ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟ ଜାରି

The Sakala Picture
Published On

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ସୋମବାର ଅମିଶାଙ୍କ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ଚାଲୁଛି । ଯାହା ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଡିସେମ୍ବର ୪ରେ କୋର୍ଟରେ ହାଜିର ହେବାକୁ ଅମିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମିଶାଙ୍କ ବିପକ୍ଷରେ ଭୋପାଳ […]

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ସୋମବାର ଅମିଶାଙ୍କ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ଚାଲୁଛି । ଯାହା ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ୧୦ ବର୍ଷ ଧରି ଫିଲ୍ମ ଅଫରରୁ ବଞ୍ଚିତ ଥିଲେ ଅର୍ଚ୍ଚନା ପୂରଣ ସିଂହ, ବଖାଣିଲେ ବଲିଉଡର କଠୋର ସତ୍ୟ

ଖବର ଅନୁଯାୟୀ, ଡିସେମ୍ବର ୪ରେ କୋର୍ଟରେ ହାଜିର ହେବାକୁ ଅମିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମିଶାଙ୍କ ବିପକ୍ଷରେ ଭୋପାଳ ଅଦାଲତରେ ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସର ମାମଲା ଚାଲୁଛି । ଅମିଶାଙ୍କ ବିପକ୍ଷରେ ୟ୍ୟୁଟିଏଫ ଟେଲିଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ଏହି ମାମଲା ଦାୟର କରିଛି । ତାଙ୍କ ଅଭିଯୋଗ ଅନୁଯାୟୀ ଅମିଶା ଫିଲ୍ମୀ ନିର୍ମାଣ କରିବା ପାଇଁ ତାଙ୍କଠାରୁ ଟଙ୍କା ଆଣିଥିଲେ । କିନ୍ତୁ ବଦଳରେ ଯେଉଁ ଦୁଇଟି ଚେକ୍ ଦେଇଥିଲେ ସେହି ଚେକ୍ ବାଉନ୍ସ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଅମିତାଭ ବଚ୍ଚନଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ବଢିଲା ପ୍ରଶଂସକଙ୍କ ଚିନ୍ତା: ଅସ୍ତ୍ରୋପଚାର ଏବଂ ଆଇସିୟୁ ନେଇ ଦେଲେ ସୂଚନା

ଅନ୍ୟପକ୍ଷରେ ଯଦି ଅମିଶା ପଟେଲ ୪ ଡିସେମ୍ବରରେ କୋର୍ଟରେ ହାଜିର ହେବେ ନାହିଁ ତେବେ ତାଙ୍କ ବିପକ୍ଷରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯିବ। ବିଗତ କିଛି ସମୟ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ ଅମିଶା ପଟେଲ । ତେବେ ଏବେ ପୁଣି ସେ ତାଙ୍କ ସୁପରହିଟ ଫିଲ୍ମୀ ‘ଗଦର’ର ସିକ୍ବେଲରେ ପୁଣି ଥରେ ସନ୍ନୀ ଦେଓଲଙ୍କ ସହ ନଜର ଆସିବେ । ଏହା ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଡେଜୀ ଶାହାଙ୍କ ଫିଲ୍ମୀ ‘ମିଷ୍ଟ୍ରୀ ଅଫ୍ ଟାଟୁ’ରେ ନଜର ଆସିବେ ଅମିଶା ପଟେଲ ।

ଆହୁରି ପଢ଼ନ୍ତୁ: #MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ

30 Nov 2021 By The Sakala

ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟ ଜାରି

ଭୋପାଳ: ବଲିଉଡ ଅଭିନେତ୍ରୀ ଅମିଶା ପଟେଲଙ୍କ ନାଁ’ରେ ଓ୍ବାରେଣ୍ଟି ଜାରି କରିଛି ଭୋପାଳ କୋର୍ଟ । ସୋମବାର ଅମିଶାଙ୍କ ବିରୋଧରେ ଏହି ଓ୍ବାରେଣ୍ଟ ଜାରି କରାଯାଇଛି । ଅମିଶା ପଟେଲଙ୍କ ବିପକ୍ଷରେ ଏକ ଚେକ୍ ବାଉନ୍ସ କେସ୍ ଚାଲୁଛି । ଯାହା ଫଳରେ ତାଙ୍କୁ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁଯାୟୀ, ଡିସେମ୍ବର ୪ରେ କୋର୍ଟରେ ହାଜିର ହେବାକୁ ଅମିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅମିଶାଙ୍କ ବିପକ୍ଷରେ ଭୋପାଳ ଅଦାଲତରେ ୩୨.୨୫ ଲକ୍ଷ ଟଙ୍କାର ଚେକ୍ ବାଉନ୍ସର ମାମଲା ଚାଲୁଛି । ଅମିଶାଙ୍କ ବିପକ୍ଷରେ ୟ୍ୟୁଟିଏଫ ଟେଲିଫିଲ୍ମ୍ସ ପ୍ରାଇଭେଟ ଲିମିଟେଡ ଏହି ମାମଲା ଦାୟର କରିଛି । ତାଙ୍କ ଅଭିଯୋଗ ଅନୁଯାୟୀ ଅମିଶା ଫିଲ୍ମୀ ନିର୍ମାଣ କରିବା ପାଇଁ ତାଙ୍କଠାରୁ ଟଙ୍କା ଆଣିଥିଲେ । କିନ୍ତୁ ବଦଳରେ ଯେଉଁ ଦୁଇଟି ଚେକ୍ ଦେଇଥିଲେ ସେହି ଚେକ୍ ବାଉନ୍ସ ହୋଇଥିଲା ।

ଅନ୍ୟପକ୍ଷରେ ଯଦି ଅମିଶା ପଟେଲ ୪ ଡିସେମ୍ବରରେ କୋର୍ଟରେ ହାଜିର ହେବେ ନାହିଁ ତେବେ ତାଙ୍କ ବିପକ୍ଷରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରାଯିବ। ବିଗତ କିଛି ସମୟ ଧରି ଫିଲ୍ମ ଜଗତରୁ ଦୂରରେ ଥିଲେ ଅମିଶା ପଟେଲ । ତେବେ ଏବେ ପୁଣି ସେ ତାଙ୍କ ସୁପରହିଟ ଫିଲ୍ମୀ ‘ଗଦର’ର ସିକ୍ବେଲରେ ପୁଣି ଥରେ ସନ୍ନୀ ଦେଓଲଙ୍କ ସହ ନଜର ଆସିବେ । ଏହା ବ୍ୟତୀତ ଅର୍ଜୁନ ରାମପାଲ ଏବଂ ଡେଜୀ ଶାହାଙ୍କ ଫିଲ୍ମୀ ‘ମିଷ୍ଟ୍ରୀ ଅଫ୍ ଟାଟୁ’ରେ ନଜର ଆସିବେ ଅମିଶା ପଟେଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର