ରିଲିଜ୍‌ ପୂର୍ବରୁ ‘ପଠାନ୍‌’କୁ ନେଇ ବଢୁଛି ଅସନ୍ତୋଷ; ଫିଲ୍ମକୁ ବ୍ୟାନ କରିବାକୁ ବିଭିନ୍ନ ମହଲରେ ଦାବି

The Sakala Picture
Published On

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଛି ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ । ଫିଲ୍ମକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ […]

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଛି ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ । ଫିଲ୍ମକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ‘ବେସରମ୍‌ ରଂଗ’ ଗୀତ ଏବେ ରିଲିଜ୍‌ ହୋଇ ସାରିଛି। ତେବେ ଏହି ଗୀତ ରିଲିଜ ହେବା ପରେ ସେଥିରେ ଦୀପିକା ପିନ୍ଧିଥିବା ପୋଷାକଙ୍କୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକାଙ୍କ ଏହି ବେଶଭୂଷାକୁ ନେଇ ସମାଲୋଚନା କରିବା ପରେ କିଛି ଆନ୍ଦୋଳନକାରୀ ଏବେ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଶାହାରୁଖ୍‌ ଓ ଦୀପିକାଙ୍କ କୁଶପୁତ୍ତଳିକା ଦାହ କରି ‘ପଠାନ୍‌’କୁ ବିରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଷ୍ଟାର୍ କିଡ୍ ହେବା ସତ୍ତ୍ୱେ ଜନି ଲିଭରଙ୍କ ଝିଅ ଜେମିଙ୍କୁ ମିଳିଲାନି ଫିଲ୍ମ, କାଷ୍ଟିଂ ଡିରେକ୍ଟରଙ୍କ ଧୋକା ନେଇ କଲେ ଖୁଲାସା

ବେଶରମ ରଙ୍ଗ ଗୀତରେ ଆପତ୍ତିଜନକ ଦୃଶ୍ୟ ସହ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଫିଲ୍ମର ହିରୋଇନ ଦୀପିକା ପାଦୁକୋନ ହିରୋ ଶାହରୁଖଙ୍କ ସହ ରୋମାନ୍ସ କରୁଛନ୍ତି। ଏହାକୁ ବୟକଟ ପାର୍ଟି ଜୋରଦାର ବିରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

15 Dec 2022 By The Sakala

ରିଲିଜ୍‌ ପୂର୍ବରୁ ‘ପଠାନ୍‌’କୁ ନେଇ ବଢୁଛି ଅସନ୍ତୋଷ; ଫିଲ୍ମକୁ ବ୍ୟାନ କରିବାକୁ ବିଭିନ୍ନ ମହଲରେ ଦାବି

ମୁମ୍ବାଇ: ରିଲିଜ୍‌ ହେବା ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଛି ଶାହାରୁଖ ଖାନଙ୍କ ଆଗାମୀ ଫିଲ୍ମ ‘ପଠାନ୍‌’ । ଫିଲ୍ମକୁ ବହିଷ୍କାର କରିବାକୁ ଅପିଲ କରିଛନ୍ତି ଅଯୋଧ୍ୟାର ମହନ୍ତ ରାଜୁ ଦାସ । ଏହାସହ ଦର୍ଶକଙ୍କୁ ଅପିଲ କରିଛନ୍ତି ଯେଉଁ ଥିଏଟରରେ ପଠାନ ଫିଲ୍ମ ସୋ ପଡୁଛି ସେହି ହଲକୁ ଜାଳି ଦିଆଯାଉ । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିବାଦ ଉଠିଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌

ସୁପର୍‌ଷ୍ଟାର୍‌ ଶାହାରୁଖ୍‌ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରର ‘ବେସରମ୍‌ ରଂଗ’ ଗୀତ ଏବେ ରିଲିଜ୍‌ ହୋଇ ସାରିଛି। ତେବେ ଏହି ଗୀତ ରିଲିଜ ହେବା ପରେ ସେଥିରେ ଦୀପିକା ପିନ୍ଧିଥିବା ପୋଷାକଙ୍କୁ ନେଇ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି। ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଦୀପିକାଙ୍କ ଏହି ବେଶଭୂଷାକୁ ନେଇ ସମାଲୋଚନା କରିବା ପରେ କିଛି ଆନ୍ଦୋଳନକାରୀ ଏବେ ଆନ୍ଦୋଳନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ ଶାହାରୁଖ୍‌ ଓ ଦୀପିକାଙ୍କ କୁଶପୁତ୍ତଳିକା ଦାହ କରି ‘ପଠାନ୍‌’କୁ ବିରୋଧ କରିଛନ୍ତି।

ବେଶରମ ରଙ୍ଗ ଗୀତରେ ଆପତ୍ତିଜନକ ଦୃଶ୍ୟ ସହ ଗେରୁଆ ରଙ୍ଗର ପୋଷାକ ପିନ୍ଧି ଫିଲ୍ମର ହିରୋଇନ ଦୀପିକା ପାଦୁକୋନ ହିରୋ ଶାହରୁଖଙ୍କ ସହ ରୋମାନ୍ସ କରୁଛନ୍ତି। ଏହାକୁ ବୟକଟ ପାର୍ଟି ଜୋରଦାର ବିରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର