୁଟିଂ ଶେଷ କରି ଯେତେବେଳେ ସେ ଘରକୁ ଫେରୁଥିଲେ, ତାଙ୍କୁ ଖୁବ୍ ଶାନ୍ତି ମିଳୁଥିଲା।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

ସେହିପରି ଘରେ ସେ ସମ୍ପୂର୍ଣ୍ଣ ଅଲଗା ମଣିଷ ବୋଲି ରଣବୀର କହିଛନ୍ତି। କାରଣ ସେ ନିଜ କାମକୁ କେବେ ବି ଘରକୁ ନେଇ ଯାଆନ୍ତି ନାହିଁ। ଯଦି ସିନେମାର ଚରିତ୍ର ସହ ଘରକୁ ଫେରିଥାନ୍ତେ, ତାଙ୍କ ଅଭିନେତ୍ରୀ ପତ୍ନୀ ଆଲିଆ ତାଙ୍କୁ ଖୁବ୍ ମାରିଥାନ୍ତେ। ଏପରି ସ୍ଥଳରେ ଘରକୁ ଯାଇ ସେ ଯଦି ତାଙ୍କ ଚରିତ୍ର ଭଳି ପ୍ରତିକ୍ରିୟା ଦେବେ, ତାହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ମାରିବା ଖୁବ୍ ସ୍ବାଭାବିକ। ଅବଶ୍ୟ ଏହି କଥାରୁ ଅନୂମାନ କରାଯାଉଛି ରଣବୀର ତାଙ୍କ ପତ୍ନୀ ଆଲିଆଙ୍କୁ ଖୁବ୍ ଭୟ କରନ୍ତି। ଏହି ସିନେମାକୁ ପୂରା କରିବା ପାଇଁ ତାଙ୍କୁ ୧୦୦ ଦିନ ପର୍ପ୍ୟନ୍ତ ସୁଟିଂ କରିବାକୁ ପଡ଼ିଥିଲା। ସିନେମାରେ ରଣବୀରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅନ୍ୟପଟେ ‘ଆନିମଲ’ ଡିସେମ୍ବର ୧ରେ ପ୍ରେକ୍ଷାଳୟକୁ ଆସିବ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

27 Nov 2023 By The Sakala

ଘରେ ମୁଁ ଅଲଗା ମଣିଷ: ରଣବୀର କପୁର୍‌

ବଲିଉଡ୍‌ ରକ୍‌ଷ୍ଟାର୍‌ ରଣବୀର କପୁର୍‌ ତାଙ୍କ ଆଗାମୀ ନୂଆ ସିନେମା ‘ଆନିମଲ୍‌’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ସିନେମାରେ ମୁଖ୍ୟ ଆକର୍ଷଣ ସାଜିବ ରଣବୀରଙ୍କ ଲୁକ୍। ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ନୂଆ ଭୟାନକ ରୂପକୁ ଦେଖୀବା ପାଇଁ ଚାହିଁ ବସିଛନ୍ତି। ନିକଟରେ ଏହି ସିନେମାର ଟ୍ରେଲର ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରିଛନ୍ତି। ତେବେ ସିନେମାର ଟ୍ରେଲର ଲଞ୍ଚ୍‌ ସମୟରେ ରଣବୀର ସିନେମାକୁ ନେଇ ଅନେକ କିଛି କଥାର ଖୁଲାସା କରିଛନ୍ତି। ତା’ସହ ଅଭିନେତ୍ରୀ ପତ୍ନୀ ଆଲିଆଙ୍କୁ ନେଇ ମଧ୍ୟ କିଛି କଥା କହିଛନ୍ତି, ଯାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ସିନେମା ସୁଟିଂ ଶେଷ କରି ଯେତେବେଳେ ସେ ଘରକୁ ଫେରୁଥିଲେ, ତାଙ୍କୁ ଖୁବ୍ ଶାନ୍ତି ମିଳୁଥିଲା।

ସେହିପରି ଘରେ ସେ ସମ୍ପୂର୍ଣ୍ଣ ଅଲଗା ମଣିଷ ବୋଲି ରଣବୀର କହିଛନ୍ତି। କାରଣ ସେ ନିଜ କାମକୁ କେବେ ବି ଘରକୁ ନେଇ ଯାଆନ୍ତି ନାହିଁ। ଯଦି ସିନେମାର ଚରିତ୍ର ସହ ଘରକୁ ଫେରିଥାନ୍ତେ, ତାଙ୍କ ଅଭିନେତ୍ରୀ ପତ୍ନୀ ଆଲିଆ ତାଙ୍କୁ ଖୁବ୍ ମାରିଥାନ୍ତେ। ଏପରି ସ୍ଥଳରେ ଘରକୁ ଯାଇ ସେ ଯଦି ତାଙ୍କ ଚରିତ୍ର ଭଳି ପ୍ରତିକ୍ରିୟା ଦେବେ, ତାହେଲେ ତାଙ୍କ ସ୍ତ୍ରୀ ତାଙ୍କୁ ମାରିବା ଖୁବ୍ ସ୍ବାଭାବିକ। ଅବଶ୍ୟ ଏହି କଥାରୁ ଅନୂମାନ କରାଯାଉଛି ରଣବୀର ତାଙ୍କ ପତ୍ନୀ ଆଲିଆଙ୍କୁ ଖୁବ୍ ଭୟ କରନ୍ତି। ଏହି ସିନେମାକୁ ପୂରା କରିବା ପାଇଁ ତାଙ୍କୁ ୧୦୦ ଦିନ ପର୍ପ୍ୟନ୍ତ ସୁଟିଂ କରିବାକୁ ପଡ଼ିଥିଲା। ସିନେମାରେ ରଣବୀରଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଅନ୍ୟପଟେ ‘ଆନିମଲ’ ଡିସେମ୍ବର ୧ରେ ପ୍ରେକ୍ଷାଳୟକୁ ଆସିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର