ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓଟିଟିରେ ‘ଡିଟେକ୍ଟିଭ୍‌ ଶେରଦିଲ୍’

The Sakala Picture
Published On

ପଞ୍ଜାବୀ ସୁପରଷ୍ଟାର୍‌ ଦିଲଜିତ୍‌ ଦୋସାଞ୍ଜ ବଲିଉଡ୍‌ରେ ମଧ୍ୟ ସଫଳ ହୋଇଛନ୍ତି। ଦିଲଜିତ୍‌ ତାଙ୍କର ଆଗାମୀ ଫିଲ୍ମରେ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ‘ଡିଟେକ୍ଟିଭ୍‌ ଶେରଦିଲ୍’ରେ ସେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। ରବି ଛାବଡ଼ିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ରବି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବଶତଃ ଏହା ଅଟକି ରହିଥିଲା। […]

ପଞ୍ଜାବୀ ସୁପରଷ୍ଟାର୍‌ ଦିଲଜିତ୍‌ ଦୋସାଞ୍ଜ ବଲିଉଡ୍‌ରେ ମଧ୍ୟ ସଫଳ ହୋଇଛନ୍ତି। ଦିଲଜିତ୍‌ ତାଙ୍କର ଆଗାମୀ ଫିଲ୍ମରେ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ‘ଡିଟେକ୍ଟିଭ୍‌ ଶେରଦିଲ୍’ରେ ସେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। ରବି ଛାବଡ଼ିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ରବି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବଶତଃ ଏହା ଅଟକି ରହିଥିଲା। ଏବେ ଏହା ଓଟିଟି ପ୍ଲାଟଫର୍ମ ଜି୫ରେ ଜୁନ୍‌ ୨୦ରେ ରିଲିଜ୍‌ ହେବ। ଫିଲ୍ମର ସୁଟିଂ ବୁଦାପେଷ୍ଟରେ କରାଯାଇଛି। ଫିଲ୍ମର କାହାଣୀ ଜଣେ ନିଆରା ଡିଟେକ୍ଟିଭଙ୍କ ଚାରିପଟେ ଘୂରି ବୁଲୁଛି। ଦିଲଜିତ୍‌ଙ୍କ ସହ ଏଥିରେ ଡାଏନା ପେଣ୍ଟି, ବୋମନ୍‌ ଇରାନି ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ। ଦିଲଜିତ୍‌ ଶେଷ ଥର ପାଇଁ ‘ଜଟ୍‌ ଆଣ୍ଡ ଜୁଲିଏଟ୍‌ ୩’ରେ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ: ବାହାଘରର ୧୨ ବର୍ଷ ପରେ ଛାଡ଼ପତ୍ର, ତଥାପି 'ସିଙ୍ଗଲ ମଦର' ନୁହନ୍ତି ଇଶା ଦେଓଲ; ଜାଣନ୍ତୁ ମା' ହେମା ମାଳିନୀଙ୍କ ଭାବପୂର୍ଣ୍ଣ ପ୍ରତିକ୍ରିୟା

13 Jun 2025 By The Sakala

ଓଟିଟିରେ ‘ଡିଟେକ୍ଟିଭ୍‌ ଶେରଦିଲ୍’

ପଞ୍ଜାବୀ ସୁପରଷ୍ଟାର୍‌ ଦିଲଜିତ୍‌ ଦୋସାଞ୍ଜ ବଲିଉଡ୍‌ରେ ମଧ୍ୟ ସଫଳ ହୋଇଛନ୍ତି। ଦିଲଜିତ୍‌ ତାଙ୍କର ଆଗାମୀ ଫିଲ୍ମରେ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦର୍ଶକଙ୍କ ମନୋରଞ୍ଜନ କରିବେ। ‘ଡିଟେକ୍ଟିଭ୍‌ ଶେରଦିଲ୍’ରେ ସେ ଡିଟେକ୍ଟିଭ୍‌ ଭୂମିକାରେ ନଜର ଆସିବେ। ରବି ଛାବଡ଼ିଆ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ପ୍ରଥମ ଥର ପାଇଁ ରବି ଏହି ଫିଲ୍ମ ମାଧ୍ୟମରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେଇଛନ୍ତି। ଫିଲ୍ମଟିର ସୁଟିଂ ଯଦିଓ ବହୁତ ଦିନରୁ ସରିଲାଣି କିନ୍ତୁ କିଛି କାରଣ ବଶତଃ ଏହା ଅଟକି ରହିଥିଲା। ଏବେ ଏହା ଓଟିଟି ପ୍ଲାଟଫର୍ମ ଜି୫ରେ ଜୁନ୍‌ ୨୦ରେ ରିଲିଜ୍‌ ହେବ। ଫିଲ୍ମର ସୁଟିଂ ବୁଦାପେଷ୍ଟରେ କରାଯାଇଛି। ଫିଲ୍ମର କାହାଣୀ ଜଣେ ନିଆରା ଡିଟେକ୍ଟିଭଙ୍କ ଚାରିପଟେ ଘୂରି ବୁଲୁଛି। ଦିଲଜିତ୍‌ଙ୍କ ସହ ଏଥିରେ ଡାଏନା ପେଣ୍ଟି, ବୋମନ୍‌ ଇରାନି ଏବଂ ଚଙ୍କି ପାଣ୍ଡେ ମଧ୍ୟ ନଜର ଆସିବେ। ଦିଲଜିତ୍‌ ଶେଷ ଥର ପାଇଁ ‘ଜଟ୍‌ ଆଣ୍ଡ ଜୁଲିଏଟ୍‌ ୩’ରେ ନଜର ଆସିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର