‘ମୁମ୍ବାଇ ସାଗା’ରେ ଜନ୍‌ଙ୍କ ଦମଦାର୍‌ ଲୁକ୍‌

The Sakala Picture
Published On

ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ ମାର୍ଚ୍ଚ ୧୯ରେ ରିଲିଜ୍‌ ହେବ। ଲକ୍‌ଡାଉନ୍‌ ପରେ ଦର୍ଶକେ ଏକ ବଡ଼ ଆକ୍ସନ ଫିଲ୍ମ ରିଲିଜ୍‌ ହେବା ପାଇଁ ଅପେକ୍ଷା କରିଛନ୍ତି। ଜନ୍ ଆବ୍ରାହମ୍ ଓ ଇମ୍ରାନ ହାସ୍‌ମିଙ୍କ ଅଭିନୀତ ଏହି ଫିଲ୍ମରେ ଦର୍ଶକେ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ। ଏହାର ଝଲକ ଫିଲ୍ମର ପୋଷ୍ଟରରେ ଦେଖିବାକୁ ମିଳିଛି। ନିକଟରେ ଜନ୍‌ ତାଙ୍କର ସୋସିଆଲ ମିଡିଆ ପେଜରେ ଦୁଇଟି ଫଟୋ ସେୟାର କରିଥିଲେ। ଫଟୋ ଦୁଇଟିରେ ସେ କ୍ୟାପସନ୍‌ରେ […]

ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ ମାର୍ଚ୍ଚ ୧୯ରେ ରିଲିଜ୍‌ ହେବ। ଲକ୍‌ଡାଉନ୍‌ ପରେ ଦର୍ଶକେ ଏକ ବଡ଼ ଆକ୍ସନ ଫିଲ୍ମ ରିଲିଜ୍‌ ହେବା ପାଇଁ ଅପେକ୍ଷା କରିଛନ୍ତି। ଜନ୍ ଆବ୍ରାହମ୍ ଓ ଇମ୍ରାନ ହାସ୍‌ମିଙ୍କ ଅଭିନୀତ ଏହି ଫିଲ୍ମରେ ଦର୍ଶକେ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ। ଏହାର ଝଲକ ଫିଲ୍ମର ପୋଷ୍ଟରରେ ଦେଖିବାକୁ ମିଳିଛି। ନିକଟରେ ଜନ୍‌ ତାଙ୍କର ସୋସିଆଲ ମିଡିଆ ପେଜରେ ଦୁଇଟି ଫଟୋ ସେୟାର କରିଥିଲେ। ଫଟୋ ଦୁଇଟିରେ ସେ କ୍ୟାପସନ୍‌ରେ ଲେଖିଥିଲେ ଯେ, ଜଣେ ଯିଏ କି ଯେକୌଣସି ସ୍ଥିତିରେ ରାଜ୍‌ କରିବାକୁ ଚାହୁଁଛି ବନାମ ଅନ୍ୟ ଜଣେ ତାକୁ ଯେକୌଣସି ସ୍ଥିତିରେ ରୋକିବାକୁ ଚାହୁଁଛି। ଏଥିରେ ଜନ୍ ବେଶ୍ ଆକ୍ରାତ୍ମକ ଦେଖାଯାଉଛନ୍ତି। ‘ମୁମ୍ବାଇ ସାଗା’ ରିଲିଜ୍ ହେବା ପୂର୍ବରୁ ଏହାର ପ୍ରମୋସନ ବେଶ ଜୋରସୋରରେ କରାଯାଉଛି।

ଆହୁରି ପଢ଼ନ୍ତୁ: ସେନ୍ସର ବୋର୍ଡ ଅଟକାଇଛି 'ଜନ ନାୟଗନ': ବିତରକଙ୍କୁ ଟଙ୍କା ଫେରାଇବାକୁ ପ୍ରଯୋଜକଙ୍କୁ ନିର୍ଦ୍ଦେଶ ଦେଲେ ବିଜୟ

28 Feb 2021 By The Sakala

 ‘ମୁମ୍ବାଇ ସାଗା’ରେ ଜନ୍‌ଙ୍କ ଦମଦାର୍‌ ଲୁକ୍‌

ସଞ୍ଜୟ ଗୁପ୍ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୁମ୍ବାଇ ସାଗା’ ମାର୍ଚ୍ଚ ୧୯ରେ ରିଲିଜ୍‌ ହେବ। ଲକ୍‌ଡାଉନ୍‌ ପରେ ଦର୍ଶକେ ଏକ ବଡ଼ ଆକ୍ସନ ଫିଲ୍ମ ରିଲିଜ୍‌ ହେବା ପାଇଁ ଅପେକ୍ଷା କରିଛନ୍ତି। ଜନ୍ ଆବ୍ରାହମ୍ ଓ ଇମ୍ରାନ ହାସ୍‌ମିଙ୍କ ଅଭିନୀତ ଏହି ଫିଲ୍ମରେ ଦର୍ଶକେ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ। ଏହାର ଝଲକ ଫିଲ୍ମର ପୋଷ୍ଟରରେ ଦେଖିବାକୁ ମିଳିଛି। ନିକଟରେ ଜନ୍‌ ତାଙ୍କର ସୋସିଆଲ ମିଡିଆ ପେଜରେ ଦୁଇଟି ଫଟୋ ସେୟାର କରିଥିଲେ। ଫଟୋ ଦୁଇଟିରେ ସେ କ୍ୟାପସନ୍‌ରେ ଲେଖିଥିଲେ ଯେ, ଜଣେ ଯିଏ କି ଯେକୌଣସି ସ୍ଥିତିରେ ରାଜ୍‌ କରିବାକୁ ଚାହୁଁଛି ବନାମ ଅନ୍ୟ ଜଣେ ତାକୁ ଯେକୌଣସି ସ୍ଥିତିରେ ରୋକିବାକୁ ଚାହୁଁଛି। ଏଥିରେ ଜନ୍ ବେଶ୍ ଆକ୍ରାତ୍ମକ ଦେଖାଯାଉଛନ୍ତି। ‘ମୁମ୍ବାଇ ସାଗା’ ରିଲିଜ୍ ହେବା ପୂର୍ବରୁ ଏହାର ପ୍ରମୋସନ ବେଶ ଜୋରସୋରରେ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର