୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନ୍

The Sakala Picture
Published On

ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି । ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଭାଇଜାନଙ୍କ ଫ୍ୟାନ୍ । […]

ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଭାଇଜାନଙ୍କ ଫ୍ୟାନ୍ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍‌, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବିନା ସମ୍ମତିରେ ଯୌନୀକରଣକୁ ବରଦାସ୍ତ କରିବି ନାହିଁ: ନିର୍ମାତାଙ୍କ ଉପରେ ବର୍ଷିଲେ ଜାହ୍ନବୀ କପୁର

27 Dec 2022 By The Sakala

୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ତଥା ଭାଇଜାନ୍ ସଲମାନ୍ ଖାନ୍

ମୁମ୍ବାଇ: ଆଜି ବଲିଉଡ଼ ଭାଇଜାନ୍ ସଲମାନ ଖାନଙ୍କ ଜନ୍ମଦିନ । ୫୮ ବର୍ଷରେ ପାଦ ଥାପିଲେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ । ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ମଧ୍ୟ ଭିଡ ଜମାଇଛନ୍ତି ପ୍ରଶଂସକମାନେ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

ପିଲାଠୁ ବୁଢ଼ା ସମସ୍ତେ ତାଙ୍କ ଭାଇଜାନଙ୍କ ଫ୍ୟାନ୍ । ବଲିଉଡ଼ ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ୨୭ ଡିସେମ୍ବର ୧୯୬୫ରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ । ମେନେ ପ୍ୟାର କିଆ, ସାଜନ, ହମ୍ ଆପକେ ହେ କୌ ନ୍‌, କରଣ-ଅର୍ଜୁନ , ଜୁଡ଼ୱା , ଦବଙ୍ଗ, ବଡ଼ିଗାର୍ଡ, ବଜରଙ୍ଗୀ ଭାଇଜାନ୍ ଏମିତି ଅନେକ ବ୍ଲକ୍ବାଷ୍ଟର ମୁଭି ବଲିଉଡ଼କୁ ଦେଇଛନ୍ତି ସଲମାନ୍ । ସଲମାନଙ୍କୁ ଇଣ୍ଡଷ୍ଟ୍ରୀର ଟ୍ରେଣ୍ଡ ସେଟର ବି କହନ୍ତି । ସଲମାନଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ ଖୁବ ଖୁସି ହେବା ସହ ସେଲିବ୍ରେଟ୍ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର